Daily Archives

ପୋଙ୍ଗଲରେ ବାଣ ବିସ୍ପୋରଣ : ୪ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ବିସ୍ପୋରଣରେ ୪ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ତେଲୁଗୁ ସମ୍ପ୍ରଦାୟ ମାନଙ୍କ ପୋଙ୍ଗଲ ଥିବାରୁ ଏହିଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ୟେଦୁସାହିରେ ଘଟିଛି । ଆହାତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ
Read More...

ତହଁକ୍ ତିହାର୍ ପାଇଁ ବାଜିଲା ବିଗୁଲ୍ : ତିନିଦିନ ଧରି ହେବ ବିଭିନ୍ନ କାର୍ଯ୍ୟକ୍ରମ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ତହଁକ୍ ଶାଲ୍ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ତହଁକ୍ ତିହାର୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର କୋଶଲୀ ଭାଷା ସାହିତ୍ୟ ଏବଂ ଲୋକକଳା କ୍ଷେତ୍ରରେ ଅନବରତ କାମ କରୁଥିବା ବଲାଙ୍ଗିରର ତହଁକ୍ କୁଟୁମ୍ ଏଇ ବର୍ଷ
Read More...

ନିରବଚନ ଧନୁଯାତ୍ରା ପାଇଁ କଂସ ବରଣ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନିରବଚନ ଗ୍ରାମରେ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ସମାପନ ହୋଇଛି । କଂସ ଭୂମିକାରେ ଅଭିନୟ କରିବା ପାଇଁ ଠେଲକୋମୁଣ୍ଡା ଗ୍ରାମର ଯୁବ ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ ଗ୍ରାମବାସୀ
Read More...

ଟିଟିଲାଗଡ଼ ସହରରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଟିଟିଲାଗଡ଼ ସହରରେ ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଏବଂ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋସିଏସନର ସହଭାଗିତାରେ
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଶିଷ୍ଟାଚାର, ସମୟାନୁବର୍ତ୍ତିତା ଓ ଶୃଙ୍ଖଳାରେ ଜୋର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କୃତି ଓ ଶୃଙ୍ଖଳାର ସୁନ୍ଦର ସମନ୍ୱୟ ଭାବେ ପାଳିତ ହୋଇଯାଇଛି । ଉତ୍ସବର ଅଧ୍ୟକ୍ଷତା କରି ବିଦ୍ୟାଳୟ
Read More...

ବିକ୍ଷୋଭକାରୀଙ୍କୁ ଛାଡି ଦେବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଞ୍ଚ ଉପରୁ କେ.ଭି. ସିଂଦେଓଙ୍କ ନିର୍ଦ୍ଦେଶ

ଦଲାଲ ମାନଙ୍କୁ ନୋଟୋଙ୍କି କହିଥିବା ମଞ୍ଚ ଉପରୁ ସ୍ପଷ୍ଟୋକ୍ତି କଲେ କେ.ଭି ସିଂଦେଓ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଉପ ମୁଖ୍ୟମନ୍ତ୍ରୀଙ୍କ ସାଂସ୍କୃତିକ ତଥା ବିକାଶ ମୂଳକ ଅଭିଭାଷଣ ଶୁଣିବାରୁ ବଞ୍ଚିତ ହେଲେ ସୁବର୍ଣ୍ଣପୁର ଜନସାଧାରଣ ତଥା ବୁଦ୍ଧିଜୀବୀ । ମହିମା ସୁବର୍ଣ୍ଣପୁର
Read More...

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ଦ୍ଵାରା ଛାତ୍ରୀଙ୍କୁ ସାଇକେଲ ବଣ୍ଟନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଡିବି ଶାଖା ଆନୁକୂଲ୍ୟରେ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶ ଜଣ ମେଧା ଓ ଆର୍ଥିକ ଅନଗ୍ରସର ଛାତ୍ରୀ ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ସାମାଜିକ
Read More...

ପଦ୍ମପୁର ବ୍ରାହ୍ମଣ ସମାଜ ପକ୍ଷରୁ ମକର ସଂକ୍ରାନ୍ତି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବ୍ରାହ୍ମଣ ସମାଜ ପଦ୍ମପୁର, ମକର ମିଳନ ପାଳନ କରିଥିଲା । ଏ ଅବସରରେ ନଗରିକର କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା । ବ୍ରାହ୍ମଣ ସମାଜର ସମ୍ପାଦକ ସଦାନନ୍ଦ ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲାପରେ ଡକ୍ଟର
Read More...

ନେତାଜୀ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନେତାଜୀ ଜୟନ୍ତୀ ପାଳନ କମିଟି ବଲାଙ୍ଗିର ଉଦ୍ୟୋଗରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ସ୍କୁଲ,
Read More...

ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଅଭାବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ଟିକାବାଲି ବ୍ଲକର
Read More...