Daily Archives

ଜଳ ହେଉଛି ଜୀବନ : ହରିଶଙ୍କରରେ ପାଣି ପଞ୍ଚାୟତ ସପ୍ତାହର ଜନ ସଚେତନତା ଅଭିଯାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : “ଜଳ ହେଉଛି ଜୀବନ” ଏହି ସନ୍ଦେଶକୁ ନେଇ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ଝରଣା କୂଳରେ ପାଣି ପଞ୍ଚାୟତ ସପ୍ତାହ ଉତ୍ସାହ ଓ ସାର୍ଥକତାର ସହ ପାଳିତ ହୋଇଯାଇଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ
Read More...

କଣ୍ଟାବାଞ୍ଜିରେ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଗନ୍ନାଥ ମନ୍ଦିର ପରିସରରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ପ୍ରଗତି ଓ ଅଲେଖ ମହିମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ
Read More...

ଶିଶୁ କନ୍ୟାକୁ ଧର୍ଷଣ ସହ ହତ୍ୟା କରିଥିବା ଅଭିଯୁକ୍ତକୁ ବରଗଡ ପସ୍କୋ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଫାସିଦଣ୍ଡ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ ସୋଢା ଗ୍ରାମରେ ୬ ବର୍ଷର ଶିଶୁ କନ୍ୟାକୁ ଧର୍ଷଣ ସହ ପଥରରେ ମୁଣ୍ତକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତ ପ୍ରଶାନ୍ତ ବରିହାକୁ ବରଗଡ ପସ୍କୋ କୋର୍ଟରେ ମଙ୍ଗଳବାର ମାଜିଷ୍ଟ୍ରେଟ ଫାସିଦଣ୍ଡ ଦେବାପାଇଁରାୟ
Read More...

୩ଟି ହରିଣ ଶିଙ୍ଗ ସହ ଗୋଟିଏ କଇଁଛ ଖପୁରି ଜବତ

ୱାଣ୍ଟେଡ ଲିଷ୍ଟ୍‌ରେ ବାଘମାରୁ ପ୍ରହ୍ଲାଦ ନାଏକ ସହ ଯୋଗେନ୍ଦ୍ର ନାଏକ ଫେରାର ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତର ସାଗବାରି ଗାଁରେ ବନବିଭାଗର ଏକ ଟିମ ସହ ରାୟଗଡା ଏସିଏଫ୍‌ ସନ୍ଦୀପ ପୃଷ୍ଟି, ରେଞ୍ଜର ସୁଚିତାନନ୍ଦ ପରିଡା,
Read More...

ଆସୁଛି ନୂଆ ଚଳଚ୍ଚିତ୍ର ସଂଘର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ କେ ଫିଲ୍ମସ୍‌ ବଲାଙ୍ଗିର ବ୍ୟାନରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ସଂଘର୍ଷର ସଟିଂ ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି । ଏହି ଚଳଚ୍ଚିତ୍ରର କାହାଣୀ,ଚିତ୍ରନାଟ୍ୟ ସହିତ ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି
Read More...

ବରବାହାଲ ଗ୍ରାମରେ ରହସ୍ୟଜନକ ମୃତ୍ୟୁ : ଯୁବ ବ୍ୟବସାୟୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର, ହତ୍ୟା ଅଭିଯୋଗ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଥାନା ଅନ୍ତର୍ଗତ ଯୁଗିମୁଣ୍ଡା ନିକଟସ୍ଥ ବରବାହାଲ ଗ୍ରାମରେ ଗତକାଲି ରାତିରେ ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଗ୍ରାମର ଯୁବ ବ୍ୟବସାୟୀ କ୍ଷମାନିଧି କରୁଆଲ(୩୩)ଙ୍କ ମୃତଦେହ ନିକଟସ୍ଥ ଗୋଚର ଜମିରେ ଥିବା ଗୋଟିଏ ଗଛରେ
Read More...

କଦମପଡା ଶିଶୁ ମନ୍ଦିରରେ କବିତା ଆଲୋଚନା ଚକ୍ର : କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଦମପଡାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଶିଶୁ ସାହିତ୍ୟ ଲେଖକ ଡ.ରମେଶ ପତ୍ରୀ ସମ୍ମାନୀତ ଅତିଥି
Read More...

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବରୋବାହାଲ ସ୍ଥିତ ନିମ୍ନ ଇନ୍ଦ୍ର ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ
Read More...

ଶିଶୁ ଯତ୍ନ ଅନୁଷ୍ଠାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଧିନସ୍ଥ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

ଦେଓଗାଁରେ ମୁକ୍ତ ବିଦ୍ୟାଳୟରେ ଡ୍ରପ ଆଉଟ୍ ପିଲାଙ୍କ ପ୍ରବେଶ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସଂଗଠନ ଓ ଜାତୀୟ ମୁକ୍ତ ବିଦ୍ୟାଳୟ ସଙ୍ଗଠନରେ ନାମଲେଖା ପାଇଁ ଏକ ପ୍ରବେଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଦେଓଗାଁ ବ୍ଲକ ଅଞ୍ଚଳରେ ୧୦ମ ଶ୍ରେଣୀରେ ପହଞ୍ଚିବା ପୂର୍ବରୁ
Read More...