Daily Archives

ବରଗଡ଼ ଜିଲ୍ଲା ଏମ୍‌ ଶ୍ରୀଗିଡା ଗ୍ରାମରେ ଏକ ବଡ଼ ଧରଣର ଚୋରି ଘଟଣା

ବିଜେପୁର, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌ ଶ୍ରୀଗିଡା ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଗ୍ରାମର ସୌଭାଗ୍ୟ ମେହେର ଓ ତାଙ୍କ ପରିବାର ସଦସ୍ୟମାନେ ବିଶ୍ୱପ୍ରସିଦ୍ଧ
Read More...

ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ : ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‌ସିଡ଼ି

"କୃଷି କ୍ଷେତ୍ରରେ ସୁଲଭତା ଏବଂ ଉତ୍ପାଦକତା ସୁନିଶ୍ଚିତ” ପ୍ରମୁଖ ବିନ୍ଦୁ● ନୂତନ ସହାୟତା ହାର: ସରକାର ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସହାୟତା ଦରକୁ ଅନୁମୋଦନ କରିଛନ୍ତି । ଏହା ୧ ଅକ୍ଟୋବର ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିରେ ଡିଏପି
Read More...

ପୋଲିସ–ଜନତା ସମ୍ପର୍କ ସୁଦୃଢ଼ କରିବାରେ ଏକ ଅନୁକରଣୀୟ ପଦକ୍ଷେପ :
ଠୂଟିଭଟାରେ ଖପ୍ରାଖୋଲ ପୋଲିସର ଜନସମ୍ପର୍କ ଶିବିର ସଫଳ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୋଲିସର ସୌଜନ୍ୟରେ ଖପ୍ରାଖୋଲ ପୋଲିସ ତରଫରୁ ସୋମବାର ଠୂଟିଭଟା ଗ୍ରାମରେ ଏକ ବୃହତ୍ ଜନସମ୍ପର୍କ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଅଧ୍ୟକ୍ଷତା କରିଥିବା ବେଳେ,
Read More...

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ପୁଞ୍ଜିଗତ ବ୍ୟୟର 80 ପ୍ରତିଶତରୁ ଅଧିକ ଉପଯୋଗ କଲା ଭାରତୀୟ ରେଳବାଇ

ସୁରକ୍ଷା, କ୍ଷମତା ବୃଦ୍ଧି, ଭିତ୍ତିଭୂମି ଆଧୁନିକୀକରଣ ଏବଂ ଯାତ୍ରୀ ସୁବିଧା ଲାଗି ହୋଇଛି ବିପୁଳ ବ୍ୟୟ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ 2025-26 ଆର୍ଥିକ ବର୍ଷରେ ସକଳ ବଜେଟ୍ ସହାୟତାର 80.54 ପ୍ରତିଶତ ବ୍ୟୟ କରିଛି। ଚଳିତ ଆର୍ଥିକ ବର୍ଷରେ ମୋଟ୍ 2,52,200 କୋଟି ଟଙ୍କା
Read More...

ରମ୍ଭା କପ ସିଜନ -୪ : ଫାଇନାଲରେ ରମ୍ଭା କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମରେ ରମ୍ଭା କପ୍ ସିଜନ-୪ ପକ୍ଷରୁ ସଂଗଠିତ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୩ତମ ଦିନରେ ଆଇ.ସି.ସି. ଇଛାପୁରମ୍ ସହ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ଖେଳ ରବିବାର ଅନୁଷ୍ଠିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ
Read More...

ହିଞ୍ଜିଳିରେ ବେଆଇନ ବାଲି ଦୁର୍ନୀତି, ଜମି ଦୁର୍ନୀତି, ଅବାଧ ମଦ ବିକ୍ରି ପ୍ରତିବାଦରେ ଆମରଣ ଅନଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ ବାଲିଦୁର୍ନୀତି, ମଦ ବିକ୍ରି, ଜମି ଦୁର୍ନୀତି, ଅବୈଧ ଗୃହନିର୍ମାଣ ଚାଲିଥିବା ଅଭିଯୋଗରେ କଂଗ୍ରେସ୍ ପାର୍ଟି ନେତାଙ୍କ ପକ୍ଷରୁ ସୋମବାର ଦିନ ଅମରଣ ଅନଶନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ
Read More...

ଭୂମିସୂତା ପଣ୍ଡାଙ୍କ ପରଲୋକ

ବରଗଡ, ( ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅତାବିରା ଏନ୍ଏସି ରେଙ୍ଗାଲିକେମ୍ପ ସ୍ୱର୍ଗତ ଭକ୍ତ ଚରଣ ପଣ୍ଡାଙ୍କ ପତ୍ନୀ ଭୂମିସୂତା ପଣ୍ଡା(୭୭)ଙ୍କ ସୋମବାର ଅପରାହ୍ନରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ବିଭିନ୍ନ ସମସ୍ୟା
Read More...

ପାଟଣାଗଡ଼ ପୁରୁଣା ଡାକ୍ତରଖାନାରେ ଓ.ପି.ଡ଼ି ଏବଂ ମେଡ଼ିସିନ ବିଭାଗ ଖୋଲିବାକୁ ଦାବୀ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପାଟଣାଗଡ଼ ସହର ପାଟଣାଗଡ଼ ଉପଖଣ୍ଡ ତଥା ପଡ଼ୋଶୀ ବ୍ଲକର ଜନସାଧାରଣ, ରୋଗୀମାନେ ନିର୍ଭର କରିଥାନ୍ତି । ବତ୍‌ର୍ତ୍ତମାନ ସେହି ଡାକ୍ତରଖାନା ନୂଆ ହୋଇ ନିର୍ମାଣ ହୋଇଥିବା ବିଲଡିଂକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇଛି । ଏହାକୁ ଅଞ୍ଚଳବାସୀ ସ୍ୱାଗତ
Read More...

ଲକ୍ଷ୍ମୀପୁର ଗ୍ରାମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡ଼ିଓ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ତହସିଲଦାର ଶ୍ରୀମତୀ ଦିବ୍ୟା ମହାନ୍ତି,
Read More...

ବାଲିଗୁଡା ଉପଖଣ୍ଡରେ ୨ ଘଣ୍ଟିଆ ବନ୍ଦ ଡାକରା ଦେଲା ଓଡିଶା ମେଡିକାଲ ସେବା ସଂଘ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓଏମସା)ର ଡାକରାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ମାନଙ୍କର ଦାବି ପୂରଣ ନହେବାରୁ ସରକାରୀ
Read More...