Daily Archives

ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ ଠାରେ ୨୪ରୁ ୩୦ ଡିସେମ୍ବର ୨୦୨୫ ଇତିମଧ୍ୟରେ ଶେଷ ହୋଇଯାଇଛି । ଏଥିରେ ଓଡିଶା ଦଳ ମୋଟ ୩୨ଟି ପଦକ ପାଇଛନ୍ତି । ଏହି ଦଳରେ ବଲାଙ୍ଗିରରୁ ୫ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଏଥିରୁ ନୟନ ରାୟ କାଂସ୍ୟ ପଦକ ଓ
Read More...

ଯୁବ କୁଲୁତା ସମାଜର ପରିବେଶ ସୁରକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ବର୍ଷ ଅବସରରେ ସମସ୍ତେ ନିଜ ପରିବାର, ସାଙ୍ଗ ସାଥୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ମସଗୁଲ ରହିଥାନ୍ତି । ଠିକ୍‌ ଏତିକି ବେଳେ କିଛି ଯୁବକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜ୍ୟ ସରକାର ପ୍ରକୃତିମିତ୍ର
Read More...

ତ୍ରିଲୋଚନ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଆନନ୍ଦନଗର ନିବାସୀ ତ୍ରିଲୋଚନ ସାହୁଙ୍କର ୭୯ ବର୍ଷ ବୟସରେ ଏକ ଘରୋଇ ହସ୍‌ପିଟାଲରେ ତା. ୩୧.୧୨.୨୦୨୫ ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ୧୯୪୬ ମସିହାରେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ)ଗ୍ରାମରେ
Read More...

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୫ ଓ ୨୦୨୬ ପାଇଁ ହନରାରୀ ଡକ୍ଟରେଟ୍ ଉପାଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଡ. ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରି
Read More...

ରାଉରକେଲାରୁ ଆରମ୍ଭ ହେଲା ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା

ଶ୍ରୀ ରାମ ଶରଣଂ : ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ଶ୍ରୀ ରାମ ଶରଣଂ, ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ, ସ୍ଲୋଗାନକୁ ପାଥେୟ କରି ରାଉରକେଲାର ହନୁମାନ ବାଟିକାରୁ ଆଜି ଆରମ୍ଭ ହୋଇଛି ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା । ରାଉରକେଲାର ସନାତନ
Read More...

ସମ୍ବର୍ଦ୍ଧିତ ହେଲେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶଙ୍କ ଆଦର୍ଶ ତ୍ୟାଗ ଓ ମହାନତାକୁ ସମ୍ମାନ ଜଣାଇ ଛତ୍ରପୁରସ୍ଥ ବ୍ରହ୍ମାକୁମାରୀ
Read More...

ପଏଁରୀ ତିହାର -୨୦୨୬ ଉଦ୍‌ଘାଟିତ

କଳା, ସଂସ୍କୃତିରେ ଭରପୂର ସୁବର୍ଣ୍ଣପୁର ମାଟି : ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ସ୍ଥାନୀୟ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ୨୬ତମ ପଏଁରୀ ତିହାର-୨୦୨୬ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ସଂସ୍କୃତି ବିଭାଗ, ନୂଆଦିଲ୍ଲୀ
Read More...

ପୁଷପୁନି ଛୁଟି ଲାଗି ଦାବିପତ୍ର ଦେଲା କେ. ଏମ. ଏମ

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋଶଳାଞ୍ଚଳରେ ଦୁଇ କୋଟି ଜନସାଧାରଣ ବସବାସ କରୁଥିବାବେଳେ ଏଠାକାର ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଠି ଅନୁକୂଳ କରିଥାନ୍ତି । ଚାଷୀମାନେ ଧାନ ଖାଦ୍ୟ ଶସ୍ୟ ସହିତ
Read More...

ପଖନମୁଣ୍ଡାରେ ପାଣି ପଞ୍ଚାୟତ ପକ୍ଷ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବବର୍ଷ ଓ ପୌଷ ପୂର୍ଣ୍ଣିମା ଅବସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଥିଲା । ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଲଷ୍ଟରର
Read More...

ମାଦକ, ପରିମଳ ଓ ନାରୀ ସୁରକ୍ଷା ସମସ୍ୟା ପ୍ରତି କଂସ ଦରବାରରେ ଦୃଷ୍ଟି ଆକର୍ଷଣ କଲା ମହିଳା ସମିତି

ବରଗଡ଼, (ନିରୋଜ କୁମାର ପାଣୀ) : ମହାରାଜ, ଆପଣଙ୍କ ଆଦେଶକୁ ଅବମାନନା କରି ମଥୁରା କଟକରେ ବେଆଇନ ଭାବରେ ମାଦକ ଦ୍ରବ୍ୟର ବହୁଳତା ଯୋଗୁଁ ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି । ସହରର ପରିମଳ ସମସ୍ୟା ଏଭଳି ହୋଇଛି ଯେ, ମହାମାରୀ ବ୍ୟାପିବାର ଭୟ ରହୁଛି । ଏହା ସାଙ୍ଗକୁ ନାରୀମାନଙ୍କ ସୁରକ୍ଷା ପାଇଁ
Read More...