କବି ସୁଲେଖକ ରାଜକିଶୋର ପଣ୍ଡା ରାଜ୍ୟ ସ୍ତରୀୟ “ଶବ୍ଦ କୁବେର” ସମ୍ମାନରେ ସମ୍ମାନିତ
ବଲାଙ୍ଗିର, (କେପିଏନ୍ଏସ୍) : ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ରାଜ୍ୟ ସ୍ତରୀୟ ଆମ ଅଗଣାର ସଜଫୁଲ ପରିବାର ସାହିତ୍ୟ ଅନୁଷ୍ଠାନ ତରଫରୁ ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ କବି ଲେଖକ ରାଜକିଶୋର ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ!-->…
Read More...
Read More...