Monthly Archives

December 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ, ଅଭିନନ୍ଦନ । ଆଉ ମାତ୍ର କିଛିଦିନ ମଧ୍ୟରେ ୨୦୨୬ ଆରମ୍ଭ ହେବାକୁ ଯାଉଛି, ଆଉ ଆଜି, ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି, ସେତେବେଳେ ମନରେ ସମଗ୍ର ବର୍ଷକର ସ୍ମୃତି
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ଚିନ୍ତା ବଢ଼ାଉଛି ଡିଜିଟାଲ ପେମେଣ୍ଟ ଠକେଇ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସରରେ ଡିଜିଟାଲ ଠକାମିର ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରସନ୍ନ କୁମାର
Read More...

ନଗର କଂଗ୍ରେସ ପକ୍ଷରୁ କଂଗ୍ରେସର ୧୪୧ତମ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ୧୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଂଗ୍ରେସର ମହାପୁରୁଷମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପରେ ଗାନ୍ଧୀନଗର ପଡାସ୍ଥିତ
Read More...

ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସିକୁ ହରାଇ କୁରୁଲ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁହେଲ ସ୍ଥିତ ଡିଙ୍ଗର କୁଅଁର ଖେଳ ପଡିଆରେ ଡିଙ୍ଗର କୁଅଁର ଯୁବକ ସଂଘ, ଦୁହେଲ, ରାମଜି ଯୁବକ ସଂଘ ବରଣ୍ଡାବାହାଲ, ଭବାନି ଶଙ୍କର ଯୁବକ ସଂଘ କୁଟେନପାଲିର ମିଳିତ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍ କ୍ୟାମ୍ପରେ ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟସ୍ ଏବଂ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ତାଲିମ କେନ୍ଦ୍ର ଓ ଦୁଃସାହସିକ ଅନୁଷ୍ଠାନ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ବରୁଣେଇ, ଖୋର୍ଦ୍ଧାଠାରେ ଡିସେମ୍ବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା "୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍" କ୍ୟାମ୍ପରେ
Read More...

ବାର୍ଦ୍ଧକ୍ୟ ଭତ୍ତା ମିଳିବାରେ ବିଳମ୍ବ : ହଇରାଣ ହିତାଧିକାରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବୃଦ୍ଧ ପେନସନ ହିତାଧିକାରୀମାନେ ଗତ ଦୁଇମାସ ଧରି ସେମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ନପାଇବା ପରେ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତରୁ ସିଧାସଳଖ ଭତ୍ତା ସଂଗ୍ରହ କରୁଥିବା ହିତାଧିକାରୀ ଭତ୍ତା
Read More...

ଚିମିନିଭାଟିପଡ଼ା ଶାସ୍ତ୍ରୀ କ୍ଲବ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୭ ଡିସେମ୍ବର ୨୦୨୫ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ । ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଚିମିନିଭାଟିପଡ଼ା (ଶାସ୍ତ୍ରୀ କ୍ଲବ) ଠାରେ ଅନୁଷ୍ଠିତ ହେଇଥିଲା । ଏହି
Read More...

ତୁରେକେଲା ବ୍ଲକ ମୁରିବାହାଲ ଗାଁ ରେ ମା’ ମାହେଶ୍ୱରୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମୁରିବାହାଲ୍ ଗାଁ ଠାରେ ୧୫ ତମ ମାଁ ମାହେଶ୍ୱରୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁତୁରା ମୁକେଶ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଖେଳାଳିମାନଙ୍କୁ
Read More...

କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ନଗରରେ ବିଜେପି ପାର୍ଟୀର ଟ୍ରେଡ଼ ମାର୍କ କୁହାଯାଉଥିବା ଚା ପର ଚର୍ଚ୍ଚା କାର୍ଯ୍ୟକ୍ରମ ପଶୁ ଚିକିତ୍ସାଳୟ ନିକଟରେ ଥିବା ଚା ଦୋକାନରେ ଭାଗ ନେଇଥିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ । ଏହି ସମଯରେ କେସିଙ୍ଗାର ବିଶିଷ୍ଟ ବିଜେପି
Read More...

ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ୧୫ତମ ସହୀଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ତଥା ବିଜେପି ପାଇକମାଲ ମଣ୍ଡଳର ପୂର୍ବତନ ସଭାପତି ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ୧୫ତମ ସହିଦ ପାଳନ ହୋଇଯାଇଛି । ଗତ ୨୭. ୧୨. ୧୦ରେ ଉଭୟଙ୍କୁ ପୋଲିସ ମିଥ୍ୟା ଏନକାଉଣ୍ଟର କରି ହତ୍ୟା କରିଥିଲା ।
Read More...