ସ୍ପନ୍ଦନ ଆୟୋଜିତ ଜାତୀୟ ମହୋତ୍ସବର ୪ର୍ଥ ଦିବସ : ମଂଚସ୍ଥ ହେଲା ବାରଣାସୀର ମଧ୍ୟାନ୍ତର
ରାଉରକେଲା, (ସସ୍ମିତା ପ୍ରଧାନ) : ପରିବାର କହିଲେ ପତି ଜ୍ଞାନ ଓ ପତ୍ନୀ ଛାୟା, ସେମାନଙ୍କର ସନ୍ତାନଟିଏ ହେଉ ନ ଥିବାରୁ ଦୁଃଖରେ ଦିନ କାଟୁଥିଲେ । ଅକସ୍ମାତ ଏକ ଦୁର୍ଘଟଣା ଯୋଗୁଁ ଜ୍ଞାନ ଗୋଟେ ଗୋଡ ହରାଇଥବା ଯୋଗୁଁ ଚାକିରି ହରାଇ ଘରେ ବସିବାକୁ ବାଧ୍ୟ ହେଲେ, ଅନ୍ୟ ପକ୍ଷେ ପତ୍ନୀ ଛାୟା!-->…
Read More...
Read More...