ଜାତୀୟ ରାଜପଥରେ ଦୁର୍ଘଟଣା : ଚାଲିଗଲା ଯୁବନେତାଙ୍କ ଜୀବନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଭୟାବହ ଦୁର୍ଘଟଣା । ବଲାଙ୍ଗିର-ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଯୁବ ନେତା ଜଣକ ହେଲେ ବଇଁରାସର ଗାଁର ସୂର୍ଯ୍ୟ ନାୟକ ।!-->…
Read More...
Read More...