Daily Archives

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ…

• ସ୍କାଏରୁଟର ପ୍ରଥମ କକ୍ଷପଥ ରକେଟ୍, ବିକ୍ରମ-1 ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ; ଏହା ପୃଥିବୀର କକ୍ଷପଥକୁ ଉପଗ୍ରହ ପ୍ରକ୍ଷେପଣ କରିବାର କ୍ଷମତା ରଖିଛି• ଆମର ଯୁବ ଶକ୍ତି ନିଜର ନବସୃଜନ, ସାହସିକ ପଦକ୍ଷେପ ଗ୍ରହଣ କରିବାର କ୍ଷମତା ଏବଂ ଉଦ୍ୟମିତା ସହ ନୂତନ ଶିଖରରେ ପହଞ୍ଚିଛି :
Read More...

ଗବେଷଣା ଓ ଦକ୍ଷତା ନିର୍ମାଣ ବିକାଶ ପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ସୋସାଇଟି ଅଫ୍ ଏକ୍ସଟେନ୍ସନ୍…

ଭୁବନେଶ୍ୱର, (ପିଆଇବି) : ଗବେଷଣା, ଦକ୍ଷତା ନିର୍ମାଣ ଓ ଜ୍ଞାନ ପ୍ରସାର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକଳାପକୁ ଅଗ୍ରସର କରିବା ଉଦ୍ଦେଶ୍ୟରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ (ଏସଇଇ) ସହ ଏକ
Read More...

ନଭେମ୍ବର୨୭ କଇଁଛ ପୋଷ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ନଭେମ୍ବର୨୭ ରେ ପାଳନ କରାଯାଉଥିବା "କଇଁଛ ପୋଷ୍ୟ ଦିବସ" ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଏହା ବିଲୁପ୍ତ ବର୍ଗର ସରୀସୃପ ଏବଂ ଏମାନଙ୍କୁ ସୁରକ୍ଷା ଦେବା ବିଷୟରେ ସଚେତନତା ଜାଗ୍ରତ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ । କଇଁଛମାନେ ଏହି
Read More...

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘ ପକ୍ଷରୁ ବୁଧବାର ମହାସମାରୋହରେ ୭୬ତମ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ବିରଜାପାଲି ସ୍ଥିତ ନୂଆକୋର୍ଟର ସିଭିଲ ଏବଂ ସେସନ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଏକ ବର୍ଣ୍ଣାଢ୍ୟ ସଭା ଓକିଲ ସଂଘ
Read More...

ଆମ୍ ଆଦ୍‌ମୀ ପାର୍ଟିର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ସ୍ୱର ଉତ୍ତୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୬ତମ ସମ୍ବିଧାନ ଦିବସ ଏବଂ ଆମ୍ ଆଦ୍‌ମୀ ପାର୍ଟିର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ "ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ" ବୋଲି ସ୍ୱର ଉତ୍ତୋଳନ କରିଥିଲେ । ଆମ୍ ଆଦ୍‌ମୀ ପାର୍ଟି ତରଫରୁ ୭୬ତମ ସମ୍ବିଧାନ ଦିବସ ପାଳନ କରାଯାଇଛି । ବଜ୍ର ଶପଥ ନେଇ
Read More...

ଛତ୍ରପୁର ନୀଳକଣ୍ଠ କଲେଜରେ ଭାରତୀୟ ସମ୍ବିଧାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା
Read More...

ପ୍ରଦୀପ ମଦନ ମିଶ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

"ଉପାୟନ ୨୦୨୫" ସମ୍ମାନରେ ସମ୍ମାନୀତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବରିଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକ ମଦନ ମୋହନ ମିଶ୍ରଙ୍କୁ ବୁଧବାର ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି । ଜୀବନ ବ୍ୟାପୀ ନାଟ୍ୟ ସାଧନା ପାଇଁ ତାଙ୍କୁ ଉପାୟନ୨୦୨୫ ସମ୍ମାନରେ
Read More...

ଆପ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଆମ ଆଦମୀ ପାର୍ଟି ସଭାପତି ତଥା ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ଯାଦବ ଭବନଠାରୁ ଏକ ବିରାଟ ପଦଯାତ୍ରା ଆସି ଜିଲ୍ଲାପାଳ ଅଫିସ ସାମ୍ନା ସ୍ଥିତ ଆମ୍ବେଦକରଙ୍କ ଷ୍ଟେଚ୍ୟୁରେ ପୁଷ୍ପମାଲ୍ୟ ଅର୍ପଣ କରି
Read More...

ଦୁଲଦୁଲି କଳା ପରିଷଦ ପୁଣି ଥରେ ବଲାଙ୍ଗିର ପାଇଁ ଗୌରବ ଆଣିଲା : ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ସ୍ତରରେ କଳା ଓ ସଂସ୍କୃତି ପାଇଁ ସୁଖ୍ୟାତ ଅର୍ଜନ କରିଥିବା ଦୁଲଦୁଲି କଳା ପରିଷଦ ବଲାଙ୍ଗିର ପାଇଁ ପୁଣି ଥରେ ଗୌରବ ଆଣି ଦେଇଛି । ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା
Read More...

ପୁଇଁତଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ରାମଜୀ ହାଇସ୍କୁଲ କୁରୁଲଠାରେ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଉଦ୍‌ଘାଟନ କରିଥିଲେ ।
Read More...