ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର, (କେପିଏନ୍ଏସ୍) : ଶନିବାର ଦିନ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ସାମ୍ବାଦିକ ସମ୍ମିଳନୀ ବଲାଙ୍ଗିର ସହରର କନ୍ଧପାଲିପଡା ସ୍ଥିତ ଅଘରିଆ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘ ତରଫରୁ କେବଳ ଏକମାତ୍ର ଦାବି ୨୦୦୮ର ୨୦୧୮ ମଧ୍ୟରେ ପରିଚାଳନା!-->…
Read More...
Read More...