Daily Archives

ରୋଟ୍ରାକ୍ଟ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ତାଙ୍କର ଆହ୍ୱାନ ମା'ଙ୍କ ନାମରେ ଗଛ ଟିଏ
Read More...

ଆଦର୍ଶ ପାଠାଗାରର ସ୍ଥିତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ଆର୍‌ଏସ୍‌ପି ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୭ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନକୁ ନିଜ ଅକ୍ତିଆରକୁ ନେଇ ତାଲା ପକାଇଦେଇଛି । ତେଣୁ ଏହି ପରିପ୍ରେକ୍ଷୀରେ ଆଦର୍ଶ ପାଠାଗାର
Read More...

କୈବଲ୍ୟ ଆଶୀର୍ବାଦ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସକୁ "କୈବଲ୍ୟ ଆଶୀର୍ବାଦ ଦିବସ" ରୂପେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଧବଳେଶ୍ଵର ସାରସ୍ୱତ ଆଶ୍ରମ ଏବଂ କଟକ ଚଣ୍ଡୀ ମନ୍ଦିରରେ ଧୁମଧାମରେ ପାଳନ କରାଯାଇଛି । ଧବଳେଶ୍ଵର ସାରସ୍ୱତ
Read More...

୪ଟି ପଞ୍ଚାୟତର ୨୭ଟି ଗ୍ରାମରେ ଏକ ପେଡ଼ ମା କେ ନାମ ଅଭିଯାନରେ ୧୦ ହଜାର ଫଳ ଚାରା ରୋପଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : “ଏକ ପେଡ଼ ମା କେ ନାମ ୨.୦” ଅଭିଯାନ ଉପଲକ୍ଷେ ମଙ୍ଗଳବାର ମୁରିବାହାଲ ବ୍ଲକର ହଳଦୀ, ଗଁରେଇ, ମାଳିଶିରା ଏବଂ ଟୁପାଉଡାର ଗ୍ରାମପଞ୍ଚାୟତର ୨୭ଟି ଗ୍ରାମରେ ବିଶାଳ ଫଳ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ
Read More...

ଭାରତୀୟ ଜନତା ପାର୍ଟି ଓ ସଖୀ ଫାଉଣ୍ଡେସନ ତରଫରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ ଓ ବୃକ୍ଷରୋପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ଛତ୍ରପୁର ସ୍ଥିତ ବାଲିବଗଡ ଠାରେ ଅବସ୍ଥିତ ସମର୍ଥ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କରାଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ସଖୀ ଫାଉଣ୍ଡେସନ
Read More...

ଆଦାନୀ ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦରର ମୁହାଣ ଖନନ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦରର ମତ୍ସ୍ୟଜୀବୀମାନଙ୍କ ଦୀର୍ଘ ଦିନର ସଂଘର୍ଷ ବାସ୍ତବରେ ପରିଣତ ହୋଇଛି । ମତ୍ସ୍ୟଜୀବୀମାନଙ୍କ ଡଙ୍ଗାର ଯାତାୟତ ପାଇଁ ଆଜି ଆଦାନୀ ଗୋପାଳପୁର ବନ୍ଦର ପକ୍ଷରୁ ଅତ୍ୟାଧୁନିକ ଡ୍ରେଜିଂ ମେସିନ ସ୍ଥାପନା ସହ ମୁହାଣ ଖନନ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମା’ ପାଇଁ ଗଛଟିଏ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାଆ ପାଇଁ ଗଛଟିଏ ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଭିକାରୀପଲ୍ଲୀ ପଞ୍ଚାୟତର ବାଲିବଗଡ ଉଦ୍ୟାନ ପଡ଼ିଆରେ ଆୟୋଜିତ ହୋଇଯାଇଛି । ଗଛଟିଏ ଲଗାଇବା, ଗଛ ପୋତିବା ନିଜ ମାଆ ନାଆଁରେ । ଯିଏ ମାଆକୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସୀପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପୌରୋହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ।
Read More...

ବିଶ୍ୱ ଓଜୋନ ଦିବସ ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଓଜୋନ ଦିବସ ଉପଲକ୍ଷେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ସଭାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ
Read More...

ମା’ ରାମଚଣ୍ଡୀଙ୍କ ସତୀ ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରି ପର୍ବତ ଶୀର୍ଷରେ କେଉଁ ଆବହମାନ କାଳରୁ ଅବସ୍ଥାନ କରିଥିବା ମା' ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ୧୬ ଦିନ ଧରି ପୂଜା ଆରାଧନା ଶାରଦୀୟ ଦୁର୍ଗା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ
Read More...