Monthly Archives

August 2025

ସଚେତନ ନାଗରିକଙ୍କ ପ୍ରତିବାଦ ଏବଂ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଲା

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତା ମରଣ ଯନ୍ତା ପାଲଟିଥିବାରୁ ଗତକାଲି ସଚେତନ ନାଗରିକମାନେ ରାସ୍ତାର ଖାଲଖମାରେ ପଦ୍ମ ଫୁଲ ଲଗାଇ ଅଭିନବ ପ୍ରତିବାଦ କରିଥିଲେ । ଏନେଇ କୋଶଳ ପ୍ରବାହ ସହ ବିଭିନ୍ନ ଗଣମାଧ୍ୟମ ଦାୟିତ୍ୱପୂର୍ଣ୍ଣ ଭାବେ ଏହି ଘଟଣାକୁ ଗୁରୁତର ସହ ନେଇ ଖବର
Read More...

ସପ୍ତମ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଇଁଷା, (ପୁସ୍ତମ ଯୁଆଡି) : ଶନିବାର ଦିନ ବଲାଙ୍ଗଇର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ବ୍ଲକର ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ଫାଟକ ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮
Read More...

ବର୍ଲା ଗାଁରେ ପୋଖରୀ ରାସ୍ତା ପାଖରେ ଗାର୍ଡୱାଲ ଆବଶ୍ୟକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଘୁନେସ ପଞ୍ଚାୟତ ଅନ୍ତର୍ଗତ ବର୍ଲା ଗାଁର ବାସିନ୍ଦା ପୋଖରୀ ରାସ୍ତା ପାଖରେ ଏକ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବି କରିଛନ୍ତି । ଗ୍ରାମ ଦେଇ ଯାଇଥିବା ଏହି ରାସ୍ତାରେ ସୁରକ୍ଷା ବାଧାପ୍ରାପ୍ତ ହେବାରୁ ପଦଯାତ୍ରୀ, ବିଶେଷକରି
Read More...

ଗୁଡଭେଲା ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ବ୍ଲକ ଆନୁକୁଲ୍ୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମ ଜୟନ୍ତୀ ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି
Read More...

ମାୟାବର୍ହା ହାଇସ୍କୁଲଠାରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସକୁ ସଂଯୋଜନା କରିବା
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂସ୍କୃତ ବିଶାରଦ ତଥା ସମ୍ବଲପୁରୀ
Read More...

ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ ରାଜକୁମାର ସିଂ ବରିହା ଉଚ୍ଚ ବିଦ୍ୟାଳୟ ବାଦିକଟାଠାରେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ ଶିବିରରେ ମୁଖ୍ୟ ଅତିଥି ଚକାମନ ସୁନା ଏବିଇିଓ ପାଇକମାଲ ଯୋଗ
Read More...

କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ପାଟଣାଗଡ଼ : ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ବ୍ଲକର ପାଟଣେଶ୍ୱରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଟଣାଗଡ଼ଠାରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି
Read More...

ବିଚ୍‌ ରାସ୍ତାରେ ସ୍ତ୍ରୀର ପ୍ରେମିକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଜଟଣୀ : ମହଙ୍ଗା ପଡିଲା ପରକୀୟା ପ୍ରୀତି । ବିଚ୍‌ ରାସ୍ତାରେ ସ୍ତ୍ରୀର ପ୍ରେମିକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ପୂର୍ବଶତ୍ରୁତା ଓ ପରକୀୟା ପ୍ରୀତିକୁ କେନ୍ଦ୍ର
Read More...

ମେଦବହୁଳତା ହ୍ରାସ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭିଏଲସିସି ଲିମିଟେଡକୁ ୩ ଲକ୍ଷ ଟଙ୍କା ଜୋରିମାନା

ଭବିଷ୍ୟତରେ ଏପରି ବିଜ୍ଞାପନ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ନୂଆଦିଲ୍ଲୀ, (ପିଆଇବି) : ମେଦବହୁଳତାରୁ ମୁକ୍ତି ପାଇବା ସହିତ ଶରୀରକୁ ପତଳା କରିବା ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ ଲାଗି ଭିଏଲସିସି ଲିମିଟେଡ୍କୁ ୩ ଲକ୍ଷ
Read More...