Monthly Archives

August 2025

ଆସନ୍ତାକାଲି ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଭିକ୍ଷୋବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆମର ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଭିକ୍ଷୋବ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ପତ୍ରାପାଲି ନିକଟରେ ଚଳନ୍ତା ପିକଅପ୍ ପଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ-ବଙ୍ଗୋମୁଣ୍ଡା ରାସ୍ତାର ପତ୍ରାପାଲି(କ)ଗ୍ରାମ କେନାଲ ନିକଟରେ ଚଳନ୍ତା ପିକଅପ୍ ପଛରେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ସିନ୍ଧେକେଲା ଥାନା ଠେମରା ପଞ୍ଚାୟତ ଜାମତରା ଗ୍ରାମର
Read More...

ବିଟାବନ୍ଧ କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ନିର୍ମଳ ପ୍ରସାଦ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବରିଷ୍ଠ ଶିକ୍ଷକ ନିର୍ମଳ ପ୍ରସାଦ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସାହୁ ଦୀର୍ଘ ଦିନରୁ ମୁରିବାହାଲ୍
Read More...

ଟିଟିଲାଗଡ଼ ଠାରେ ଆୟୋଜିତ ଭାରତର ସର୍ବ ବୃହତ ଗ୍ରାମୀଣ କ୍ରୀଡା ଉତ୍ସବ ଉଦଯାପିତ

ଯୋଗଦେଲେ ବିଧାୟକ ନବୀନ ଜୈନ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗ୍ରାମୀଣ ଭାରତର ୬୦%ରୁ ଅଧିକ ଲୋକ କାର୍ଯ୍ୟକ୍ଷମ ବୟସର, ତଥାପି ଲାଭରହିତ କୃଷି ଓ ଅସମାବେଶୀ ବିକାଶ କାରଣରୁ ଏମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମୀଣ ଯୁବକମାନେ ଅତ୍ୟଧିକ ଦାରିଦ୍ର୍ୟରେ ଆବୃତ ହୋଇ ନିଶାର
Read More...

ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ : ୩୦ ୟୁନିଟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ବିଶ୍ୱ ଭ୍ରାତୃତ୍ୱ ଦିବସ " ଅବସରରେ ରାଜଯୋଗିନୀ ଦାଦୀ ପ୍ରକାଶ ମଣିଙ୍କ ୧୮ତମ ପୂଣ୍ୟତିଥି ଉପଲକ୍ଷେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖା ପକ୍ଷରୁ ରବିବାରରେ ଏକ ରକ୍ତଦାନ ଶିବିରରୁ ମୋଟ ୩୦
Read More...

ଦେଓଗାଁ ବ୍ଲକରେ ଆସନ୍ନ ମରୁଡି ଅଶଙ୍କା : ବିଭିନ୍ନ ପଂଚାୟତର କ୍ଷେତ୍ର ପରିଦର୍ଶନ କଲେ ସମରେନ୍ଦ୍ର

ସ୍ୱଳ୍ପବୃଷ୍ଟିି, ସାରର କଳାବଜାରି ଚାଷୀ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ଆରମ୍ଭରେ ଆଶା କରାଯାଉଥିଲା ଚାଷ ଜମିକୁ ସୁହାଇଲା ଭଳି ବର୍ଷା ହେବ କିନ୍ତୁ ପାଣି ପାଗ ତାର ଠିକ୍‌ ଓଲଟା ଦେଖାଦେଇଛି । ବିଶେଷ କରି ଏ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ
Read More...

ସିନାପାଲିରେ ଅପରାହ୍ନ ନୂଆପଡା ସାହିତ୍ୟଝର ତରଫରୁ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ଉଚ୍ଚ ବିଦ୍ୟାଳୟରେ ଅପରାହ୍ନ ନୂଆପଡା ସାହିତ୍ୟଝର ତରଫରୁ ଏକ ବନ୍ଧୁ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚାସୀନ ବ୍ୟକ୍ତି ବିଶେଷ ବଂଶୀଧର ଜେନା, ସମ୍ପାଦକ ଦୈନିକ ଅପରାହ୍ନ, ଲକ୍ଷ୍ମୀପ୍ରିୟା ଦାସ, ରବିନ୍ଦ୍ରନାଥ ଯୋଶୀ, ଭାଗିରଥି
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ କାବ୍ୟ ସାହିତ୍ୟର ଭଗୀରଥ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଙ୍ଗାଧର କେବଳ ଜଣେ କବି ନଥିଲେ । ପଶ୍ଚିମ ଓଡ଼ିଶାର ସାହିତ୍ୟିକ ଜାଗରଣ କ୍ଷେତ୍ରରେ ସେ ଥିଲେ ଅଗ୍ର ପଥିକ । ସେ କେବଳ ଓଡ଼ିଆ କାବ୍ୟକୁ ସୌନ୍ଦର୍ଯ୍ୟରେ ବିଭୂଷିତ କରିନଥିଲେ ; ସାଂସ୍କୃତିକ କ୍ଷେତ୍ରରେ ପ୍ରାକୃତିକ ଓଡ଼ିଶାର ଏକତ୍ୱକୁ ପ୍ରତିଷ୍ଠା ମଧ୍ୟ
Read More...

ସମନ୍ୱିତବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିହକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି । ୨୩ ଅଗଷ୍ଟ ୨୦୨୫ରେ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଓ ଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା
Read More...

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ହରିତ ଜୀବନ ପଦ୍ଧତି ଉପରେ ଆଲୋଚନା ଚକ୍ର ସହ ପ୍ରକୃତି ବନ୍ଦନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧି ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ହରିତ ଜୀବନ ପଦ୍ଧତି ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରୀୟ ପର୍ଯ୍ୟାବରଣ ଗତିବିଧି
Read More...