Monthly Archives

August 2025

ଜାତୀୟ ସବ ଜୁନିୟର କିକ୍‌ ବକ୍ସିରେ ଭାଗନେବ ଅଭିପ୍‌ସା ହୋତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ତାରିଖରୁ ୩୧ଅଗଷ୍ଟ ଚେନ୍ନେଇ ଠାରେ ଜାତୀୟ ସବ୍ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲା ଅମ୍ରେଚର କିକ୍‌ ବକ୍ସିଂ ସଂଘରୁ ଜଣେ ପ୍ରତିଯୋଗି ମନୋନିତ ହୋଇଛନ୍ତି । ସେ ଶେଖର କିକ୍‌ ବକ୍ସିଂ ଏକାଡେମୀର ଖେଳାଳି ଅଭିପ୍‌ସା ହୋତା
Read More...

କୃଷି ବିଶ୍ୱ ବିଦ୍ୟାଳୟ ଦାବୀରେ ଗର୍ଜିଲା ବଲାଙ୍ଗିର

କଂଗ୍ରେସ ୧୦ ବର୍ଷ ପୂର୍ବର ଘୋଷଣା କାର୍ଯ୍ୟକାରୀ କଲାନାହିଁ ବିଜେଡି ସରକାରବିପକ୍ଷରେ ଥିଲା ବେଳେ ଦାବି, ଶାସନକୁ ଆସିଲେ ପଛଘୁଞ୍ଜା ଦେଲା ବିଜେପି - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମସିହା ବିଧାନସଭାରେ କେବିକେରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଘୋଷଣା କରିଥିଲେ ମହାମହିମ
Read More...

ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା

ଭୁବନେଶ୍ୱର : ଆଉ ଦିନକ ପରେ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନୂଆଁଖାଇ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ସାରନଗରୀ ସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମହିଳା ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ବିଭିନ୍ନ କ୍ଷେତ୍ରରୁ ପଚାଶ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏହି କାର୍ଯ୍ୟକ୍ରମରେ
Read More...

ଓଡ଼ିଶା ସମେତ ୩ ରାଜ୍ୟକୁ ମିଳିଲା ୨୮୪ କୋଟି ଟଙ୍କାର ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ

ଓଡ଼ିଶାର ୬୦୮୫ଟି ଯୋଗ୍ୟ ଗ୍ରାମପଞ୍ଚାୟତ ଏବଂ ୬୩ଟି ବ୍ଲକ୍ ପଞ୍ଚାୟତ ପାଇଁ ୨୪୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ଆବଣ୍ଟନ କଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ, (ପିଆଇବି) : ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶା ସମେତ ତିନୋଟି ରାଜ୍ୟକୁ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ୨୮୪ କୋଟି
Read More...

ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ (ଭିଭିପି) କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି କେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ କହିଥିଲେ ଯେ, ଜନସଂଖ୍ୟାରେ ହେଉଥିବା ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ଏବଂ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକର ଜିଲ୍ଲାପାଳମାନେ ମଧ୍ୟ ଏହାକୁ ନିଜର କର୍ତ୍ତବ୍ୟ ବୋଲି ଗୁରୁତ୍ଵ ଦେବା ଜରୁରୀସୀମାନ୍ତବର୍ତ୍ତୀ ଗ୍ରାମରୁ
Read More...

ସଡ଼କ ଯନ୍ତ୍ରଣାରେ ପରିସୀମା ହୀନ ଗାଁ ଭାଟିପାସ

ନିଜସ୍ଵ ଖର୍ଚ୍ଚରେ ସଡ଼କ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଗାଁ ଲୋକ ଜୟପାଟଣା, (ଶେଷଦେବ ବେହେରା) : ରାଜତନ୍ତ୍ରରୁ ଆରମ୍ଭ କରି ପ୍ରଜାତନ୍ତ୍ର ପର୍ଯ୍ୟନ୍ତ ଅନୁଭୂତି ରଖି ଆସିଥିବା ଗାଁ ମାନଙ୍କର ତିନି ପିଢ଼ି ଏବେ ଆରପାରିକୁ ଚାଲି ଗଲେଣି । ଏମାନେ ରାଜତନ୍ତ୍ରର ଭୟରେ ପ୍ରକୃତିର ଦୁର୍ଗମ
Read More...

ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା ;୨୯ ଯାଏ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଦୁଇ ଦିନରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୨୯ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଆଜି
Read More...

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ : ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ

ଭୁବନେଶ୍ଵର : ସରକାରୀ ସୁବିଧା ମିଳୁଛି କି ନାହିଁ, ଏଥର ଲୋକଙ୍କ ପାଖକୁ ଆସିବ ଫୋନ କଲ୍ । ସାଧାରଣ ଲୋକଙ୍କୁ କଲ୍ କରି ଫିଡବ୍ୟାକ୍ ନେବେ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଆଜିଠୁ ରାଜ୍ୟରେ ଫଆମ ଶାସନ' ବ୍ୟବସ୍ଥାର ଶୁଭାରମ୍ଭ । ଶାସନକୁ ଲୋକାଭିମୁଖୀ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି
Read More...

ଟିଟିଲାଗଡ଼ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଟିଟିଲାଗଡ ରେଳ ଷ୍ଟେସନରେ ଓହ୍ଲାଇ କଳାହାଣ୍ଡି ଜିଲ୍ଲା ଗସ୍ତ ପାଇଁ ଯାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଟ୍ରେନରୁ ଓହ୍ଲାଇବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରି ପାଛୋଟି ଆଣିଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର
Read More...