Monthly Archives

July 2025

ମୁରିବାହାଲ ରଥଯାତ୍ରାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ରଥଯାତ୍ରାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୁମ୍ଭାରୀ ଗ୍ରାମର ସୁରୁ ଥାଟିଙ୍କ ପୁଅ
Read More...

ନୂତନ ଅପରାଧିକ ଆଇନର ଏକ ବର୍ଷର ସଫଳ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ

"ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ" କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ : ଅମିତ ଶାହପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପ୍ରବର୍ତ୍ତିତ ତିନୋଟି ନୂତନ ଅପରାଧିକ ଆଇନ ନ୍ୟାୟିକ ପ୍ରକ୍ରିୟାକୁ କେବଳ ସୁଲଭ ଏବଂ ସୁଗମ୍ୟ ନୁହେଁ,
Read More...

ଜିଏସଟି : ସଫଳତାର ୮ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ବ୍ୟବସାୟ ଏବଂ ଗ୍ରାହକଙ୍କ ବୋଝକୁ ହାଲୁକା କରିବା ପାଇଁ, ଭାରତରେ ଜୁଲାଇ ୧, ୨୦୧୭ ରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଆରମ୍ଭ ହୋଇଥିଲା । ଏହା ଏକ ଏକୀକୃତ, ସ୍ୱଚ୍ଛ କର ବ୍ୟବସ୍ଥା ଆଡ଼କୁ ଭାରତର ଏକ ଐତିହାସିକ ଲମ୍ଫ ଥିଲା, ଯାହା ଭାରତର ଜଟିଳ, ବହୁସ୍ତରୀୟ କର
Read More...

ଡିଜିଟାଲ୍ ଭାରତର ଏକ ଦଶନ୍ଧି ନରେନ୍ଦ୍ର ମୋଦୀ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ ବିଶ୍ୱାସ ସହିତ ଏପରି ଏକ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାକୁ ପୂର୍ବରୁ କେହି ଯାଇ ନଥିଲେ । ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ଅନେକ ଦଶନ୍ଧି ଧରି ଶଙ୍କା ବ୍ୟକ୍ତ
Read More...

ଗବେଷଣା, ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ରଣନୀତିକ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଗବେଷଣା, ବିକାଶ ଏବଂ ନବସୃଜନକୁ ପ୍ରୋତ୍ସାହନ ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ଲକ୍ଷ କୋଟି ଟଙ୍କାର ପାଣ୍ଠି ସହିତ ଗବେଷଣା ବିକାଶ ଏବଂ ନବସୃଜନ (ଆରଡିଆଇ)
Read More...

ମୁରିବାହାଲରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ : ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଟୁନଟୁନି ମୁଣ୍ଡା ଛକରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩ଜଣରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଛଦ୍ମମଣି ଦାସ,
Read More...

ପାଇକମାଲ ପାନ ଦୋକାନରୁ ଚୋରୀ ସାଇକଲ ଚୂହାପାଳିରେ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ପାନ ଦୋକାନୀ ନାରାୟଣ ସାହୁର ସାଇକଲ ସୋମବାର ଅପରାହ୍ନ ୪ଟାରେ ଚୋରୀ ହୋଇଥିଲା, ଶ୍ରୀ ସାହୁ ପାଇକମାଳ ଥାନାରେ ଲିଖିତ ଅଭିଯୋଗ ପରେ କେଶ ନ ୧୪୨/୨୫ ଅନୁସାରେ ଧାରା ୩୦୩(୨) ବିଏନଏସ ମାମଲା
Read More...

ପାଇକମାଲ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକଙ୍କ ଅବସର କାଳୀନ ବିଦାୟ
Read More...

ନୃସିଂହନାଥରେ କର୍ମକାଣ୍ଡି ବ୍ରାହ୍ମଣ ସମାଜର ସଭାଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥର ସଂସ୍କୃତି ମଣ୍ଡପ ପରିସରରେ ମଙ୍ଗଳବାର ଶ୍ରୀ ଶ୍ରୀ ମାର୍ଜରକେଶରୀ କର୍ମକାଣ୍ଡି ପରିଷଦର ସଭାଗୃହ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି
Read More...

ମୁରିବାହାଲ ବ୍ଲକ ଯାଦବ ମହାସଭା ପକ୍ଷରୁ ସାମୁହିକ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ନିଜେ ରକ୍ତ ଦେଲେ ବିଧାୟକ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ଜିଲ୍ଲା ଯାଦବ ମହାସଭା ବଲାଙ୍ଗିରଙ୍କ ଆହ୍ୱାନକ୍ରମେ ମୁରିବାହାଲ ବ୍ଲକର ସମସ୍ତ ଯାଦବ ବନ୍ଧୁମାନଙ୍କ ସହଯୋଗରେ ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପ
Read More...