ପାଇକମାଳ ନୂତନ ବିଇଓ ଭାବେ ଅଦନ ସୁନାଙ୍କ ଯୋଗଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୂତନ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଛନ୍ତି । ତାଙ୍କୁ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭାରପ୍ରାପ୍ତ ବିଇଓ ଶୁଭମ ପତି ଏବିଇଓ ରାଧେଶ୍ୟାମ ମେହେର, ଦୟାନିଧି କୈବର୍ତ୍ତ, ସିଆରସିସି!-->…
Read More...
Read More...