Monthly Archives

May 2025

ବିଲରୁ ନବଜାତକର ମୃତଦେହ ଉଦ୍ଧାର : ପଲିସର ତଦନ୍ତ ଆରମ୍ଭ

କପ୍ତିପଦା : ହଜିଗଲା ମାନବିକତା । ପଥର ପାଲଟିଲା ମଣିଷ । ଇଶ୍ୱରରୂପୀ ନବଜାତକକୁ ପଲିଥିନ୍‌ରେ ପୁରାଇ ରାସ୍ତା ପାଖ ବିଲରେ ଫିଙ୍ଗିଦେଇ ଚାଲିଗଲେ । ବିଲରୁ ଉଦ୍ଦାର ହେଲା ନବଜାତକର ମୃତଦେହ । କପ୍ତିପଦା ଥାନା କୁଆଗୋଠଣା ଗ୍ରାମର କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରୁ
Read More...

ପଡୋଶୀକୁ କଟୁରୀରେ ହାଣି ହତ୍ୟା : ପୂର୍ବଶତ୍ରୁତାକୁ ନେଇ ଲାଗି ରହିଥିଲା ବିବାଦ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ସାନଜଲ ଗାଁରେ ଅଭାବନୀୟ ଘଟଣା । ପୂର୍ବଶତ୍ରୁତାକୁ ଘଟିଛି ହତ୍ୟାକାଣ୍ଡ । କଟୁରୀରେ ହାଣି ପଡୋଶୀକୁ ହତ୍ୟା ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ସାନଜଲ ଗାଁର ଶୁକ ଦେହୁରୀ ଏବଂ ଦୋଳ
Read More...

ବଲାଙ୍ଗିରରେ ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ, ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର, ଜିଲ୍ଲା ନ୍ୟାୟାଧ୍ଵଶ ଡ. ପବିତ୍ର ମୋହନ
Read More...

ଧ୍ରୁବ ଚରଣ ବାରିକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ସାଢେ଼ ୧ଟା ସମୟରେ ଦେଓଗାଁ ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ଅମୂଲ୍ୟ ବାରିକଙ୍କ ପିତା ତଥା କଛାରପାଲି ଜଗନ୍ନାଥ କୀର୍ତ୍ତନ୍ୟ ମଣ୍ଡଳୀର ଦୀର୍ଘ ବର୍ଷ ଧରି ଦାୟିତ୍ୱରେ ଥିବା ମ୍ୟାନେଜର ଧୃବ ଚରଣ ବାରିକ(୬୦)ଙ୍କ ଦେହାନ୍ତ ହୋଇଯାଇଛି । ସେ
Read More...

ପ୍ରସିଦ୍ଧ ନୃସିଂହନାଥ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶ୍ରୀ ଶ୍ରୀ ନୃସିଂହନାଥ ପ୍ରସିଦ୍ଧ ବୈଶାଖ ମେଳାର ଚତୃର୍ଥ ଦିନ ଶନିବାର ରାତ୍ର ୯ଟାରେ ସାଂସ୍କୃତିକ କର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ ବିଧାୟକ ଅଶ୍ୱପିନୀ
Read More...

ଭାରତୀୟ ସୈନ୍ୟଙ୍କ ସମ୍ମାନରେ ହୀରାକୁଦ ଡ୍ୟାମରେ ସ୍କେଟିଂ ରାଲି
୧୦ ସ୍କେଟରଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜୁନିୟର ଚେମ୍ବର ଇଣ୍ଟରନେସନାଲ (ଜେସିଆଇ) ପକ୍ଷରୁ ୭ ଦିନିଆ ଗ୍ରୀଷ୍ମ କାଳୀନ ସ୍କେଟିଂ କେମ୍ପ ଗତ ୩ରୁ ୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆନନ୍ଦ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଗପୁରର ରବିନ୍ଦ୍ର ମିଶାଲ ପ୍ରଶିକ୍ଷଣ ଦେଇଥିବା ବେଳେ
Read More...

ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୨୦ ୟୁନିଟ ରକ୍ତ ସଂଗ୍ରହ

ବାରିପଦା, ( ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଓଡିଶା ରକ୍ତଦାତା ମହାସଂଘ, ବାରିପଦା ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରିଷ୍ଠ ସଦସ୍ୟ ସର୍ଦ୍ଦାର ହରିଚରଣ ସିଂହ ଓ ରକ୍ତ ଭଣ୍ଡାର ଅଧିକାରୀ ଡଃ
Read More...

ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ “ଜୟ ହିନ୍ଦ ତ୍ରିରଙ୍ଗା ଯାତ୍ରା ” ର…

ବାରିପଦା, (ଦେବସ୍ମିତ ଚୌଧୁରୀ) : ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବାରିପଦାରେ "ଜୟ ହିନ୍ଦ ତ୍ରିରଙ୍ଗା ଯାତ୍ରା " ର ଆୟୋଜନ କରାଯାଇଥିଲା । କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଗୋଲେଇ ପର୍ଯ୍ରନ୍ତ ଯାଇଥିଲା ।
Read More...

ଅଚାନକ ଗୁଣୁପୁର ଜି ଆଇ ଇ ଟି କଲେଜରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଆଇଇଟି କଲେଜରେ ଲାଗିଲା ନିଆଁ । ରାୟଗଡ଼ା ଜିଲ୍ଲା ଗୁଣୁପୁର ଜିଆଇଇଟି ବିଶ୍ଵବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗରେ ଲାଗିଲା ନିଆଁ । ନିଆଁ କିଭଳି ଲାଗିଲା ତାହା ଜଣାପଡ଼ିନଥିବା ବେଳେ କାହାର କିଛି ହୋଇ ନ ଥିବା ସୂଚନା ମିଳିଛି । କଲେଜର
Read More...

ଏସ୍‌ସିବି ପରିସରରୁ ୪ ଦଲାଲ ଗିରଫ : ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଉଥିଲେ

କଟକ : କଟକ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ଥାନା ପୋଲିସ ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ
Read More...