Monthly Archives

May 2025

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ : ପୋଲିସର ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସପୁର-ପାରାଦୀପ ରେଳ ପଥର ରାମିଆଗଞ୍ଜ ଓଭରବ୍ରିଜ ନିକଟରେ ଜଣେ ଯୁବକ ଟ୍ରେନ ଲାଇନ୍‌ରେ କଟି ପ୍ରାଣ ହରାଇଛନ୍ତି । ମୃତ ଯୁବକ ମାଣତିରିର ପ୍ରଦୀପ୍ତ ମହାରଣା । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ
Read More...

ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ : ଦୁଇ ଯବାନ ଆହତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଯବାନ ଆହତ । ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ
Read More...

ବଲାଙ୍ଗିର ଜିଲ୍ଲା ଜେଲ୍ ଲାଇବ୍ରେରୀକୁ ୩୧୪ଖଣ୍ଡ ବହି ପ୍ରଦାନ କଲା ଅଘରିଆ ସମାଜ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ କରାଯାଇଛି । ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଘରିଆ ସମାଜ ଏକ ନିଆରା
Read More...

ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବୀକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ଓ ଶାନ୍ତିର ପ୍ରତୀକ ଫ୍ଲୋରେନ୍‌ସ ନାଇଟ୍‌ ଏଙ୍ଗେଲ୍‌ଙ୍କ ଜନ୍ମ ଦିନକୁ ସାରା ବିଶ୍ୱରେ ସେବୀକା ଦିବସ ଭାବେ ପାଳନ କରାଯାଉଛି । ସେହି କ୍ରମରେ ଆଜି ତାଙ୍କର ଜନ୍ମ ଦିନରେ ସଦାଇପାଲି ପଲ୍ଲିଶ୍ରୀ ବିହାର ପରିସରରେ ସାଇଟ ନର୍ସିଂ କଲେଜ ତରଫରୁ ବିଶ୍ୱ ସେବୀକା
Read More...

ଡି.ଏ.ଭି ସ୍କୁଲରେ ଗ୍ରୀଷ୍ମ କାଳୀନ ଶିବିରର ଉଦ୍‌ଯାପନୀ ଦିବସ”

ରାଉରକେଲା , (ସସ୍ମିତା ପ୍ରଧାନ) : ଡ. ଏ.ଏନ.କେ ଡି.ଏ.ଭି ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଗତ ତା ୩-୫-୨୦୨୫ରିଖ ଠାରୁ ତା ୧୦-୫-୨୦୨୫ରିଖ ପର୍ଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ଚାଲିଥିଲା । ଏଥିରେ ସ୍କୁଲର ସର୍ବମୋଟ ୨୦୦ ଜଣ ଛାତ୍ରଛାତ୍ରୀ ନିଜର କଳା କୁଶଳତା ଏବଂ କ୍ରୀଡା କୌଶଳ
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଚତୁର୍ଥ ଦିନରେ ପ୍ରବଳ ଜନ ସମାଗମ

ପାହାଡ ଚଢ଼ିବାର ମଜାନେଲେ ଶ୍ରଦ୍ଧାଳୁ, ମନ୍ଦିରରେ ଲାଗିହେଲା ପିଠା କନ୍ଦ ଭୋଗ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବର ଚତୁର୍ଥ
Read More...

ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ବରିଷ୍ଠ ଲାୟନ କ୍ଲବର ସଦସ୍ୟ ସଞ୍ଜୟ ସାହୁଙ୍କ ସ୍ମୃତି ସଭା ଅନୁଷ୍ଠିତ

ଯୋଗଦେଇ ସମବେଦନା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ବରିଷ୍ଠ ଲାୟନ କ୍ଲବର ସଦସ୍ୟ ସଞ୍ଜୟ ସାହୁଙ୍କ ସ୍ମୃତି ସଭାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଚଳିତ ମାସ
Read More...

ବଲାଙ୍ଗିର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ବଲାଙ୍ଗିର ଅଘରିଆ ସମାଜ ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ କରାଯାଇ
Read More...

ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସ୍ଵାଗତ କରି ଦଳରେ ସାମିଲ କଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁନ୍ତଲା ବ୍ଲକ ବେଲଗାଁ ୩୧ନଂ ମଣ୍ଡଳର ଶତାଧିକ ବିଜେଡ଼ି ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ନୀତି,
Read More...

ନୃସିଂହନାଥ ବୈଶାଖ ମେଳା ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ସହ ଧ୍ୱଜା ବନ୍ଧନ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ଚତୁର୍ଦ୍ଦଶୀ ତିଥି ଥିବାରୁ ରବିବାର ଭଗବାନ ନୃସିଂହନାଥ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି । ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଥିବାରୁ ରାତ୍ରରେ ମହାପ୍ରଭୁ
Read More...