Daily Archives

ସକମା ପଂଚାୟତର ୫୦ରୁ ଅଧିକ ମହିଳା ଓ ପୁରୁଷ କଂଗ୍ରେସରେ ସାମିଲ

ନରସିଂହ ସମରେନ୍ଦ୍ରଙ୍କ ବିକାଶମୂଖୀ ରାଜନୀତିକୁ ଲୋକେ କଲେ ବିଶ୍ୱାସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ସକମା ପଂଚାୟତର କୁଟୁରାପାଲି ଗାଁରୁ ୫୦ରୁ ଅଧିକ ମହିଳା ଓ ପୁରୁଷ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟକୁ ଆସି କଂଗ୍ରେସ
Read More...

ଡିଭାଇଡରରେ ପିଟିହେଲା ଟ୍ରାଭେଲର : ଜଣେ ଆହତ

ଛତ୍ରପୁର : ହଠାତ୍ ଗାଈ ଚାଲି ଆସିବାରୁ ଡିଭାଇଡରରେ ପିଟିହେଲା ଟ୍ରାଭେଲର, ଜଣେ ଆହତ । ଏକ ଟ୍ରାଭେଲର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଚମାଖଣ୍ଡି ଥାନା ଜାତୀୟ ରାଜପଥରେ ଡିଭାଇଡରକୁ ଧକ୍କା ଦେଇଛି । ଆହତ ଜଣଙ୍କ ହେଉଛନ୍ତି ଜାଭେଦ ଖାନ (୪୦ ବର୍ଷ) । ଜାତୀୟ ରାଜପଥ ପୁଲିସ
Read More...

ବାଇକ୍‌ ଧକ୍କାରେ ବିଶିଷ୍ଟ ସମାଜସେବୀଙ୍କ ମୃତ୍ୟୁ : ଜୀବନକାଳରେ ୧୦୦୦ରୁ ଅଧିକ ଶବ ସଂସ୍କାର କରି ସୃଷ୍ଟି କରିଥିଲେ…

ବେତନଟୀ : ଜାତୀୟ ରାଜପଥ ତାରାକୋଟି ବଡ଼ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗାମୀ ମୋଟର ସାଇକେଲ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ବୃଦ୍ଧ ଜଣକ ବେତନଟୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ୭୫ ବର୍ଷୀୟ ନବ କୁମାର ନାୟକ ବୋଲି ଜଣାପଡ଼ିଛି । ତାଙ୍କ ଜୀବନକାଳରେ ଏକ ହଜାରରୁ ଅଧିକ ଶବ
Read More...

ଆର୍ମି ଏୟାର୍ ଡିଫେନ୍ସ ପକ୍ଷରୁ ଗୋପାଳପୁରରେ “ଭାର୍ଗବାସ୍ତ୍ର”ର ହେଲା ସଫଳ ପରୀକ୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ୍ରୋନ୍ ଆକ୍ରମଣକୁ ରୋକିବ ଡିଫେନ୍ସ ଅସ୍ତ୍ର "ଭାର୍ଗବାସ୍ତ୍ର" ଗୋପାଳପୁରରେ ହେଲା ସଫଳ ପରୀକ୍ଷଣ । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସ୍ୱଦେଶୀ ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳୀ 'ଭାର୍ଗବାସ୍ତ୍ର'ର ସଫଳ ପରୀକ୍ଷଣ କରାଯାଇଛି । ଏହା ଏକକାଳୀନ
Read More...

ଧର୍ମଶାଳା ଏବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ : ଏକକାଳୀନ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର : ଧର୍ମଶାଳା ଏବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ଅତିରିକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଯାଜପୁର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । କଟକ
Read More...

ମଦନପୁରଠାରେ ବିଜେପିର ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଆଜି ମୋହନଗିରି ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ମଣ୍ଡଳ ସଭାପତି ଖ୍ରୀଷ୍ଟତତ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସମ୍ମାନିତ
Read More...

ପାନୀୟ ଜଳ ସମସ୍ୟା ଚୁଆଁ ପାଣି ହିଁ ସାହା ଭରସା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ବିଶୁଦ୍ଧ ପାନୀୟ ଜଳ
Read More...

ସମାଜସେବୀ ତଥା ଆଇନଜୀବୀ ଶିବ ପ୍ରସାଦ ଦାଶଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ରାମକୃଷ୍ଣ ନଗର ୫ମ୍ ଲାଇନ ନିବାସୀ ସମାଜସେବୀ ତଥା ଆଇନଜୀବୀ ଶିବ ପ୍ରସାଦ ଦାଶ (୬୪ ବର୍ଷ)ଙ୍କ ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମସ୍‌ ହସ୍‌ପିଟାଲରେ ପରଲୋକ ହୋଇଯାଇଛି । ବନ୍ଧୁ ବତ୍ସଳ,
Read More...

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେଲେ ନଡ଼ିପଡ଼ା ଗ୍ରାମବାସୀ

ବରଗଡ଼, ( ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଡ଼ିପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହା କୌଣସି
Read More...

ମହାମାୟା ପବ୍ଲିକ ସ୍କୁଲ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଉଡମାଲ ସ୍ଥିତ ମହାମାୟା ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ସିବିଏସସି ବୋର୍ଡ଼ ପରୀକ୍ଷାରେ ଛାତ୍ରୀ ସୁକୃତି ମହାନନ୍ଦ ୯୪ % ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ମାଣ୍ଡୋସିଲ ନିବାସୀ ସନ୍ତୋଷ ମହାନନ୍ଦଙ୍କ ଝିଅ ଅଟନ୍ତି । ଛାତ୍ର
Read More...