ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ସଚେତନତା କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ସମ୍ପ୍ରତି ପରିବେଶ ପ୍ରଦୂଷଣ ପ୍ରତି ଅନ୍ୟତମ ସମସ୍ୟାଭାବେ ଦେଖାଦେଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଜନିତ ସମସ୍ୟା ଓ ଏହାର ବ୍ୟବହାର ହ୍ରାସ ଓ ବର୍ଜନ ସମ୍ପର୍କିତ!-->…
Read More...
Read More...