ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୋଲସକୁ ବଡ଼ ସଫଳତା । ବୁଧବାର ରାତିରେ ଟିଟିଲାଗଡ଼ ସହରର ଗେଜା ନାମକ ଜୈନିକ ବ୍ୟକ୍ତି ଗୋଟିଏ ଘରେ ଜୁଆ ଖେଳାଉ ଥିବା ଖବର ପାଇ ଏସ୍ଆଇ କିରଣ ଜାନି ଥାନାକୁ ଖବର ଦେଇଥିଲେ । ଏହି ଖବର ପାଇ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍ଆଇ କେ କେ…
Read More...
Read More...