Monthly Archives

March 2025

ରାସ୍ତା କାର୍ଯ୍ୟରେ ମହାଦୁର୍ନୀତି : ଯନ୍ତ୍ରୀଙ୍କ ସହ ମିଶି ଲୁଟୁଛନ୍ତି ଠିକା ସଂସ୍ଥା

ମଙ୍ଗଳପୁର : ଲୋକଙ୍କ ଯାତାୟତ ସୁଗମ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଅର୍ଥକୁ କେତେକ ଠିକା ସଂସ୍ଥା ଯନ୍ତ୍ରୀଙ୍କ ସହିତ ମିଶି ଲୁଟିବାରେ ଲାଗିପଡ଼ିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଦଶରଥପୁର ବ୍ଲକରେ । ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଖୋସାଲପୁର,
Read More...

ଖୋଲା ଡ୍ରେନରେ ପଡିଗଲା ଗାଈ, ଅଗ୍ନିଶମ କର୍ମଚାରୀମାନେ କଲେ ଉଦ୍ଧାର

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବୁଧବାର ସକାଳେ କଣ୍ଟାବାଞ୍ଜିର ୱାର୍ଡ ନମ୍ବର ୧୪ର ବିବେକାନନ୍ଦ ନଗରରେ ଏକ ଖୋଲା ଡ୍ରେନ୍‌ରେ ପଡ଼ିଯାଇଥିବା ଏକ ଗାଈକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । କିଛି ଗୋରୁ ଚରାଲି ଗାଈକୁ ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ସେହି ସମୟରେ
Read More...

ଜ୍ଞାନ ପ୍ରକାଶର ତରଭା ଶାଖା ଉଦ୍‌ଘାଟିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏନ୍.ଏ.ସି. ପାଠାଗାରଠାରେ ଜ୍ଞାନ ପ୍ରକାଶ, ବୌଦ୍ଧ ତରଫରୁ ତରଭା ସହରରେ ଏକ ବ୍ଲକ୍ ଶାଖାର ଉଦ୍‌ଘାଟନୀ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥିଙ୍କ ତତ୍ତ୍ୱାବଧାନରେ ସଭାପତି ତଥା
Read More...

ସଦାଇପାଲିରେ ରାଜ୍ୟସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ସାଇଟ୍‌ର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମାଁ ସମଲେଇଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ
Read More...

ଶ୍ରୀ ଗୋପାଳଜି ମନ୍ଦିର ୬୧ ତମ ହରି ନାମ ଯଜ୍ଞ ପାଇଁ କଳସ ବୁଡ଼ା ସମ୍ପର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଁ ଶ୍ରୀ ଶ୍ରୀ ଗୋପାଳଜି ସରଣମ । ପଦ୍ମପୁର ପୁରୁଣ ବସ୍ତି ସାହୁପଡା ସ୍ଥିତ ଶ୍ରୀ ଗୋପାଳଜି ପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ୬୧ ତମ ଚବିଶ ପ୍ରହରୀ ହରି ନାମ ଯଜ୍ଞ ତା. ୨୭.୦୩.୨୦୨୫ ରୁ ତା. ୩୦.୦୩.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି
Read More...

ପଦ୍ମପୁର ଡିସିବି ବ୍ୟାଙ୍କର ତୃତୀୟ ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଲୋକଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଗା ଠୂ ସହର ଚାରିଆଡେ ଲୋକଙ୍କ ହାତ ପହଞ୍ଚରେ ଖୋଲି ଉଠିଛି ବହୁତ ଗୁଡ଼ାଏ ବ୍ୟାଙ୍କ । କିନ୍ତୁ ତା ମଧ୍ୟରୁ ଲୋକଙ୍କର ବିଶ୍ୱାସ ଏବଂ ସମ୍ପର୍କର ପ୍ରିୟ ଭାଜନ ହୋଇପାରିଛନ୍ତି ମାତ୍ର କିଛି ତା ମଧ୍ୟରୁ ଏକ
Read More...

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ୍‌-ଏସ୍‌ଆର୍‌-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ଭାବେ ନିକ୍ଷେପ କରିବାରେ ସକ୍ଷମ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲେ ଡିଆର୍‌ଡିଓ ଏବଂ ଭାରତୀୟ ନୌସେନାଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣ ବୃଦ୍ଧି କରିବ : ରକ୍ଷା ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) :
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଲୋକସଭାରେ ତ୍ରିଭୁବନ ସହକାରୀ ୟୁନିଭର୍ସିଟି ବିଲ୍, ୨୦୨୫ ଉପରେ…

ଆଲୋଚନା ପରେ ଲୋକସଭାରେ ଗୃହୀତ ହେଲା ବିଧେୟକସ୍ୱାଧୀନତାର ୭୫ ବର୍ଷ ପରେ ଆଜି ଦେଶକୁ ମିଳିଛି ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟତ୍ରିଭୁବନ ସହକାରୀ ୟୁନିଭର୍ସିଟି ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସମବାୟ କ୍ଷେତ୍ରରେ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବପ୍ରତିବର୍ଷ ସମବାୟ
Read More...

କଂଗ୍ରେସ ଦଳ ପକ୍ଷରୁ ବିଧାନସଭାରେ ବିକ୍ଷୋଭ ପ୍ରଦର୍ଶନ : ଆଜି ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର : ଆଜି କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହର ଏବଂ ଏହାର ଆଖପାଖରେ ବିଶେଷକରି ରାଜମହଲ ଛକରୁ ରୁପାଲି ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା
Read More...

ଗଛକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର

ଦାରିଙ୍ଗବାଡି: ଦାରିଙ୍ଗବାଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛକୁ ପିଟିଲା ବାଇକ୍ । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରାନିକେତା ନିକଟ ବୁଲାଣିରେ ଏହି ଘଟଣା ଘଟିଛି । ମୃତକମାନେ ଶ୍ରାନିକେତା ପଞ୍ଚାୟତ
Read More...