Monthly Archives

March 2025

କାମ ସମାପ୍ତ ହେବା ପୂର୍ବରୁ ପାଚେରିରେ ଫାଟ : ନିମ୍ନମାନର ନିର୍ମାଣ ଅଭିଯୋଗ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ନୂତନ ଆମ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ପାଚେରୀରେ ଫାଟ ଦେଖାଯିବା ନିମ୍ନମାନର ନିର୍ମାଣର ସ୍ପଷ୍ଟ ସୂଚକ । ଏହା ଗଠନର ସୁରକ୍ଷା ଏବଂ ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂତ୍ର ଅନୁଯାୟୀ, ନିର୍ମାଣ
Read More...

ବିଶ୍ୱ ନାଟ୍ୟ ଦିବସ ମହାସମାରୋହ ପାଳିତ

ନାଟକ କରୁଥିବା ଲୋକ ସ୍ୱର୍ଗୀୟ ସୁଖ ପ୍ରାପ୍ତ କରେ : ରାଜକୁମାର ସାହୁ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ବିଶ୍ୱ ନାଟ୍ୟ ଦିବସ ମହାସମାରୋହ ପାଳିତ ହୋଇଯାଇଛି । ଏହି ଅବସରର ଗୁରୁ ଆନନ୍ଦ ବାଗ ମୁଖ୍ୟ ଅତିଥି, ନାଟ୍ୟକାର
Read More...

କଳାହାଣ୍ଡି ପୋଲିସର ବଡ଼ ସଫଳତା : ୬୦ କେଜି ଗଞ୍ଜେଇ ସହ ଜଣେ ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବୋର୍ଡା ଓ କେଗାଁ ପୋଲିସର ମିଳିତ ଉଦ୍ୟମରେ ସାପସିଲେଟ ଗାଁରୁ ୬୦ କେ.ଜି.ରୁ ଅଧିକ ଗଞ୍ଜେଇ ଜବତ ହୋଇଥିବାବେଳେ ପୋଲିସ ଜଣକୁ ଗିରଫ କରିଛି । ଦୀର୍ଘଦିନ ଧରି ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ କାରବାର ହେଉଥିବା ବେଳେ ଅବକାରୀ
Read More...

ମନଇଚ୍ଛା ସ୍କୁଲ ଆସୁଛନ୍ତି ଶିକ୍ଷୟିତ୍ରୀ : ବଦଳି ଦାବି ନେଇ ଦାବିପତ୍ର ପ୍ରଦାନ

ସଇଁତଲା, (ଖୁସିରାନୀ ସାହୁ) : ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଶିକ୍ଷୟିତ୍ରୀ କରୁଛନ୍ତି ମନମାନି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଲାଚୁଟ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ନନ୍ଦଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସ୍କୁଲର
Read More...

ମହିଳାଙ୍କୁ ମାଡ ମାରି ଲହୁଲୁହାଣ କଲେ ଶାଶୁଘର ଲୋକ

ଖଲ୍ଲିକୋଟ : ଯୌତୁକ ପାଇଁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ମାଡ ମାରିବା ପରେ ଘର ଭିତରେ କବାଟ ବନ୍ଦ କରିଦେଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳା ହସ୍‌ପିଟାଲରେ ଭର୍ତ୍ତି । ଖଲ୍ଲିକୋଟ ଥାନା କନକା ଗାଁରୁ ଆସିଛି ଅଭାବନୀୟ ଖବର । ଗୁରୁତର ମହିଳା ମୁନା ପାହାନଙ୍କ ପତ୍ନୀ ମାନସୀ ପାହାନ ।
Read More...

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର : ଚତୁର୍ଥ ସଂଧ୍ୟାର ନାଟକ ‘ଅତୀତ୍ କେ ବାତାୟନ’

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ର ଚତୁର୍ଥ ସଂଧ୍ୟାର ଉତ୍ସବକୁ ଏନ୍‌.ଟି.ପି.ସି ସେଲ୍ ମୁଖ୍ୟ ମହାପ୍ରବନ୍ଧକ ତଥା ବିଜନେସ୍ ୟୁନିଟ୍‌ର ହେଡ୍ କେ. ସତ୍ୟନାରାୟନ ଉଦ୍‌ଘାଟନ କରିଥିଲେ । ସମ୍ମାନିତ
Read More...

ସୁରକ୍ଷିତ ଜୀବନଶୈଳୀ ପ୍ରଦର୍ଶନୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ସୁସ୍ଥ ଜୀବନ ଓ ସୁରକ୍ଷିତ ପରିବେଶ ପାଇଁ ଆମ ଜୀବନଶୈଳୀ ଉପରେ ଆଧାରିତ ଏକ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ଗାଇସିଲେଟ ବ୍ଲକର ସରକାରୀ ନୋଡାଲ ହାଇସ୍କୁଲ ଶରଧାପାଲି ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହାର ଉଦ୍‌ଘାଟନ ସମାରୋହ ଆୟୋଜକ ବିଦ୍ୟାଳୟର ପ୍ରଧାନ
Read More...

ମତ୍ସ୍ୟସମ୍ପଦର ଅଭିବୃଦ୍ଧି କ୍ଷେତ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କର ଭୂମିକା ଏକ ସ୍ୱତନ୍ତ୍ର ପରିଚୟ

ମତ୍ସ୍ୟସମ୍ପଦର ଅଭିବୃଦ୍ଧି ନେଇ ଆଲୁମିନ୍ ମିଟ୍-୨୦୨୫ ଆୟୋଜିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟସମ୍ପଦର ଅଭିବୃଦ୍ଧି କ୍ଷେତ୍ରରେ ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କର ଭୂମିକା ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ
Read More...

୨୯ରୁ ବନଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏଥର ମହାଆଡ଼ମ୍ବରରେ ହେବ ବାସନ୍ତିକ ନବରାତ୍ର ଦୁର୍ଗାପୂଜା । ୨୯ ତାରିଖରୁ ପଦ୍ମପୁର ବଡ଼ବନ୍ଧ ବନନୁର୍ଗା ମନ୍ଦିରରେ ହେବ ବାସନ୍ତିକ ନବରାତ୍ର ଦୁର୍ଗାପୂଜା । ଶନିବାର ସଂଧ୍ୟା ୭ଟାରେ କଳସାଧିବାସ, ଅଙ୍କୁରାରୋପଣ ଓ ନବଦିନାତ୍ମକ ପୂଜା ଆରମ୍ଭ ହେବ । ସେହିଭଳି
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ ସ୍କୁଲ ତଥା ମଣ୍ଟେଶୋରୀ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର କଦମପଡା, ରୋଶନି ପବ୍ଲିକ ସ୍କୁଲ, ବିଶ୍ୱାତ୍ମା ବିଦ୍ୟା ମନ୍ଦିର ଓ ଅନ୍ୟାନ୍ୟ ସ୍କୁଲର ଛାତ୍ର ଛାତ୍ରୀ ଯୋଗ
Read More...