Daily Archives

କୁଡୁମୀ ସେନା ପକ୍ଷରୁ ପଶ୍ଚିମବଙ୍ଗର ଆଲିପୁରଦୁଆର୍ ଜିଲ୍ଲାର ଭାଷା ଡ଼ାବରି ଠାରେ ଅନୁଷ୍ଠିତ ତ୍କୁଡୁମୀ ସମ୍ମିଳନୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟକୁ ଲାଗି ଦୁଇଟି ଦେଶ ବାଙ୍ଗଲାଦେଶ ଓ ଭୁଟାନ ଅଞ୍ଚଳରେ ବସବାସ କରୁଥିବା କୁଡ଼ୁମି ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶା ପକ୍ଷରୁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି
Read More...

ଶତୃଘ୍ନ ପଟେଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ : ଜଣେ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅତିରିକ୍ତ ଏସ୍‌ପିଙ୍କ ବଡ଼ ଖୁଲାସା । ବଲାଙ୍ଗିର ସଦର ଥାନା ପରିସରରେ ଶତୃଘ୍ନ ପଟେଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ । ପୁଇଁତଲା ଥାନା ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମର ଶତୃଘ୍ନ ପଟେଲ ହତ୍ୟାକାଣ୍ଡ ଘଟଣାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ
Read More...

ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଚାଲିଥିବା ପଞ୍ଚ ଦିବସୀୟ ବିଶାଳ ଯୋଗ ଓ ସାଧନା ଶିବିରର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଚାଲିଥିବା ପଞ୍ଚ ଦିବସୀୟ ବିଶାଳ ଯୋଗ ଓ ସାଧନା ଶିବିରର ଉଦ୍‌ଯାପିତ ହୋଇଯାଇଛି । ଯୋଗ ଋଷି ସ୍ୱାମୀ ରାମଦେବ ଜି ମହାରାଜଙ୍କ ପରମ ଶିଷ୍ୟ, ପତଞ୍ଜଲି ଭାରତ ସ୍ୱାଭିମାନ କେନ୍ଦ୍ରୀୟ ପ୍ରଭାରୀ ତ୍ୱାମୀ ପରମାର୍ଥ ଦେବଜୀଙ୍କ
Read More...

ପଦ୍ମପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ମସ୍ୟଜୀବୀ କଲ୍ୟାଣ ଯୋଜନା ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୌମ୍ୟ ପ୍ରିୟଦର୍ଶିନୀ ପଣ୍ଡାଙ୍କ ନେତୃତ୍ୱରେ
Read More...

ତେନ୍ତେଲଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବାହାବଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେନ୍ତେଲଖୁଣ୍ଟି ପରିସରରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ବାରିକଙ୍କ ସଭାପତିତ୍ୱରେ
Read More...

ୟୁଜିବି ଅଫିସର ଓ କର୍ମଚାରୀ ସଂଘର ୨୧ ଦଫା ଦାବୀ ଦାବି ପୂରଣ ନହେଲେ ଏପ୍ରିଲ ୭, ୮ କାର୍ଯ୍ୟ ବନ୍ଦ : ୧୫ରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଦିନର ଦାବୀ ସତ୍ୱେ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ କର୍ତ୍ତୁପକ୍ଷ ଅଫିସର ଓ କର୍ମଚାରୀ ସଂଘର ନ୍ୟର୍ୟ୍ୟ ଦାବି ଗୁଡିକ ଅଣଦେଖା କରିଆସୁଛି । ଦାବି ପୁରଣ ଦିଗରେ କାମ କରିବା ପରିବର୍ତ୍ତେ ଓଲୋଟା ଚିଠି ମାଧ୍ୟମରେ ଧମକ ଦେଉଛି । ବ୍ୟାଙ୍କ କର୍ତ୍ତୁପକ୍ଷ୍ୟ ନିଜର
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୋନପୁରକୁ ହରାଇ ଫାଇନାଲରେ ଭବାନୀପାଟଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତହୋଇଯାଇଛି ରାଜେନ୍ଦ୍ର ନାରାୟଣ
Read More...

ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି, ସେକ୍ଟର ୩ ଓ ହାଇଟେକ୍ ମେଡିକାଲ କଲେଜ, ରାଉରକେଲା ର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ
Read More...

୨୯ରୁ ଫେରିବ ଗ୍ରୀଷ୍ମ ପ୍ରବାହ : ୩୧ରୁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ପୁଣି ଫେରିବ ତାତି । ୨୯ରୁ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅଭ୍ୟନ୍ତରୀଣ ଓଡ଼ିଶା ହେବ ବିଶେଷ ପ୍ରଭାବିତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୫ ଜିଲ୍ଲା ହେଲା ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର । ୩୧ ତାରିଖ ଯାଏଁ ରାଜ୍ୟରେ
Read More...

ଝିଅ ଦେଖିବାକୁ ଯାଇ ଫେରିବା ବେଳେ ଦୁର୍ଘଟଣା : ଜଣେ ଶିଶୁ ସମେତ ଦୁଇ ମୃତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମର ଏକ ପରିବାର ବୈବାହିକ ସମ୍ପର୍କରୁ ଘରକୁ ଫେରୁଥିବା ସମୟରେ ବାଟରେ ଅର୍ଟିକା କାର ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
Read More...