Daily Archives

ପୂର୍ବ ୱାର୍ଡ଼ସଭ୍ୟ ଜଳ ବକୁଳଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗାଁର ପୂର୍ବତନ ୱାର୍ଡ଼ ସଭ୍ୟ ଜଳ ବକୁଲ (୯୦)ଙ୍କ ସୋମବାର ଦିନ ନିଜ ବାସ ଭବନ କୁମ୍ଭାରୀରେ ଦେହାନ୍ତ ହୋଇଯାଇଛି । ତାଙ୍କ ୩ ପୁଅ ଭକ୍ତ, ଚୁଡ଼ାମଣୀ ଓ ସୁଦାମ । ସେ ଜଣେ ମିଷ୍ଠ ଭାଷୀ ପରୋପକାରୀ
Read More...

ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲୋକନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ରାଜହଂସ ମୁଖ୍ୟ ଅତିଥିଭାବେ
Read More...

ଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ ସ୍ପଷ୍ଟ ଦୃଷ୍ଟି’

ସମ୍ବଲପୁର,(ନିରୋଜ କୁମାର ପାଣୀ) : ସମ୍ବଲପୁରରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗ ଦାନ କରିଥିବା ଲକ୍ଷ୍ମଣ ଭୋଇଙ୍କ ନିର୍ଦ୍ଦେଶନା ଓ ଦିଗ୍‌ଦର୍ଶନ ତଥା ସ୍ଥାନୀୟ ବ୍ଲକ ଶିକ୍ଷା ବିଭାଗ, ଧନକଉଡ଼ । ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବା ଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ
Read More...

ରାମଲୀଳା ପାଇଁ କଳାକାରଙ୍କ ସମ୍ମିଳନୀ

ଯୁବ ପିଢିଙ୍କୁ ଅଭିନୟ ପାଇଁ ତାଲିମ ଦିଆଯିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ନାଟକ ସଂସଦ ରାମଲୀଳା ନାଟକ ପାଇଁ ସର୍ବ ପୁରାତନ ନାଟକ ୨୦୨୫ ପାଇଁ ବଲାଙ୍ଗିର ପଥରଚେପା ପଂଚବଟି ଠାରେ କଳାକାରଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ନିଳାଗୁରୁ ବାଳମୁକୁନ୍ଦ ବେହେରାଙ୍କ
Read More...

ପତ୍ରାପାଲି(କ)ଗ୍ରାମରେ ଅନୁଷ୍ଠିତ ରାଧାକୃଷ୍ଣ ମନ୍ଦିରର କୁମ୍ଭଭରଣ ଉତ୍ସବରେ ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ସଦର ଗ୍ରାମଠାରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ କଣ୍ଟାବାଞ୍ଜିର ପୂର୍ବତନ
Read More...

ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡ଼ା, (ରମାକାନ୍ତ ପାଡଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଜି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଆଶିଷ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା
Read More...

ଟିଟିଲାଗଡ଼ର ସିରିଡ଼ି ସାଇବାବା ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ୱାର୍ଡ ନମ୍ବର ୪ ମୁଡ଼ାବନ୍ଧ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଠାରୁ ଡ.
Read More...

ଫାଇଲେରିଆ ନିରାକରଣ ଅଭିଯାନର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୧ଟି ବ୍ଲକ ଓ ୫ଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି
Read More...

ନେକ୍ସଟ ଜେନ୍ ଇନିଷ୍ଟିଚ୍ୟୁଟ ପକ୍ଷରୁ କଲର ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର ୩ ସ୍ଥିତ ନେକ୍ସଟ ଜେନ୍ ଇନିଷ୍ଟିଚ୍ୟୁଟ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗର ବେଲ୍ଟ ପରୀକ୍ଷାରେ ଇନିଷ୍ଟିଚ୍ୟୁଟର ୨୦ ଜଣ ଛାତ୍ରଛାତ୍ରୀ ଭାଗନେଇ ବିଭିନ୍ନ ପ୍ରକାର ରଙ୍ଗର ବେଲ୍ଟ ପାଇବାରେ ମନୋନିତ ହୋଇଥିଲେ । ଏହି ଇନିଷ୍ଟିଚ୍ୟୁଟ ପକ୍ଷରୁ
Read More...

ଟିଟିଲାଗଡ଼ ସିଟି ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ପାହାଡ ପାଖରେ ୧୯୯୮ ଓ ୨୦୦୦ ମସିହାର ସିଟି ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସି.ଟି ସ୍କୁଲର ସେ ସମୟର ପ୍ରଶିକ୍ଷାର୍ଥୀମାନେ ଦୀର୍ଘ ୨୫ ବର୍ଷ ପରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଏହି
Read More...