Daily Archives

ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା “ବିକଶିତ ଗାଁ, ବିକଶିତ ଓଡ଼ିଶା”

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : “ବିକଶିତ ଗାଁ, ବିକଶିତ ଓଡିଶା” ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା । ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମଠାରେ "ବିକଶିତ ଗାଁ, ବିକଶିତ ଓଡିଶା" ଯୋଜନାର ଶୁଭାରମ୍ଭ
Read More...

ବ୍ରିଜଠାରେ ବାଇକ୍ ଦୁର୍ଘଟଣାରେ ତିନି ମୃତ୍ୟୁ ଘଟଣା

ସରକାରଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ପାଇଁ ପ୍ରଶାସନକୁ ଅନୁରୋଧ ଜଣାଇଲେ ଯୁବନେତା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଂଝେନମୁଣ୍ଡା ଗାଁର ତିନି ଜଣ ଯୁବକ ପଦ୍ମନ ଥପା (୨୮), ଜଗଦିଶ ଥପା (୧୯) ଏବଂ ଆକାଶ ପୋଢ (୧୯) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ
Read More...

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡିଶାର ୧୧ତମ ସମାବର୍ତ୍ତନ ସମାରୋହ ଫେବୃଆରୀ ୫, ୨୦୨୫

ରାଉରକେଲା, ( ସସ୍ମିତା ପ୍ରଧାନ ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ୟୁ.ଟି), ଓଡିଶା, ରାଉରକେଲାରେ ଏହାର ୧୧ତମ ସମାବର୍ତ୍ତନ ସମାରୋହ ସଫଳତାର ସହସମ୍ପନ୍ନ ହୋଇଯାଇଅଛି । ଏହି ସମାରୋହରେ ସମ୍ମାନିତ ବ୍ୟକ୍ତିବିଶେଷ, ପୁରସ୍କାର ଗ୍ରହଣକାରୀ, ଅଧ୍ୟାପକ,
Read More...

ମୁରିବାହାଲ ବ୍ଲକସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶାର ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ତଥା ସମୃଦ୍ଧ ଓଡିଶାର ନୂତନ ପରିଭାଷା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...

୧୩ ତମ ମାଁ ଲଙ୍କେଶ୍ଵରୀ କ୍ରିକେଟ କପ ମହାସମାରୋହ ରେ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଂହନପୁର ସ୍ଥିତ ମାଁ ଲଙ୍କେଶ୍ଵରୀ କ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଗ୍ରାମର ସ୍ୱର୍ଗତ ଦଇତାରୀ ସାହୁ ଏବଂ ଗୀତାଞ୍ଜଳି ମେହେରଙ୍କ ସ୍ମୃତିରେ ୧୩ତମ କ୍ରିକେଟ କପ ଆୟୋଜିତ ହୋଇଯାଇଛି । ତେବେ ଗ୍ରାମ
Read More...

ଗୋପାଳପୁର ସ୍ଥିତ ଭାରତୀୟ ତଟ ସୁରକ୍ଷା ବାହିନୀର ୪୯ତମ ପ୍ରତିଷ୍ଠା ଦିବସ ଭବ୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୫ ମସିହା ଫେବୃଆରୀ ୧ ତାରିଖରେ ଭାରତ ବର୍ଷର ଅନ୍ୟତମ ସୁରକ୍ଷା ସଂଗଠନ ଭାରତୀୟ ତଟ ସୁରକ୍ଷାବାହିନୀ (ICG) ୪୯ତମ ପ୍ରତିଷ୍ଠା ଦିବସ ଭବ୍ୟ ଆଡମ୍ବର ସହକାରେ ପାଳିତ କରାଯାଇଛି । ୧୯୭୭ ମସିହାରେ ଏହାର ପ୍ରାଥମିକତା ଦୃଷ୍ଟିରୁ ଆରମ୍ଭ ହୋଇ ମାତ୍ର
Read More...

ସଇଁତଲାରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ, ସାମ୍ବାଦିକଙ୍କୁ ବ୍ଲକ ପ୍ରଶାସନର ଅଣଦେଖା

ସଇଁତଲା, (ଖୁସି ରାଣୀ ସାହୁ) : ବିକଶିତ ଗାଁ ବିକଶିତ ଓଡିଶା କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାଷୀ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟଳୟ ପରିସରରେ ମଧ୍ୟ ଲୋକେ ଯେମିତି ଭର୍‌ଚୁଏଲ୍‌ ମାଧ୍ୟମରେ ଦେଖିପାରିବେ
Read More...

ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

ଖପ୍ରାଖୋଲ ବ୍ଲକକୁ ରାଜ୍ୟର ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବାକୁ ଆହ୍ବାନ ଖପ୍ରାଖୋଲ(ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଜଲପାଙ୍କେଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୁରେଶ କୁମାର ମେହେର ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ସଂପୃକ୍ତ ଛାତ୍ରଙ୍କ ବାପା ଲବ ମେହେର ଥାନାରେ ଏତଲା
Read More...

ଛାତ୍ର କରଣ ସାହୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ନୁଆଁଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପେରେଡରେ ମହାବିଦ୍ୟାଳୟର ଜାତୀୟସେବା
Read More...