Daily Archives

ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର କଲେ ସମାଜସେବୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଡମନା ସାହିର କୃଷ୍ଣପଦ ମିଶ୍ର ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ ରଘୁନାଥ ପଡ଼ାରେ ଚାକିରିରୁ ଅବସର ନେବା ପରେ ରହୁଥିଲେ । ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କର ଆତ୍ମୀୟ ସ୍ୱଜନ କେହି ନ ଥିବା ଜାଣି ମେଡିକାଲ
Read More...

ମାଟିର୍ ପର୍ବ ମାଟିର୍ ଗର୍ବ”

ଉନ୍ମୋଚିତ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବର ଲୋଗୋ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆସନ୍ତା ମାର୍ଚ୍ଚ ୧୦,୧୧ ଏବଂ ୧୨ ତାରିଖ ତିନି ଧରି ଧୁମଧାମରେ ପାଳିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ୨୦୨୫ ଏହାକୁ ଆବାହକ ପୁଷ୍ପକେତୁ
Read More...

ଲୋକନାଥ +୨ ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ସ୍ଥିତ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ପଧାନଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ
Read More...

କବିଚନ୍ଦ୍ରପୁର ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ

ମ.ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ କବିଚନ୍ଦ୍ରପୁର ଠାରେ ଶନିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସଭାପତି ବବଲୁ ବିଶିଙ୍କ ସଭାପତିତ୍ୱରେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମାଁ
Read More...

ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ପୀଠ ପ୍ରାଙ୍ଗଣରେ କ୍ରୀଡ଼ାବିତ୍ ଦୂତି ଚାନ୍ଦଙ୍କୁ ଭବ୍ୟ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର କ୍ରୀଡା ଜଗତର ପ୍ରତିଭା ସମ୍ପନ୍ନ ଖେଳାଳି ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦଙ୍କୁ ମା' ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...

ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରିବ ଖଣି ମନ୍ତ୍ରଣାଳୟ

ଭୁବନେଶ୍ୱର, (ପିଆଇବି) : ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଜାନୁଆରୀ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ 'ବିକଶିତ ଭାରତ୨୦୪୭'ର ପରିକଳ୍ପନା ଅନୁଯାୟୀ
Read More...

ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାରେ ଏନ୍‌ଡିଆର୍‌ଏଫ୍‌ର ୨୦ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ…

ଅମିତ ଶାହ ଏନ୍‌ଆଇଡିଏମ୍‌ର ଦକ୍ଷିଣ କ୍ୟାମ୍ପସ, ଏନ୍‌ଡିଆର୍‌ଏଫ୍‌ର ଦଶମ ବାଟାଲିୟନ ଏବଂ ଆଞ୍ଚଳିକ ପ୍ରତିକ୍ରିୟା କେନ୍ଦ୍ରର ସୁପୌଲ କ୍ୟାମ୍ପସ ସମେତ ପାଖାପାଖି ୨୨୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତିବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ
Read More...

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ୍ ପୋଲିସ ପଦବୀରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୋଲିସ ଷ୍ଟେସନ, ଆଉ ୨୦ଟି ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶସହରାଞ୍ଚଳରେ ରାତ୍ରି କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ
Read More...

ଭୁବନେଶ୍ୱରରେ ୬୪ତମ ସିଜିପିବି ବୈଠକ ଅନୁଷ୍ଠିତ

ଭାରତର ଖଣିଜ ଓ ଖଣି କ୍ଷେତ୍ରରେ ନବସୃଜନ, ସ୍ଥିରତା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ଖଣି ସଚିବ୧,୦୬୫ଟି ବୈଜ୍ଞାନିକ କାର୍ଯ୍ୟକ୍ରମ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକଳ୍ପରେ ୧୬ ପ୍ରତିଶତ ଉନ୍ନତି ସହ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କଲା
Read More...

ସ୍ୱର୍ଗତ ଲଲିତ ନାୟକଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମାଜସେବୀ କୋଟି ହୃଦୟର ଗୋଟିଏ ନାୟକ ସ୍ୱର୍ଗତ ଲଲିତ ନାୟକଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ଲଲିତ ନାୟକ ଫାଉଣ୍ଡେସନ ତରଫରୁ ସ୍ଥାନୀୟ କେବିକେ ଆଇଟିଆଇ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ଭୀମଭୋଇ
Read More...