Daily Archives

ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଛି ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ ଏହି
Read More...

ରୋତ କଲେଜ ଓଡ଼ିଆ ବିଭାଗର ଶୈକ୍ଷିକ ପରିଭ୍ରମଣ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ଗତ ଦୁଇଦିନ ଧରି ଏକ ଶୈକ୍ଷିକ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ନେତୃତ୍ୱରେ ଅଧ୍ୟାପକ ବାମଦେବ
Read More...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଅଙ୍କୁରାରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ପୂର୍ବରୁ ଆଜି ବିଧିବଦ୍ଧ ଭାବରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ବିଜୟ ହୋତା, ଦାଶରଥି ହୋତା,
Read More...

ଚାରୁଶିଳା ଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନେହେରୁ ଗଳି ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ଧର୍ମପତ୍ନୀ ଚାରୁଶିଳା ତ୍ରିପାଠୀଙ୍କ ୭୩ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ପଦ୍ମପୁର ସହରର ସାମ୍ବାଦିକ ତୃପ୍ତିମୟ ତ୍ରିପାଠୀଙ୍କ ମାତା ଚାରୁଶିଳା ଦେବୀ ଅଟନ୍ତି । ମୃତ୍ୟୁଶଯ୍ୟା ନିକଟରେ
Read More...

ଭିଏସ୍‌ଏସ୍‌ କପ୍‌ କ୍ରିକେଟ୍‌ ଉଦ୍‌ଯାପିତ : ଡୁଡ଼ୁକିଝରିଆ ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବୁଧାପାଲି ଠାରେ ଚାଲିଥିବା ୧୪ତମ ଭିଏସ୍‌ଏସ୍‌ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଡୁଡ଼ୁକିଝରିଆ ଦଳ କଦଳୀମୁଣ୍ଡା ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି । ମ୍ୟାଚ୍‌ ପରେ
Read More...

ଗାୟତ୍ରୀ ପରିବାର ତୁଷୁରା ଶାଖା ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ…

ତୁଷୁରା, (କେପିଏନ୍‌ଏସ୍‌) : ଗାୟତ୍ରୀ ପରିବାର ତୁଷୁରା ଶାଖା ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ପର୍ବ ରାଧା ରମଣ କେଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଗାୟତ୍ରୀ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ କାଇଟ ଫେଷ୍ଟିଭାଲ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ମକର ସଂକ୍ରାନ୍ତି ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପ୍ରଥମ ଥର ପାଇଁ କାଇଟ ଫେଷ୍ଟିଭାଲ ସଭାପତି ଲାୟନ ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ବୁଧବାର ଅପରାହ୍ନରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରୋଜା ଆୱାର୍ଡ ୱାର୍ଲଡ ଉତ୍ସବ

ଡ. ରବିଚନ୍ଦ୍ର ପସାୟତଙ୍କ ସମେତ ରେଡକ୍ରସ କର୍ମୀ ସମ୍ବର୍ଦ୍ଧିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ରଘୁନାଥ ଧାମ ପ୍ରାଙ୍ଗଣରେ ମାନବୀୟ ଅନୁଷ୍ଠାନ ରୋଜା ଆୱାର୍ଡ ୱାର୍ଲଡର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରୋଜାର ଫାଉଣ୍ଡର ଧର୍ମ ସିଂ ମିଶ୍ରଙ୍କ ତତ୍ୱାବଧାନରେ
Read More...

ଭାଗିରଥି ନେପାକ ଓ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ତରଫରୁ ସରସ୍ୱତୀ ପୁତ୍ର ଭାଗିରଥି ନେପାକ ଓ ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟିକ୍ରାପଡା ଦଧିବାମନ ମନ୍ଦିରରେ
Read More...

ଟିଟିଲାଗଡ଼ ଦେଶିଲ ଠାରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ଧୁମ୍‌ଧାମରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରମପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଅମିୟ ଆଶିଷ କ୍ରମେ ମଙ୍ଗଳବାର ଦିନ ଟିଟିଲାଗଡ଼ ସତସଙ୍ଗ ବିହାର ଆନୁକୂଲ୍ୟରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ପ୍ରାତଃରୁ ଉଷା
Read More...