Yearly Archives

2024

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ସାଲେପୁର : କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲ ଉପରେ ତାଙ୍କ ବାଇକ ଏବଂ ଗାମୁଛା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ କୁସୁପୁର ଗ୍ରାମର ପ୍ରମୋଦ ବେହେରା ବୋଲି ଜଣାପଡ଼ିଛି ।
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବା ସକାଶେ ଥାନାରେ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାନ ଟୀକା ଗ୍ରାମର ଶତାଧିକ ମହିଳା ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସାନ ଟୀକା ଗାଁ ମଝିରେ ଅନେକଦିନ ହେବ ମଦ ବିକ୍ରି ହୋଇଆସୁଛି ।
Read More...

ଅଡାକଷାରେ ଅନ୍ଧାରିବାଞ୍ଜି କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ଥିତ ଅଡାକଷା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ
Read More...

ଦୀର୍ଘ ୨୫ ବର୍ଷ ପରେ ଭୋଇପଡା ଘରଭଙ୍ଗା ଓ ଆକ୍ରମଣ ମାମଲାରେ ୩ ଭାଇଙ୍କୁ ୪ ମାସ ସଶ୍ରମ କାରାଦଣ୍ଡାଦେଶ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ା ଗ୍ରାମର ଦୀର୍ଘ ୨୫ ବର୍ଷ ଏକ ପୁରୁଣା ଘରଭଙ୍ଗା ଓ ଆକ୍ରମଣ ଘଟଣାରେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ୩ ଜଣ ଅଭିଯୁକ୍ତ ଭାଇଙ୍କୁ ୪ମାସ ସଶ୍ରମ
Read More...

ମୁରିବାହାଲର ବହୁ ସାମୂହିକ ସମସ୍ୟା ନେଇ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଶୁଣାଣିରେ ଅଭିଯୋଗ କରାଯାଇଛି । ଆସୋସିଏସନର ଅଭିଯୋଗ ମୁତାବକ ବ୍ଲକ ଅଞ୍ଚଳର
Read More...

ସାଇବର ଠକେଇର ମୁକାବିଲା କରିବ ଡିଓଟି : ଖୁବଶୀଘ୍ର ଆରମ୍ଭ ହେବ ଜାଲ୍ କଲ୍ ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟବସ୍ଥା

ସ୍ପାମ୍ କଲ୍ ରିପୋର୍ଟ କରିବା ପାଇଁ ନାଗରିକମାନଙ୍କୁ 'ଚକ୍ଷୁ' ବ୍ୟବହାର କରିବାକୁ ପରାମର୍ଶଭାରତୀୟ ଫୋନ୍ ନମ୍ବର ଥିବା ୪୫ ଲକ୍ଷ ନକଲି ଆନ୍ତର୍ଜାତୀୟ କଲ୍‌କୁ ଟିଏସ୍‌ପି ଦ୍ୱାରା ପ୍ରତିଦିନ ବ୍ଲକ୍ କରାଯାଉଛି ନୂଆଦିଲ୍ଲୀ, (ପିଆଇବି) : ସାମ୍ପ୍ରତିକ ସମୟରେ ଭାରତୀୟ ମୋବାଇଲ ନମ୍ବରରୁ ଅନେକ
Read More...

ମହିଳା ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସୁକର୍ମ ଏକ ପ୍ରକୁଷ୍ଟ ମାଧ୍ୟମ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ
Read More...

ବେଆଇନ ଭାବେ ଶାଳ କାଠ ଚାଲାଣ ବେଳେ ମାଡି ବସିଲା ବନବିଭାଗ

ଗୁଣପୁର : ଶାଳ କାଠ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ୨୫ଟି ଶାଳ କାଠ ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୀଛି ବନବିଭାଗ । ଗିରଫ ୨ ଜଣ ଶାକରବାଜୁ ଗାଁର ଜୟନ୍ତ ପାଲକା, ସାଇବ ଗାଣ୍ଟା ବୋଲି ଜଣାପଡ଼ିଛି । ସୂଚନା
Read More...

ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ସ୍ଥିତ ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଧନଞ୍ଜୟ ସେଠ୍‌ ଯୋଗ ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୪ଜି ୧୬ ୨୦୨୩-ଆଇଭି ୧୦୮୨୪ ତା.୦୬.୦୯.୨୦୨୪ ଅନୁସାରେ ବିଧିବଦ୍ଧ ଭାବେ
Read More...

ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବଣିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ମୌଳିକ ସମସ୍ୟା ଓ ତାର
Read More...