Daily Archives

ଗୋଷ୍ଠୀ ଜଙ୍ଗଲର ପରିଚାଳନା କମିଟି ଗଠନ ସକାଶେ ଗ୍ରାମସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ବୁଡେନ ଗ୍ରାମ ପଞ୍ଚାୟତର ବରଦାପାଲି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଶିରୋନାମା ପାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ସକାଶେ ଏକ କମିଟି ଗଠନ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ
Read More...

ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ ଆୟୋଜିତ

ବଡ଼ଚଣା, (ପିତାମ୍ବର ଦୀପ) : ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ସଂସ୍କୃତି ବାହକ ଯୁବ ଗାୟକ ଏବଂ କଳାକାର ସଂଘ ପକ୍ଷରୁ ମଙ୍ଗଳବାର ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ଗାୟକ ପଶ୍ଚିମ ଯୁବ ସମ୍ରାଟ ଦେବରାଜ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି
Read More...

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଡିସେମ୍ବର ମାସ ୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ପରଖ ସର୍ବେକ୍ଷଣ ୨୦୨୪ର ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ସର୍ବେକ୍ଷଣର ପୂର୍ବ ପ୍ରସ୍ତୁତି ସମୀକ୍ଷା
Read More...

ସାହିତ୍ୟ ଏକାଡେ଼ମୀର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦ୍‌ଘାଟିତ

ଓଡ଼ିଆ କବିତାରେ ନବ୍ୟ - ଆଧୁନିକତାର ପ୍ରବର୍ତ୍ତକ ଗୁରୁପ୍ରସାଦ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ କବିତାରେ ଆଧୁନିକତାର ଧାରା ପ୍ରବର୍ତ୍ତକ ହେଉଛନ୍ତି ପ୍ରସିଦ୍ଧ କବି ଗୁରୁପ୍ରସାଦ ମହାନ୍ତି । ସମକାଳର କବିତାକୁ ସମକାଳର ଭାଷାରେ ପ୍ରକାଶ କରୁଥିବା କବି ହେଉଛନ୍ତି ପ୍ରାଚ୍ୟ -
Read More...

ଡିସେମ୍ବର ୧ରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ସଂକଳ୍ପ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ସଂକଳ୍ପ ସମାବେଶ ଆସନ୍ତା ଡ଼ିସେମ୍ବର ୧ ତାରିଖରେ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି । ନୃସିଂହନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଆୟୋଜିତ ହେବାକୁ ଥିବା
Read More...

ଜୁନାଗଡ଼ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ଼ ସ୍ଥିତ ସରକାରୀ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ଵିଧାନର
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ୱର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିକ୍ଷା କ୍ଷେତ୍ରରେ ୨୩ ତାରିଖରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କନ୍‌ଫରେନ୍ସ ସେରେମନିରେ ୱାସିଂଟନ୍ ଡିଜିଟାଲ ୟୁନିଭରସିଟିରୁ ସମ୍ମାନଜନକ ଭାବରେ ଡକ୍ଟରେଟ ଉପାଧି ପାଇଥିବା ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର
Read More...

ପୃଥିବୀ ଭଳି ସହନଶୀଳ ହେଲେ ବିଶ୍ୱରେ ଶାନ୍ତି ସ୍ଥାପନ ହେବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ପରମ୍ପରା ସଂସ୍କୃତି ଓ ସମ୍ମାନକୁ ବଞ୍ଚାଇ ରଖିବାକୁ ହେଲେ ପୃଥିବୀ ଭଳି ସହନଶୀଳ ହୋଇ ମାନବ ଜୀବନରେ ଏକ ଶ୍ରେଷ୍ଠ ଚରିତ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି ଓଡିଶାର ବିଶିଷ୍ଟ ବୈଦିକ ବିଦ୍ୱାନ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ।
Read More...

ବଞ୍ଚି ରହିବା ପାଇଁ ଜୀବନ ସଂଗ୍ରାମ

ଆଶୁତୋଷ ନାୟକ ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ । ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ । ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି
Read More...

୪ ଏକର ଜମିର ଧାନ ଗଦାରେ ନିଆଁ ଲାଗି ପାଉଁଶ ହୋଇଗଲା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ମହକୁମାରେ ଥିବା ଇଣ୍ଡିଆନ ଗ୍ୟାସ୍‌ ଠାରୁ ୨ ଶହ ମିଟର ଦୂର ପଛପଟରେ ଥିବା ଧାନ ଜମିର ୪ଟି ଧାନ ଗଦାରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ଏଭଳି କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀମାନେ
Read More...