Daily Archives

ବିଶ୍ୱ ଶୌଚାଳୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ଶୌଚାଳୟ ଦିବସ ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରେରଣାଦାୟକ କାର୍ଯ୍ୟ ବିଷୟରେ ସଚେତନତା ଜାଗ୍ରତ କରେ । ୨୦୦୧ରେ ୱାର୍ଲ୍ଡ ଟଏଲେଟ୍ ସଂଗଠନ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବିଶ୍ୱ ଶୌଚାଳୟ
Read More...

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଉପରେ ଜି-୨୦ ଅଧିବେଶନକୁ ସମ୍ବୋଧିତ କଲେ…

ନୂଆଦିଲ୍ଲୀ, (ପିଆଇବି) : ନରେନ୍ଦ୍ର ମୋଦୀ 'ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ' ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ
Read More...

ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ୨୦୩୦ ପ୍ରାକ୍ ବାର୍ଷିକ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଲଟେବୁଲ ବୈଠକରେ ଭାରତର…

ବିଶ୍ୱ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଚାରିଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରାଯାଇଛି - ପ୍ରତିବନ୍ଧକ ଏବଂ କଟକଣା ମୁକ୍ତ ଜ୍ଞାନକୌଶଳ ହସ୍ତାନ୍ତର;ବିକଶିତ ଦେଶମାନଙ୍କଠାରୁ ନିରପେକ୍ଷ ଏବଂ ସୁଲଭ ସାର୍ବଜନୀନ ଜଳବାୟୁ ପାଣ୍ଠିଯୋଗାଣ ସୁନିଶ୍ଚିତ କରିବା;ବିଶ୍ୱସ୍ତରୀୟ ଜଳବାୟୁ
Read More...

ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ, (ପିଆଇବି) :ମହାରାଜ,ମହାମହିମ,ନମସ୍କାରପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର
Read More...

ଦୁଇ‌ ବନ୍ଧୁଙ୍କ ନିଆରା‌ ପ୍ରକୃତି‌ ପ୍ରେମ‌

ପଦ୍ମପୁର, (ନିରୋଜ କୁମାର ପାଣି) : ବରଗଡ‌ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲ୍‌ସାପାଲି‌ ପଞ୍ଚାୟତ‌ ଘନାମାଲ ଗ୍ରାମର‌ ଦୁଇ ପ୍ରକୃତି‌ ବନ୍ଧୁ ଅନନ୍ତ କୁମାର୍‌ ମେହେର, ପିତା‌ ଯାଦବ‌ ମେହେର‌ ଏବଂ ପ୍ରକୃତି ବନ୍ଧୁ ଗୋବିନ୍ଦ ମେହେର, ପିତା‌ କାହ୍ନୁ ମେହେରଙ୍କ ନିଆରା ପ୍ରକୃତି‌ ପ୍ରେମ‌
Read More...

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗରରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ସୋମବାର ଭିଜିଲାନ୍ସ ଅଚାନକ ଚଢ଼ାଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲ୍ଲାପାଳଙ୍କ ଘରେ ରେଡ୍ କରିଥିବା ସୂଚନା ମିଳିଛି । କାମାକ୍ଷାନଗରରେ ଉପଜିଲ୍ଲାପାଳଙ୍କ
Read More...

ଡେଲାଙ୍ଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଭା ଅନୁଷ୍ଠାନ, ଡାଁପୁର ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ପୁରୀ ଜିଲ୍ଲା ଏବଂ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର -
Read More...

କନ୍ଦାଡଙ୍ଗରରେ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମ ପାଖରେ ଥିବା ପେଟଲିଝରନ୍ ଠାରେ ୧୯୯୬ରୁ ୨୦୨୩ ମସିହା ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢି ସାରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ବନ୍ଧୁ ମିଳନ ଓ ରୌପ୍ୟ
Read More...

ନୃସିଂହ ପଞ୍ଜିକା – ୨୦୨୫ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କପସିଲା ରୋଡ଼ ସ୍ଥିତ ଉଦୟନାଥ ଫର୍ଣିଚର ପରିସରରେ ଗତ କାଲି ଏକ ମନୋରମ ପରିବେଶରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ଵିତୀୟ ସ୍ୱ ନକ୍ଷତ୍ର ଦିବସ ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି । ଏହି ଅବସରେ ଦୀର୍ଘ ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା
Read More...

ବିଳମ୍ବିତ ରାତିରେ ଗଛକୁ ପିଟିଲା କାର, ଚାଳକ ଗୁରତର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମଳିଛି । ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତା କଡ଼ ଗଛରେ ପିଟି ହୋଇଥିବା ବେଳେ କାର୍‌ ଚାଳକ ଜଣକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର କାର୍‌
Read More...