Daily Archives

ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ବିତରଣ

ସମ୍ବଲପୁରରେ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ବଢାଇବା ପାଇଁ ଯୋଜନା ହେଉ - ଧର୍ମେନ୍ଦ୍ର ପ୍ରଧାନନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ୧ କୋଟି ୨୦ ଲକ୍ଷରୁ ଅଧିକ ଟଙ୍କାର ସହାୟତା ରାଶି ଏବଂ ୨୦୦ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ବିଓସି - ଆଇ କାର୍ଡ୍ ବିତରଣଲାଭବାନ ହେଲେ
Read More...

ଏକକ ଚିତ୍ରକଳା ପ୍ରଦର୍ଶନୀ କଲାଇ ଡୋସ୍କୋପ ଉଦ୍‌ଯାପିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଗତ ୯ ତାରିଖରୁ ୧୦ ଦିନ ଧରି ପ୍ରଦର୍ଶିତ ହେଉଥିବା କବି ଲେଖକ ଅଭିନେତା ଚିତ୍ରଶିଳ୍ପୀ ଡାକ୍ତର ଦୀନବନ୍ଧୁ ସାହୁଙ୍କ ୨୦ତମ ଏକକ ଚିତ୍ରକଳା ପ୍ରଦର୍ଶନୀ କଲାଇ ଡୋ ସ୍କୋପ୍ ଆଜି ପୂର୍ବାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ଗୌରିଶଙ୍କର ସାହାଣୀ ପାର୍କ ସ୍ଥିତ
Read More...

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସିଟି ସ୍ଲାନ୍ ସେବା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଉପକୃତ ହେବେ – ଧର୍ମେନ୍ଦ୍ର ପ୍ରଧାନରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ ସମ୍ବଲପୁର, (ପିଆଇବି) : ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ
Read More...

ସାଇଯମୁନା ସାହିତ୍ୟ ଉତ୍ସବ ପାଳିତ

ପ୍ରକାଶକ ସାହିତ୍ୟକୁ ଲୋକପ୍ରିୟ କରିବାରେ ମୁଖ୍ୟବିନ୍ଧାଣୀ ସାଲେପୁର, (କେପିଏନ୍‌ଏସ୍‌) : ପ୍ରକାଶକ ସାହିତ୍ୟକୁ ଲୋକପ୍ରିୟ କରିବାରେ ମୁଖ୍ୟବିନ୍ଧାଣୀ । ଲେଖକ ଓ ପାଠକ ମଧ୍ୟରେ ଯୋଗର ସେତୁ ଭାବରେ ପ୍ରକାଶକମାନେ କାର୍ଯ୍ୟ କରନ୍ତି । ଲେଖକୀୟ ଅଭିବୃଦ୍ଧି ପାଇଁ ପ୍ରକାଶକମାନେ ନିଷ୍ଠାର ସହ
Read More...

ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତାରେ ବଲାଙ୍ଗିରକୁ ମିଳିଲା ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲ ଠାରେ ରବିବାର ଦିନ ୩୬ତମ ରାଜ୍ୟ ଉପ କନିଷ୍ଟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୧୬ ଓ ୧୭ ତାରିଖ ୨ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲାରୁ ସର୍ବମୋଟ ୫୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ
Read More...

ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମୀର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ନଭେମ୍ବର ତା. ୧୬ ଓ ୧୭ ରିଖ ୨ଦିନ ଧରି ୩୬ତମ ସବ୍‌ଜୁନିୟର ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା ରାଜ୍ୟ
Read More...

ଜିଲ୍ଲାସ୍ତରୀୟ କବାଡି ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୨୦.୧୧.୨୦୨୪ ଦିବା ଘ.୧୦ ରୁ ଘ.୧ ମଧ୍ୟରେ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବାକୁ ବ୍ୟବସ୍ଥା କରାଯିବ
Read More...

କବି ଜ୍ୟୋତିରଞ୍ଜନ ମିଶ୍ରଙ୍କ କବିତା ସଂକଳନ ‘ଏକାନ୍ତବାସ’ ଲୋକାର୍ପିତ

ବରଗଡ, (କେପିଏନ୍‌ଏସ୍‌) : ଲାଭ ନଥାଇ ବେପାର କରୁଥିବା ମଣିଷ ହିଁ କବିଟିଏ । ଅନ୍ତର ବେଦନା ହିଁ କବିତା ହୋଇ ଝରିଯାଏ କଲମ ମୁନରୋକ୍ଷତ ସବୁ କବିତା ହୋଇ ନପାରନ୍ତି, ମାତ୍ର ପ୍ରତିଟି କବିତା ପଶ୍ଚାତପଦରେ ଥାଏ ଏକ କେବେ ବି ଶୁଖୁ ନଥିବା କ୍ଷତ । ଯାହା ଚିରକାଳ ଦୁଃଖ ହିଁ ଦେଇଥାଏ ଓ ସେଇ ଦୁଃଖଦ
Read More...

କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଜାଗରଣ ସମାପନ ସହ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ଗ୍ରାମରେ ଗତ ଏକ ବର୍ଷ ହେଲା ଉଭୟ କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଜାଗରଣ ସହ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଗ୍ରାମର ଭାଗବତ ଟୁଙ୍ଗୀରେ ଶତାଧିକ ମହିଳା ପୂଜା କରି ଆସୁଥିଲେ । ଏଥିରେ ଶାନ୍ତିପଡାର ପୁଜକ ମହାବୀର
Read More...

ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି
Read More...