ସଇଁତଲାରେ ବ୍ଲକସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସାମ୍ବାଦିକମାନେ ନିର୍ଭୀକ ହୋଇ ଘଟଣା, ଦୁର୍ଘଟଣା ସହ ବିଭିନ୍ନ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଅଣାଯାଉ ବୋଲି ଶନିବାର ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଅତିଥିମାନେ ମତପ୍ରକାଶ କରିଥିଲେ । ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ସଇଁତଲା କାର୍ଯ୍ୟରତ!-->…
Read More...
Read More...