Daily Archives

ହିଆଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଶିଶୁ ଭବିଷ୍ୟତର ବୈଜ୍ଞାନିକକୁ ମୂଳଲକ୍ଷ୍ୟ ଭାବି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ୨୧ ଗୋଟି ପ୍ରକଳ୍ପ ପ୍ରଦର୍ଶନ
Read More...

ଆନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀନଗର ସ୍ତିତ ଭାରତ ସରକାରଙ୍କର ଦକ୍ଷତା ବିକାଶ ପୁନର୍ବାସ ଏବଂ ଭିର୍ଣ୍ଣକ୍ଷମ ସଶକ୍ତି କରଣ ବିଭାଗ ଅଧିନସ୍ଥ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର (ସିଆରସି) ବଲାଙ୍ଗିର ଠାରେ ଆନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଦିବସ ପାଳିତ ହୋଇଯାଇଛି
Read More...

ପୁଅ ମୃତ୍ୟୁର କେଇ ଘଣ୍ଟା ପରେ ମାଁର ମରଣ

ଲୋଇସିଂହା, (କେପିଏନ୍‌ଏସ୍‌) : ପୁଅ ମୃତ୍ୟୁର କେଇ ଘଣ୍ଟା ପରେ ମାଁର ମରଣ ହେବା ଓ ଗୋଟିଏ ଜୁଇରେ ଉଭୟ ମାଁ ଓ ପୁଅଙ୍କ ଶବ ସତ୍କାର କରାଯିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଲୁଚକିବାହାଲ ଗ୍ରାମରେ । ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଲୁଚକିବାହାଲ
Read More...

କଣ୍ଟାବାଞ୍ଜିରେ ଜଳ ଉତ୍ସବ ହେଲା ବନ୍ଦ : ୱାର୍ଡ ସଭ୍ୟଙ୍କୁ ଅଣଦେଖା ଅଭିଯୋଗ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାବାଞ୍ଜି ସହର ଶିବ ବନ୍ଧ ଠାରେ କଣ୍ଟାବାଞ୍ଜି ଏନ୍‌ଏସି ତରଫରୁ ବୁଧବାର ଜଳ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ
Read More...

୨୦୨୪-୨୫ରେ ଭାରତୀୟ ଖାଦ୍ୟ ନିଗମରେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ
Read More...

ଆସନ୍ତାକାଲି ଭୁବନେଶ୍ୱରରେ ହେବ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଚଳିତ ମାସ ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲ୍‌ସି ୩.୦ ଅଭିଯାନପେନ୍‌ସନ୍‌ଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ପ୍ରମାଣିକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ନୂଆଦିଲ୍ଲୀ, (ପିଆଇବି) : ପେନ୍‌ସନ୍‌ ଏବଂ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ
Read More...

ଆଇଏଫ୍‌ଏଫ୍‌ଆଇ ୨୦୨୪ରେ ଫିଲ୍ମ ବଜାର ପ୍ରଦର୍ଶନୀ କକ୍ଷରେ ୨୦୮ଟି ଫିଲ୍ମ ହେବ ପ୍ରଦର୍ଶିତ

ନୂଆଦିଲ୍ଲୀ, (ପିଆଇବି) : ୫୫ତମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଚଳିତ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଏକ ଭବ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଫିଲ୍ମ ବଜାରର ଅଷ୍ଟାଦଶ ସଂସ୍କରଣ ମଧ୍ୟ ଚଳିତ ମାସ ୨୦ରୁ ୨୪ ତାରିଖ
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ଆର୍ଥିକ ଅଭାବ ଯୋଗୁ ଭାରତର କୌଣସି ଯୁବକ, ଯୁବତୀ ହେବେ ନାହିଁ ଗୁଣାତ୍ମକ ଉଚ୍ଚଶିକ୍ଷାରୁ ବଞ୍ଚିତଏକ ମିଶନ ମୋଡ୍ ବ୍ୟବସ୍ଥା ଦେଶର ଶ୍ରେଷ୍ଠ ୮୬୦ ଗୁଣାତ୍ମକ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ପ୍ରଦାନ ଓ ଏହାକୁ ବୃଦ୍ଧି କରିବାରେ ହେବ ସହାୟକ,
Read More...

ଟିଟିଲାଗଡ଼ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ସହ ଜନ ସମ୍ପର୍କ ଅଭିଯାନ ସହ ସଦସ୍ୟତା ଅଭିଯାନ ବୁଧବାର ଦିନ ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ତ୍ତ ବିଭାଗ ଡାକ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତି ବିଜ୍ଞାନ ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବିଭାଗୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଯୁକ୍ତ ୩ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ତାଙ୍କର ନିବନ୍ଧ ଉପସ୍ଥାପନା କରି ଧର୍ମ
Read More...