Monthly Archives

September 2024

ରୋଟାରୀ ଏଲିଟ୍‌ର ଉଡାନ ତରଫରୁ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ୍‌ର ଉଡାନ ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁମାନଙ୍କୁ କୃତଜ୍ଞତା ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଛାତ୍ରୀମାନେ ଏହି ଆୟୋଜନ କରିଥିଲେ । ଏଥିରେ ଅତିଥି ବକ୍ତା ଭାବରେ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଡ.
Read More...

କୁଶସରୁ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଞ୍ଚାୟତ ମହା ବିଦ୍ୟାଳୟ ସମ୍ମୁଖରେ ଥିବା କୁଶସରୁ ଜଙ୍ଗଲରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ଜଣକ ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଅଧୀନର ଏକ ଗାଁରେ ତାଙ୍କ ଘର । ସେ +୨ ପ୍ରଥମ ବର୍ଷରେ ପଢୁଥିଲେ ।
Read More...

ଭଟଲିରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ କ୍ରୀଡା ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ୍‌ ଆଚାର୍ଯ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କ୍ରୀଡା କ୍ଷେତ୍ରରେ ବହୁତ ନାମ ରଖିଥିଲା । ଏହି ଅଞ୍ଚଳରୁ ବହୁ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ରାଜ୍ୟ ସ୍ତରରେ ଭଟଲିର ଛାପ ଛାଡ଼ି ପାରୁଥିଲେ । ମାତ୍ର ତାହା ବର୍ତ୍ତମାନ ପରିସ୍ଥିତିରେ ଆଉ ଦେଖିବାକୁ
Read More...

ଗଞ୍ଜାମ ବ୍ଲକସ୍ତରୀୟ ସାନଗୋପାଳପୁରରେ ଗୁରୁ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନଗୋପାଳପୁରର ବାବା ମଲିକେଶ୍ୱରଙ୍କ ପୀଠରେ ଥିବା କଲ୍ୟାଣ ମଣ୍ଡପରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ଗୁରୁ
Read More...

ଜିଲ୍ଲା ବ୍ରାହ୍ମଣ ସମାଜର ବାମନ ଜନ୍ମ ଓ ନୁଆଁଖାଇ ଭେଟ୍‌ଘାଟ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତ୍ରିବାର ଓଁକାର ଉଚ୍ଚାରଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଗଲା । ଜିଲ୍ଲା ବ୍ରାହ୍ମଣ ମହାସଭାର ସଦସ୍ୟ ଥିବା ୨ ଜଣ ବିଶିଷ୍ଠ
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଦହମୁଣ୍ଡା ସ୍ଥିତ ଯୁକ୍ତ ୨ କଳା ବିଭାଗ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ କରାଯାଇଛି । ଏଥିରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା
Read More...

ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱର୍ଗତ ଦ୍ୱାରୁର ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଲେପାଲି ବାର୍ଦ୍ଧକ୍ୟ ଆବାସ ଠାରେ ଗତ ପବିତ୍ର ଜନ୍ମାଷ୍ଟମି ଦିନ ସ୍ୱର୍ଗରୋହଣ କରିଥିବା ଦ୍ୱାରୁର ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ କହିଥିଲେ ଯେ,
Read More...

ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍‌ ବାତିଲ କରିବା ଏବଂ ସୋରଡ଼ା ଜଳ ଭଣ୍ଡାରର ପୁନରୁଦ୍ଧାର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୂଲ୍ୟା ନଦୀରେ ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍‌ ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାବାସୀଙ୍କ ଅହେତୁକ କ୍ଷତି ଘଟିବ, ଏହାକୁ ନିଶ୍ଚିତ ଭାବେ ବାତିଲ କରିବା ସାଂଗକୁ ସୋରଡ଼ା ଜଳ ଭଣ୍ଡାରର
Read More...

କୋଟେନଚୁଆଁ ହାଇସ୍କୁଲ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ମେହେର ପାଇଲେ କଳାହାଣ୍ଡି ଜୋନାଲ୍ ଶିକ୍ଷକ ପୁରସ୍କାର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କୋଟେନଚୁଆଁ ହାଇସ୍କୁଲ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ମେହେର ପାଇଲେ କଳାହାଣ୍ଡି ଜୋନାଲ୍ ଶିକ୍ଷକ ପୁରସ୍କାର । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ସରକାରୀ
Read More...

ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ଓଡ଼ିଶା ଦ୍ୱାରା ଆୟୋଜିତ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ
Read More...