Daily Archives

ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲ ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା, ତଥା ଅନ୍ତୋଦୟ ଓ ଏକାତ୍ମ ମାନବ ବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ
Read More...

ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ସୁନାମୁଦୀ ଓ ବରପଦର ଗ୍ରାମରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁନାମୁଦୀ ଠାରେ ଆୟୋଜିତ ଶିବିରରେ ଶ୍ରୀମତୀ ସସ୍ମିତା ସାହୁ,
Read More...

ରୋଟାରୀ କ୍ଲବ ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନର ଅଧ୍ୟକ୍ଷ ପିଡିଜି ରୋଟାରୀୟାନ୍‌ ଫକୀର ଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଅର୍ଥ ବିଭାଗ ଅଧିନସ୍ଥ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ଦ୍ୱାରା ପାଟଣାଗଡ ଉପଖଣ୍ଡ, ଅନ୍ତର୍ଗତ କୁକୁରମୁଣ୍ଡା ଗ୍ରାମ ଓ ପାଟଣାଗଡ ବିଜ୍ଞାପିତ ଅଂଚଳରେ ଆର୍ଥିକ ସାକ୍ଷରତା ଓ
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳ ସ୍ତରୀୟ ବିଭିନ୍ନ ବିଷୟଭିତ୍ତିକ କୁଇଜ୍ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବିଇଓ ବିନୋଦ ପରମାଣିକ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ବାଳିକା
Read More...

ବଲାଙ୍ଗିର ରେଳ ଷ୍ଟେସନରୁ ଟିଟିଲାଗଡ଼ ହାଟପଦା ପଡ଼ାର ଅଶୋକ ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଘଣ୍ଟାଶୁଣି ସ୍କୁଲ ସାମ୍ନାରେ ରହୁଥିବା ଅଶୋକ ସାହୁ ତାଙ୍କର କୌଣସି କାର୍ଯ୍ୟ ପାଇଁ ବରପାଲି ଯିବାକୁ ସକାଳୁ ପେସେଞ୍ଜର ଟ୍ରେନ ଯୋଗେ ବାହାରି ଥିଲେ ବୋଲି ଜଣାପଡିଛି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମୃତ ଶରୀର ଓ ଆଧାର
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ଅଭିଯୋଗ

ଏନେଇ ପ୍ରଥମ ବର୍ଷ ଛାତ୍ର ଭୟଭୀତ ଓ ଅଶାନ୍ତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ହୋଇଥିବା ନେଇ ଏକ ସୂଚନା ଭାଇରଲ ହୋଇଛି । ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ,
Read More...

କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗୁଦେରପାଲି ଗ୍ରାମପଞ୍ଚାୟତ : କିଏ ସ୍ୱଚ୍ଛ କିଏ ନିର୍ମଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଏଗାର ବାର ବର୍ଷ ପୂର୍ବରୁ ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା, ତାର ଉଚ୍ଚ ସ୍ତରୀୟ ତଦନ୍ତ ଯୋଗୁଁ ଚର୍ଚ୍ଚାରେ ରହିଆସୁଛି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ । ଗାଁ ପରିମଳ ଧୋବା ତୁଠରୁ ସଦୃଶ ଗୁଦେରପାଲି
Read More...

ବେହେରାପାଲିର କମ୍ୟୁନିଟି ହଲ ଠାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୨୬.୦୯.୨୦୨୪ ରିଖରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କନ୍ଧପାଲି ପଡ଼ା, ବଲାଙ୍ଗିର ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ବେହେରା ପାଲିର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଥିଲା ।
Read More...

ଓଡ଼ିଶାର ଜଣେ ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିର ଅନେକ ଅଭୁଲା ଅତୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତିଗତ ବିଦ୍ଵେଷ ଓ ଶୋଷଣରୁ ଦଳିତମାନଙ୍କ ମୁକ୍ତି ପାଇଁ ଜାତିଭେଦ, ବର୍ଣ୍ଣ ଭେଦ, ଧର୍ମ ଭେଦ ଭଳି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଆସିଥିବା ଓଡ଼ିଶାର ଜଣେ ସଂଗ୍ରାମୀ ପୁରୁଷ, ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଆଜି
Read More...