Daily Archives

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ : ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ୨ ଭାଗ କରିପାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି ନରସିଂହ । ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ୨ ଭାଗ କରିପାରେ । ଗଡଜାତ ମିଶ୍ରଣ ସମୟରେ ସର୍ତ୍ତ ଥିଲା ଗଡଜାତ ଅଂଚଳ ଯେତେ ସୁବିଧା ପାଉଛି ସେ ସବୁ ସୁବିଧା ମିଶ୍ରଣ ପରେ ମଧ୍ୟ ବଳବତ୍ତର ରହିବ କିନ୍ତୁ
Read More...

ଡାକ୍ତରଖାନା ପରିସରରୁ ମୋଟର ସାଇକଲ ଚୋରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନା ପରିସରରୁ କେହି ଜଣେ ଦୁର୍ବୃତ୍ତ ଏକ ମୋଟର ସାଇକଲ ଚୋରି କରି ଫେରାର୍‌ ହୋଇ ଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ପଦ୍ମପୁର ସ୍ଥିତ ଚାରପାଲି ଗ୍ରାମରେ ରହୁଥିବା ପ୍ରଭାସ କୁମାର ଜାଲ ଗତ ରାତି ୮ ଟା ୩୦ ମିନିଟ୍‌
Read More...

ରାଉରକେଲାରେ ମହିଳାଙ୍କ ସୁରକ୍ଷା ପାଇଁ ସାମାଜିକ ସଂଗଠନ ଗୁଡ଼ିକର ସ୍ୱର ଉତ୍ତୋଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମାର୍ଟ ସିଟି ରାଉରକେଲା ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସହ ମହିଳା ଶିଶୁ ମାନଙ୍କ ପ୍ରତି ବ୍ୟଭିଚାର, ଦୁଷ୍କର୍ମ ଆଦି ବଢି ଚାଲିଛି । ସମ୍ପ୍ରତି ଏଭଳି ଅବସ୍ଥା ହୋଇଛି ଯେ, ମହିଳାମାନେ ଏକୁଟିଆ କୌଣସି ସ୍ଥାନକୁ ଯିବାକୁ ସୁରକ୍ଷିତ
Read More...

ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଛନ୍ତି ବାବାରାମଦେବ ନଗରର ମହିଳା

ସ୍ଥାନୀୟ ନେତାମାନେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ସ୍ୱଚ୍ଛତାକୁ ପୁନଃ ପରିଭାଷିତ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଜୟପୁରର ଜନଗହଳିପୂର୍ଣ୍ଣ ବାବାରାମଦେବ ନଗର ବସ୍ତିରେ କିଛି ମହିଳା ନେତ୍ରୀ ସ୍ୱଚ୍ଛତା ଉପରେ ଜୋର ଦେଇ ପ୍ରମାଣିତ କରିଛନ୍ତି ଯେ ତୃଣମୂଳ ସ୍ତରରୁ ହିଁ ପ୍ରକୃତ
Read More...

ବିପୁଳ ପରିମାଣର ନକଲି ମଦ ଜବତ : ୫ ଗିରଫ

କଟକ, (କେପିଏନ୍‌ଏସ୍‌) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଏସ୍‌ଆର୍ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ । ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଘଟଣାରୁ ପ୍ରକାଶ ଯେ, ଆଜି ସକାଳୁ ଅବକାରୀ ବିଭାଗର ୧୦ ଜଣିଆ ଟିମ୍‌ ଏସ୍‌ଆର୍‌ ବାର୍‌ ମାଲିକଙ୍କ ଘର ଭଦ୍ରେଶ୍ୱର ଥାନା
Read More...

କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବଡବନ୍ଧ ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଏ.ବି.ଇ.ଓ ଦାଶରଥି ଥନାପତି,
Read More...

ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହୋଟେଲରେ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ବଲାଙ୍ଗିର ଦିନ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳନ ପାଇଁ
Read More...

ବଲାଙ୍ଗିର କରାଟେ ସଂଘର ୪ ଜଣ କରାଟେକାଙ୍କ ପାଟଣା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିହାର ରାଜ୍ୟର ପାଟଣା ଠାରେ ଅନୁଷ୍ଠିତ ହେବାକୁ ଥିବା ‘୪ତମ ପୂର୍ବ ଭାରତ କରାଟେ ପ୍ରତିଯୋଗିତା ୨୦୨୪’ରେ ବଲାଙ୍ଗିର ଜିଲ୍ଲା କରାଟେ ଡୁ ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର ୪ ଜଣ (୨ ବାଳିକା ଓ ୨ ବାଳକ) କରାଟେକା ଓଡିଶା ରାଜ୍ୟ କରାଟେ ଡୁ ସଂଘ ଦ୍ୱାରା
Read More...

ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ ଧୁମଧାମରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରଷ୍ଟ୍ର ପୁନେରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାର ସମସ୍ତ ପରିବାର ମିଶି ନୂଆଁଖାଇ ଭେଟ୍‌ଘାଟ୍‌ ବହୁତ ଖୁସିରେ ଧୁମଧାମରେ ପାଳନ କରିଛନ୍ତି । ଓଡ଼ିଶାର ମହାନ ଗଣପର୍ବ । ଏହି ନିଆରା କୃଷି ଭିତ୍ତିକ ପର୍ବରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଓଡ଼ିଶା
Read More...

ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଉରକେଲା ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ସେକ୍ଟର-୫ ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମିଳନୀର
Read More...