Daily Archives

ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମାନସୀ ଦାଶ, ପ୍ରଶାନ୍ତ ନାୟକ, ଗଣେଶ ପଟ୍ଟନାୟକଙ୍କ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହିତ ସ୍ୱନାମଧନ୍ୟ କଳାକାରଗଣଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ
Read More...

ବିଶିଷ୍ଟ ଲେଖକ ପବିତ୍ର ମୋହନ ଦାଶଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଲେଖକ ପବିତ୍ର ମୋହନ ଦାଶ ଚଳିତ ବର୍ଷର ରାଜ୍ୟସ୍ତରୀୟ 'ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର' ପାଇଁ ମନୋନୀତ ହୋଇଛନ୍ତି । ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ବଲାଙ୍ଗିର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ
Read More...

ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ମୋହନା : ଧାନ ବିଲରେ ପଡ଼ିରହିଛି ଯୁବକଙ୍କ ମୃତଦେହ । ମୃତକ ଜାଡିଙ୍ଗି ଗାଁର ରବି ମାଝୀ ବୋଲି ଜଣାପଡିଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଗଜପତି ଜିଲ୍ଲା ଅଡବା ଥାନା ଜାଡିଙ୍ଗି ଗାଁ ନିକଟସ୍ଥ ଧାନ ବିଲରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ବୁଧବାର ଜାଡିଙ୍ଗି ଗାଁ
Read More...

ମା’ ଭଗବତୀଙ୍କ ଶାରଦୀୟ ପୂଜା

କଟକ, (କେପିଏନ୍‌ଏସ୍‌) : ଆରମ୍ଭ ହୋଇଛି ପାର୍ବଣ ପକ୍ଷ । ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶାରଦୀୟ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ କଟକ ଜିଲ୍ଲା ସାଲେପୁର ବଟେଶ୍ୱର ଗାଁରେ ଅବସ୍ଥିତ ଅନ୍ୟତମ ଶକ୍ତି ପୀଠ ମା' ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ନିର୍ଦ୍ଧାରିତ ସମୟ
Read More...

ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୋର : ଦୁଇ ଦିନ ଧରି ନିଖୋଜ ଥିଲେ ବୃଦ୍ଧ । ନାଳରୁ ଉଦ୍ଧାର ହେଲା ମୃତଦେହ । ମୃତକ ଖଇରା ବ୍ଲକ କଣ୍ଟାପଡା ଶାସନ ଗ୍ରାମର ବନା ବୈଶାଖ ବୋଲି ଜଣାପଡିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବଟେଶ୍ୱର ପୋଲ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ବନା ବୈଶାଖ ଦୁଇ ଦିନ ପୂର୍ବରୁ କେଉଁ ଆଡ଼େ
Read More...

ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠରେ ମଙ୍ଗଳବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସମୟରେ ମା'ଙ୍କ ପାଟଖଣ୍ଡା, ବିଜୟ ପ୍ରତିମା, ଘଣ୍ଟ, ଛତ୍ର ଧରି ବିରାଟ ପଟୁଆର ସହ ସେବକ,
Read More...

ମା’ ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ନବନିର୍ମିତ ଢୁଲୁଘାଟି ରାସ୍ତା ପାଖରେ ମା' ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ସ୍ଵାଧୀନତାର ପରବର୍ତ୍ତୀ ସମୟରୁ ଅଞ୍ଚଳର ସାମାଜିକ ଓ
Read More...

ଭାରତରେ ଆନିମେ ଏବଂ ମାଙ୍ଗା ସଂସ୍କୃତି ଓ ସ୍ରଷ୍ଟା ଅର୍ଥବ୍ୟବସ୍ଥାକୁ ବଡ଼ ପ୍ରୋତ୍ସାହନ

ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତାର ଶୁଭାରମ୍ଭ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ୨୬ ନଭେମ୍ବର, ୨୦୨୪ରେ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିଯୋଗିତାଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି
Read More...

ସାରା ରାଜ୍ୟରେ ପ୍ରବଳ ବର୍ଷା : ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ଆଜି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼,
Read More...

ଟ୍ରକ୍‌କୁ ଧକ୍କା ଦେଲା କାର୍‌ : ୭ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : ଗୁଜରାଟ ସାବରକଣ୍ଠା ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୭ ଜଣ ମୃତ । ସୂଚନା ମୁତାବକ, କାର୍‌ରେ ଥିବା ସମସ୍ତେ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଅହମ୍ମଦାବାଦରୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ
Read More...