Daily Archives

ସରକାରଙ୍କ ଉପଲବ୍ଧିର ୧୦୦ ଦିନ ସମ୍ପର୍କରେ କୋଶଳବାଦୀ ନେତା ପ୍ରମୋଦ ମିଶ୍ରଙ୍କ ମତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନକଟ ଅତିତରେ ସରକାର ତାଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ତାଙ୍କର ଉପଲବ୍ଧି ଓ ୨୦୩୬ ପର୍ଯ୍ୟନ୍ତ ରାଜ୍ୟ ପାଇଁ କଣ କଣ ମିଶନ ରଖିଛନ୍ତି ତାହା ଉପସ୍ଥାପିତ କରିଛନ୍ତି । ରାଜ୍ୟ ସରକାର ଅନେକ ଗୁଡିଏ କଥା କହିଥିଲେ ମଧ୍ୟ କୋଶଳ ଅଂଚଳର ମୁଖ୍ୟ ଦାବୀ ସ୍ୱତନ୍ତ୍ର
Read More...

ଓଡିଶା ବିକାଶ ମେଳା ୨୦୨୪ ବଲାଙ୍ଗିରରୁ ଅଗଲାପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ୱାରା ପଥରଚେପା ଠାରେ ଆୟୋଜିତ 'ବିକାଶ ମେଳା ୨୦୨୪'ରେ ଉତ୍ତମ ସ୍ୱାସ୍ଥ୍ୟ ସେବା, କାର୍ଯ୍ୟ, ଦକ୍ଷତା, ସମୟାନୁବର୍ତ୍ତିତା ଓ ଦଳଗତ ନିଷ୍ଠାକୁ ଭିତ୍ତି କରି ୨୦୨୪-୨୫ ଆର୍ଥିକ ବର୍ଷ ଜାତୀୟସ୍ତରୀୟ ଗୁଣବତ୍ତା ସୁନିଶ୍ଚିତ
Read More...

ସିରଜିନାର ସାଧାରଣ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସିରଜିନା ଅନୁଷ୍ଠାନ ପକ୍ଷରୁ ରବିବାର ସନ୍ତୋଷ ମହାନ୍ତିଙ୍କ ପୌରୋହିତ୍ୟରେ ମୁକ୍ତା ଲଜ୍‌ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିବା
Read More...

ବିଞ୍ଝାଲ ସମାଜ ଯୁବଗୋଷ୍ଠୀ ପକ୍ଷରୁ ବୈଠକ

ମଦ ହିଁ ଯୁବ ଗୋଷ୍ଠୀକୁ ବିପଥଗାମୀ କରୁଛି ।ମଦରୁ ନିବୃତ୍ତ ରହିବାକୁ ଆହ୍ୱାନ । ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ଯୁବ ଗୋଷ୍ଠୀ ଦ୍ଵାରା ଆଜି ପାଇକମାଲ ନିକଟସ୍ଥ ନୃସିଂହନାଥ ମନ୍ଦିର ମାଁ ବିନ୍ଧ୍ୟବାସିନୀ ଦେବୀଙ୍କ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ସପ୍ତାହ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱସ୍ଥ୍ୟ ଓ ପରିବାର
Read More...

ବ୍ରାହ୍ମଣୀପାଲିରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ମହୁମାଛି ଆକ୍ରମଣ : ଜଣେ ମୃତ, ୪ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେତିଆପଡ଼ା ୠାଁରେ ଅଘଟଣ । ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବେତିଆପଡ଼ା ଗାଁରେ ୫ ଜଣ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ
Read More...

ଖପ୍ରାଖୋଲ ପୋଲିସ ଖାତା ଖୋଲିଲା : ଜଣେ ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ଥମୁ ନାହିଁ । ଗତକାଲି ଲାଠୋର ଠାରେ ଦାଦନ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବାର ୧୦ ଘଣ୍ଟା ଭିତରେ ଖପ୍ରାଖୋଲ ପୋଲିସ ଗୋଟିଏ ୮ ମାସର ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବାରେ
Read More...

ଓଲଟିଲା କପା ବୋଝେଇ ଟ୍ରକ୍‌ : ଡ୍ରାଇଭର୍‌ ଆହତ

ସୋନପୁର : ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଟ୍ରକ୍‌ଟି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ବୋଝେଇ ଯାଉଥିବା ବେଳେ ଘଟିଛି ସୂଚନା ଅନୁସାରେ, ଏକ ଟ୍ରକ୍ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ କପା ନେଇ ପଶ୍ଚିମବଙ୍ଗକୁ ଯାଉଥିଲା
Read More...

୨୭ରେ ବସିବ ଗଞ୍ଜାମ ଜିଲ୍ଲାପରିଷଦ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ସେପ୍ଟେମ୍ବର ୨୭ ତାରିଖରେ ବସିବ, ଗଞ୍ଜାମ ଜିଲ୍ଲାପରିଷଦ ବୈଠକ । ଏନେଇ ବିଜ୍ଞପ୍ତି ଚୂଡ଼ାନ୍ତ ପ୍ରକାଶ ପାଇଛି । ଗତ ଗୁରୁବାର ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ସ୍ୱତନ୍ତ୍ର ବୈଠକରେ ବିରୋଧିଙ୍କ ଦାବୀ ଉପସ୍ଥାପନା ନେଇ ଗଞ୍ଜାମ ଜିଲ୍ଲା ପରିଷଦର
Read More...