Daily Archives

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାହିତ୍ୟ ବିଭାଗର ଦାୟିତ୍ୱରେ ଥିବା ଉପସଭାପତି ଡ. ସନାତନ ପ୍ରଧାନଙ୍କ
Read More...

ଟ୍ରେଡ୍‌ ୟୁନିୟନ୍‌ ମାନଙ୍କ ମିଳିତ ବୈଠକ

ଶ୍ରମ କୋର୍ଡ ବାତିଲ ଦାବିରେ ୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସମସ୍ତ ଟ୍ରେଡ ୟୁନିୟନ୍‌ମାନେ ବାରମ୍ବାର ଦାବି ଓ ଆନ୍ଦୋଳନ ଚଳାଇ ଆସିଥିଲା ବେଳେ କେନ୍ଦ୍ର ବିଜେପି ସରକାର ଶ୍ରମିକ ବିରୋଧୀ ଶ୍ରମକୋର୍ଡ ଲାଗୁ କରିବା ପାଇଁ ସମସ୍ତ
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗାଇସିଲେଟ, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ସଂସ୍କୃତ ବିଭାଗ ପକ୍ଷରୁ ନବାଗତ ଯୁକ୍ତ ୩ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ନାରାୟଣ ମିଶ୍ର ସଭାପତିତ୍ୱ
Read More...

ଦେଓଗାଁ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୧ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ କୃତ୍ରିମ ବୁଦ୍ଧିମତ୍ତା, ସମ୍ଭାବନା ଓ ଉଦ୍‌ବେଗ ଉପରେ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ଚକ୍ରରେ
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡ଼ାରେ ମିନି ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ

ଅନୁଷ୍ଠିତ ହେଲା ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାଠାରେ ମିନି ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ ଏବଂ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ
Read More...

ଆନ୍ଦୋଳନ ପରେ ପ୍ରଶାସନ ଚେତା ପଶିଲା : ୨୪ ଘଣ୍ଟା ନ ପୁରୁଣୁ ଅଧିକାରୀଙ୍କ ପରିଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ରୋଗ ସହିତ ରାସ୍ତାଘାଟ , ଡ୍ରେନ ଓ ଲାଇଟ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି । ଉକ୍ତ ସମସ୍ୟା ନେଇ ବଜରଙ୍ଗ ଦଳ ଆହ୍ୱାନ କ୍ରମେ ବ୍ଲକ ଘେରାଉ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହାପରେ ସଇଁତଲା ବିଡ଼ିଓ
Read More...

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଚତୁର୍ଥ ଆଞ୍ଚଳିକ ବୈଠକ ଅନୁଷ୍ଠିତ

ଇଏଲ୍‌ଆଇ ଯୋଜନା ଅଧୀନରେ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଶ୍ରମ ଶକ୍ତିର ଆନୁଷ୍ଠାନିକ ରୂପ ଦେବା ପାଇଁ ଉଭୟ ବୃହତ ଉଦ୍ୟୋଗ ଓ ଏମ୍‌ଏସ୍‌ଏମ୍‌ଇକୁ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରଣାଳୟ ସଚିବଶ୍ରମ ସଂସ୍କାର, ଶ୍ରମ କଲ୍ୟାଣ, ଗୁଣାତ୍ମକ
Read More...

ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ : ଭୁବନେଶ୍ୱରର ଭିଏସ୍ଏସ୍ ନଗର ଠାରେ ତିନି ଘଣ୍ଟା ମଧ୍ୟରେ ରୋଡ ଓଭର…

ଭୁବନେଶ୍ୱର, (ପିଆଇବି) : ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ ୩୬ ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ ୩୫ ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଅଛି । ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ
Read More...

ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ…

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ, ୱେଭ୍ସ ଭାରତକୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଏକ ଅତୁଳନୀୟ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିବଉଦ୍‌ଘାଟିତ ହେଲା ୱେଭ୍ସର 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ସିଜନ-୧, ଯୁବବର୍ଗଙ୍କୁ ଅଧିକ ସଂଖ୍ୟକ ଅଂଶଗ୍ରହଣ
Read More...

ଆନ୍ତର୍ଜାତୀୟ ଶାନ୍ତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ, ୨୧ ସେପ୍ଟେମ୍ବରରେ 'ଆନ୍ତର୍ଜାତୀୟ ଶାନ୍ତି ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ, ଅସନ୍ତୋଷ ଏବଂ ଅଶାନ୍ତିରୁ ବଞ୍ଚିତ ଏକ ବିଶ୍ୱ ପାଇଁ ଆମର ମିଳିତ ଆକାଂକ୍ଷାକୁ ଦର୍ଶାଏ । ମିଳିତ ଜାତିସଂଘର ସାଧାରଣ
Read More...
error: Content is protected !!