Daily Archives

ସେକ୍ଟର ୧୯ ଥାନାର ଆମ ପୁଲିସର ଜନ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ଓ ସେକ୍ଟର-୧୯ ଥାନା ଆମ ପୁଲିସ ତରଫରୁ ଏକ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ
Read More...

ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟରେ ହେପି ଓନାମ୍‌ ଦିବସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟରେ ସମାଜରେ ମାନବିକତା, ସମତା ଓ ପ୍ରେମ ପ୍ରତିଷ୍ଠାର ପ୍ରତୀକ ସୁନିଆଙ୍କ ବାମନ ଜନ୍ମ ଓ ୧୪୩୨ ସାଲ ପ୍ରବେଶ ପାଳନ ଅବସରରେ ହେପି ଓନାମ୍‌ ଦିବସ ପାଳିତ ହୋଇଯାଇଛି । ପ୍ରେମର ସଭାପତି ଡ. ଜାକୋବ ଥୁଣ୍ଡିଲଙ୍କ
Read More...

ଇ-ସିନେ ପ୍ରମାଣରେ ସଫଳତା ପୂର୍ବକ କାର୍ଯ୍ୟକାରୀ ହେଲା ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡସ୍‌’ ମଡ୍ୟୁଲ

ଫିଚର୍‌ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମରେ ଗୋଟିଏ ସୁଗମତା ବୈଶିଷ୍ଟ୍ୟ ଉପଲବ୍ଧ ହେବ ନୂଆଦିଲ୍ଲୀ, (ପିଆଇବି) : ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ’ ବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ୧୫ ସେପ୍ଟେମ୍ବର ୨୦୨୪ ଠାରୁ ଇ-ସିନେମା ପ୍ରମାଣରେ
Read More...

ରଚନାର ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ‘ଶରତର ସୁର’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତା ଜୀବନର କଥାକହେ, କବିତାରେ ହିଁ ଚିହ୍ନି ହୁଏ ଜୀବନକୁ, ଅନୁଭବ ହୁଏ ପ୍ରକୃତିକୁ । ସମସ୍ତଙ୍କ ଭିତରେ ଗୋଟେ କବିପଣ ଥାଏ, କେହି କେହି ତାଙ୍କୁ କାଗଜରେ ଉତାରି ପରିଚୟ ପାଇଥାନ୍ତି । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନାର
Read More...

୬ ଶିଶୁ ସମେତ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଲପଡା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଦାଦନ ଋତୁ ଏବଂ ବର୍ଷର ପ୍ରଥମ ବେଆଇନ ଦାଦନ ଚାଲାଣ କେସ ପଞ୍ଜିକୃତ ହୋଇଛି ବେଲପଡା ଥାନାରେ । ଦାଦନ ଶ୍ରମିକମାନେ କାମ କରିବା ପାଇଁ ନିଜ ସ୍ତ୍ରୀ, ପିଲାଛୁଆଙ୍କୁ ସାଙ୍ଗରେ ଧରି ବର୍ଷଟେ ପାଇଁ ଚାଲିଯାଉଛନ୍ତି ବାହାର
Read More...

ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ) ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି, ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠରେ ଥିବା ଆଇ.ଆର୍‌.ଇ.ଏଲ୍.(ଇଣ୍ଡିଆ) ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି ଏବଂ ସଂରକ୍ଷଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଦାବି ପ୍ରସଙ୍ଗରେ ଏକ ସ୍ମାରକପତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ
Read More...

ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ସ୍ୱୀକୃତିପ୍ରାପ୍ତ ୟୁନିୟନ୍‌ ଭାବେ କୃତିତ୍ଵ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃତିପ୍ରାପ୍ତ ୟୁନିୟନ୍‌ ଭାବରେ ନିଜର ବିଗତ ୨ ବର୍ଷର କୃତିତ୍ୱ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଷ୍ଟିଲ୍‌
Read More...

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ରବିବାର ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ
Read More...

ବିଶ୍ୱ ଓଜୋନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଜୋନ ହେଉଛି ତିନୋଟି ଅମ୍ଳଜାନ ପରମାଣୁରେ ଗଠିତ ଏକ ଅଣୁ, ଯାହା ପ୍ରାୟତ ୩ ଭାବରେ ସୂଚିତ । ଓଜୋନ ସ୍ତର ପୃଥିବୀ ପୃଷ୍ଠରୁ ପ୍ରାୟ ୧୫-୩୦ କିଲୋମିଟର ଉପରେ ଥିବା ଷ୍ଟ୍ରାଟୋସ୍ପିୟର ମିଳିଥାଏ । ଏହା ସମଗ୍ର ଧରିତ୍ରୀ ଗ୍ରହକୁ ଆଚ୍ଛାଦନ କରେ ଏବଂ
Read More...

ଧାମରା ସଂଘର ବର୍ଷା ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ମେଘ ପ୍ରେମ ଓ ପ୍ରୀତିର ନିଦର୍ଶନ, ପ୍ରେମିକ ବା ପ୍ରେମିକା ନିଜମନରେ ଥିବା ଅକୁହା କଥାକୁ ମେଘ ମାଧ୍ୟମରେ ପରସ୍ପରକୁ ଜଣାଇଥାନ୍ତି । ମେଘରୁ ସୃଷ୍ଟି ବର୍ଷା ପ୍ରେମୀ ଯୁଗଳଙ୍କ ହୃଦୟରେ ଭରିଦିଏ ସବୁଜିମାର ସଂଜୀବନୀର ସ୍ପର୍ଶ । ଆଷାଢ ଆଣେ ଯୌବନ, ଶ୍ରାବଣ ଭରେ
Read More...