Daily Archives

୫୭ତମ ଇଞ୍ଜିନିୟରସ୍ ଦିବସ ପାଳିତ

ଇଞ୍ଜିନିୟର୍ସ ମାନେ ସୃଷ୍ଟି କର୍ତ୍ତା : ଶ୍ରୀ ଭୌମିକ ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ରାଉରକେଲା ତରଫରୁ ୫୭ତମ ଇଞ୍ଜିନିୟରସ୍ ଦିବସ ପାଳନ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ସନ୍ତୋଷ କୁମାର
Read More...

ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ରୋଗରେ ୪ ମୃତ ଏବଂ ଅନେକ ଆକ୍ରାନ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଝାଡ଼ାବାନ୍ତି ରୋଗରେ ୪ ମୃତ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସେରିଗୁମା ପଞ୍ଚାୟତର ଲାମ୍ବେରି ଗ୍ରାମର ଘଟଣା । ସୂଚନା ଅନୁଯାୟୀ ଆଜିକୁ ୭ ଦିନ ହେବ ୪ ଜଣଙ୍କ ମୃତ୍ୟୁ
Read More...

ଗୁଜରାଟର ଗାନ୍ଧୀନଗରଠାରେ ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ)କୁ ଉଦ୍‌ଘାଟନ…

ପ୍ରଥମ ୧୦୦ ଦିନରେ ଆମର ପ୍ରାଥମିକତା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏହା ମଧ୍ୟ ଆମର ଗତି ଓ ପ୍ରଗତିର ପ୍ରତିଫଳନବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତୀୟ ସମାଧାନ‘ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ୱାନ’ସବୁଜ ଭବିଷ୍ୟତ ଏବଂ ନେଟ୍ ଜିରୋ ହେଉଛି ଭାରତର ପ୍ରତିବଦ୍ଧତା‘ଜି-୨୦ରେ ଭାରତ ହେଉଛି
Read More...

ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଭୋରୁ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଏକ ବସ କନ୍ଧୁଣୀ ଦେବୀଙ୍କ ନିକଟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ଯାହାକି ପାଟପୁର ଥାନା ଅଧୀନସ୍ଥ ତପ୍ତପାଣି ଅଞ୍ଚଳର ମାଁ
Read More...

ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ସୋମବାର କନ୍ୟା ସଂକ୍ରାନ୍ତି ତିଥିରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପ୍ରଭୁଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ରିତିନୀତି ଅନୁଯାୟୀ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ପଞ୍ଚମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ୧୫ ଗୋଟି ପଡିଆରେ ୧୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ମୁରସୁଣ୍ଡ ୧-୦ ଗୋଲରେ ଝାରମୁଣ୍ଡାକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମ୍‌ରେ ମନହିରା ସଡନ ଡେଥ୍‌ରେ ବିଡିଏଫଏ ଲୋଇସିଂହାକୁ
Read More...

ଟିକ୍ରାପଡା ଗାନ୍ଧୀ ପାଠାଗାରରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଟିକ୍ରାପଡା ଗାନ୍ଧୀ ପାଠାଗାରରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା
Read More...

ରାଜ୍ୟସ୍ତରୀୟ ଗଜାନନ ଲୋକ ସାହିତ୍ୟ ସମାରୋହ

କଟକ : (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ୫୫ତମ କାର୍ଯ୍ୟକ୍ରମ ଗାନ୍ଧୀ ଭବନ କଟକ ପରିସରରେ ରାଜ୍ୟସ୍ତରୀୟ ଗଜାନନ ଲୋକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ ଗଜାନନ ମହିମା ଶୀର୍ଷକ କବିତା ପାଠ ଏବଂ 'ଗଜାନନ ପୂଜା ବିଧି ଏବଂ ସାମାଜିକ
Read More...

ଯାତ୍ରୀବାହୀ ବସ୍ ଧକ୍କାରେ ମହିଳା ମୃତ

ଭାପୁର : ଭୁବନେଶ୍ଵର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ ମହିଳା । ବସ୍ ଧକ୍କାରେ ଚାଲିଗଲା ଜୀବନ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅର୍ନ୍ତଗତ ଭାପୁର କଳାପଥର ବାଇପାସ୍ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ କରଡାପଲ୍ଲୀ
Read More...

ବଲାଙ୍ଗିର ସମାଜ ସଂସ୍କରଣ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କରଣ ଭାରପ୍ରାପ୍ତ ଶାଖା ପରିଚାଳକ ପାର୍ଥ ମହାପାତ୍ର ଓ ବିଭୁକଲ୍ୟାଣ ଗଡତିଆ କର୍ତ୍ତା ଓ ପଣ୍ଡିତ ନିରଞ୍ଜନ ମହାପାତ୍ର ପୂଜକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ବଲାଙ୍ଗିର ସମାଜ କାର୍ଯ୍ୟାଳୟର ସମସ୍ତ ସାମ୍ୱାଦିକ ଓ କର୍ମଚାରୀ ଦେବଶିଳ୍ପୀଙ୍କ
Read More...