Daily Archives

ପବିତ୍ର ନୂଆଁଖାଇ ଅବସରରେ ରବି ୨୦୨୪ – ୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ସି.ଏମ୍.କିଷାନ ସହାୟତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଲଭାନ୍ଵିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲରେ ପ୍ରାୟ ୨ ଲକ୍ଷ ୪୦ ହଜାର ଚାଷୀ
Read More...

ନୀଳାଚଳ ଯୁବ ପରିଷଦର ଗଣେଶ ପୂଜା ଓ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପରିଷଦର ସଭାପତି ରାଜେଶ ମହାରଣା, କାର୍ଯ୍ରକାରୀ ସଭାପତି ଦେବଦତ୍ତ ସାହୁ, ସମ୍ପାଦକ ସମୀର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ
Read More...

ଜୁଏଲଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟଙ୍କ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସନ୍ଧ୍ୟାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସରକୁ ବୁଲିବାକୁ ଆସିଥିଲେ । ଏହି ଅବସରରେ ପାଠାଗାରର କର୍ମକର୍ତ୍ତା ମାନଙ୍କ ସହ ସାକ୍ଷାତକରି ପାଠାଗାରର ଲିଜ ନବିକରଣରେ
Read More...

ସହରରେ ଡେଙ୍ଗୁର କାୟା ବିସ୍ତାର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଡେଙ୍ଗୁ ଚିନ୍ତା ବଢାଉଥିବା ବେଳେ ସେକ୍ଟର- ୫ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା କିଛି ବ୍ୟକ୍ତିଙ୍କୁ ଡେଙ୍ଗୁ ଜ୍ୱର ଗ୍ରାସ କରିଛି । ଏହି ସଂଖ୍ୟା ୬ କିମ୍ବା ୭କୁ ବୃଦ୍ଧି ପାଇଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ।
Read More...

ଅନେକ ପ୍ରତୀକ୍ଷା ପରେ ୫୦ ପ୍ରତିଶତକୁ ଛୁଇଁଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ଅନେକ ଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲ୍ଲାର ଜୀବନ ରେଖା ବୋଲାଉଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୫୦ପ୍ରତିଶତକୁ ଛୁଇଁବା ସହ ୬୩୫ ମିଟରରେ ପହଂଚି ସାରିଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି । ଚଳିତ ବର୍ଷର ଅସ୍ୱାଭାବିକ ବର୍ଷା ହେତୁ କଳାହାଣ୍ଡିର
Read More...

ମାଁ ପାଟଣେଶ୍ୱରୀ ଦେବୀଙ୍କୁ ନବାନ୍ନ ଅର୍ପଣ

ଏକ ହଜାରରୁ ଅଧିକ ଭକ୍ତମାନେ ନବାନ୍ନ ପାଇଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ଅଧିଷ୍ଠାତ୍ରୀ ମାଁ ପାଟନେଶ୍ୱରୀଙ୍କ ପିଠରେ ବିଶୁଦ୍ଧ ଲଗ୍ନ ଅନୁସାରେ ନବାନ୍ନ ଲାଗି ହୋଇଥିଲା । ପାଖର ଦେବାଦେବୀଙ୍କୁ ପୂଜା ସହ ମାଁଙ୍କ ଗୁପ୍ତ ନୀତିରେ ନବାନ୍ନ ଲାଗି ପୂର୍ବକ ମହା ଆଳତୀ
Read More...

ଗଣେଶ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ମୃତ : ଜଣେ ଗୁରୁତର

ନୀଳଗିରି : ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା କୁଳି ଗାଁରେ ଗଣେଶ ମେଢ଼ ଭସାଣି ବେଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁଗତେ ଶନିବାର ଗାଁରେ ବହୁ ଆଡମ୍ୱରରେ ଗଣେଶଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଆଜି ଗାଁରେ
Read More...

୧୪୭୦ ଲିଟର ଚୋରା ଦେଶୀ ମଦ ଜବତ

କଟକ : କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡା ଗ୍ରାମରେ ଅବକାରୀ ଚଢାଉ । ଆଠଗଡ଼ ଓ ତିଗିରିଆ ତହସିଲଦାର, ବନବିଭାଗ ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଚଢାଉ ବେଳେ ୧୪୭୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୮୨୯୫ ଲିଟର ପୋଚ ନଷ୍ଟ କରାଯାଇଛି । ସୂଚନା ଅନୁଯ୍ରାୀ,
Read More...

ଉଦୀୟମାନ ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ୨୦୨୪ ସେପ୍ଟେମ୍ବରରେ ଏମ୍‌ଏସ୍‌ସିଆଇ ଉଦୀୟମାନ ବଜାର ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କ (ଏମ୍‌ଏସ୍‌ସିଆଇଇଏମ୍‌ ଆଇଏମ୍‌ଆଇ)ରେ ଭାରତ ଗୁରୁତ୍ୱ ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ ଷ୍ଟାନଲି ଘୋଷଣା କରିଛି । ଏମ୍‌ଏସ୍‌ସିଆଇ ଇଏମ୍‌ ଆଇଏମ୍‌ଆଇରେ ଭାରତର
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୀଳଗିରି : କୁଳଡିହା ଜଙ୍ଗଳକୁ ଛତୁ ତୋଳିବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ଯୁବକ ଗୁରୁତର । ସୂଚନାଗତ ଯେ, କୁଳଡିହା ଜଙ୍ଗଳ ସୀମାନ୍ତ ଔପଦା ବ୍ଲକ ଅଧିନ ହାତୀଖୁଲିଆ ଗ୍ରାମର କିଛି ଗ୍ରାମବାସୀ ଛତୁ ତୋଳିବାକୁ ଯାଇଥିଲେ । ବୁଦାଭିତରେ ଲୁଚିଥିବା ଏକ ଭାଲୁ ଆକ୍ରମଣ
Read More...