Monthly Archives

September 2024

କଣ୍ଟାବାଞ୍ଜିରେ ମହମ୍ମଦଙ୍କ ଜନ୍ମଦିନ ପାଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ମୁସଲମାନ ସମ୍ପ୍ରଦାୟ ତରଫରୁ ଇଦ ଉଲ୍ ମିଲାଦ ଉନ ନବି ତଥା ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଉତ୍ସବ ପାଳନ ଅବସରରେ ମୁସଲମାନ ଭାଇଭଉଣୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା କଣ୍ଟାବାଞ୍ଜି ସହର ପରିକ୍ରମା କରିଥିଲା । ମାନବତା,
Read More...

ମୁରିବାହାଲର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକର ବିଭିନ୍ନ ସ୍ଥାନରେ ସୋମବାର ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ବିଭିନ୍ନ ରୀତିନୀତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଗୁଡ଼ିଘାଟ ବିଦ୍ୟୁତ ବିଭାଗର ଗ୍ରୀଡ଼ ସବଷ୍ଟେସନରେ ବିଶ୍ଵକର୍ମା ପୂଜା
Read More...

ସୁନାମଧନ୍ୟ କୀର୍ତ୍ତନ ଗାୟକ ଇନ୍ଦ୍ରମଣୀ ପଧାନଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ଗାଁର ସୁନାମଧନ୍ୟ କୀର୍ତ୍ତନ ଗାୟକ ଗୁରୁଶ୍ରୀ ଇନ୍ଦ୍ରମଣୀ ପଧାନଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ପଡ଼ିଆବାହାଲ ସ୍ଥିତ ବାସଭବନରେ ସୋମବାର ଦିନ ତାଙ୍କ
Read More...

ଜସ୍ନେ ଇଦ୍‌ ମିଲାଦ ଉନ୍‌ ନବି ଅବସରରେ ମୁସଲିମ ସମ୍ପ୍ରଦାୟର ବିରାଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜସ୍ନେ ଇଦ୍ ମିଲାଦ ଉନ୍‌ ନବି ଅବସରରେ ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପାଖରେ ଥିବା ମସ୍‌ଜିଦ ଠାରେ ପ୍ରଥମେ ସମସ୍ତ ମୁସଲମାନ ଭାଇମାନେ ଉପସ୍ଥିତ ରହି ସକାଳୁ ନମାଜ ପାଠ କରିଥିଲେ । ତା'ପରେ ସେଠାରୁ ବିଭିନ୍ନ ସାଜସଜ୍ଜା ଗାଡ଼ିରେ ସେମାନଙ୍କ
Read More...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ
Read More...

ଭୁବନେଶ୍ୱର ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟର ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ଷଷ୍ଠ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୩୭ ବର୍ଷର ସମୃଦ୍ଧ ପରମ୍ପରା ପାଳନ କରି ଭୁବନେଶ୍ୱର ଜାଭିୟର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ୧୪ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ଷଷ୍ଠ ସଂସ୍କରଣ ଆୟୋଜନ କରୁଛି । ଚଳିତ ବର୍ଷର ଶିଖର ସମ୍ମିଳନୀ
Read More...

ଛତ୍ରପୁର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପୂଜା ମଣ୍ଡପରେ ପବିତ୍ର ବିଶ୍ଵକର୍ମା ପୂଜା ଯଥାରୀତିରେ ବିଧିବଦ୍ଧ ଭାବେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।
Read More...

ଟାଟାପାୱାରରୁ ଲଟେରୀ ମାଧ୍ୟମରେ ଉପହାର ପାଇବେ ଉପଭୋକ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଟାଟାପାୱାର ପାଇକମାଲ ସବଡ଼ିଭିଜନ୍‌ ଏସ୍‌ଡିଓ ମନରଞ୍ଜନ ନାୟକ ସୋମବାର ବିଶ୍ୱକର୍ମା ପୂଜା ଅବସରରେ ୩ ଜଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରତି ମାସ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତା ଘରୋଇ ବିଦ୍ୟୁତ୍‌
Read More...

ପାଇକମାଳ ଟାଟାପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ପାଳନ

ଅବସର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ଼ ସବଷ୍ଟେସନ୍‌ ପରିସରରେ ଟାଟାପାୱାର କର୍ମଚାରୀମାନେ ବିଶ୍ୱକର୍ମା ଦେବଙ୍କ ପୂଜନ ଉତ୍ସବ ବହୁତ ସୁନ୍ଦର ଭାବରେ ଅତିଥି ମାନଙ୍କ ସହ ପାଳନ କରିଛନ୍ତି । ଏକ ସୁନ୍ଦର ଭବ୍ୟ
Read More...

ଆସୁଛନ୍ତି ମୋଦୀ : ବଢୁଛି ଉତ୍ସାହ

ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇବା ନିରନ୍ତର ପ୍ରକ୍ରିୟାକୌଣସି ଫୋନ୍‌ କଲ୍‌ / ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ ଭୁବନେଶ୍ୱର : ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଗାଁ ଗାଁରେ ଉତ୍ସାହ ବଢୁଛି । ଆସନ୍ତାକାଲି ତା.୧୭/୦୯/୨୦୨୪ରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...