Monthly Archives

August 2024

ନୂଆପଡ଼ା-ବରଗଡ଼ ରେଳ ଲାଇନ୍ ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ନୂଆପଡ଼ା-ବରଗଡ଼ ରେଳଲାଇନ୍ ପାଇଁ ପୁଣି ଥରେ ଦାବି ଦୋହରାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ ଲାଗି ଦାବିପତ୍ର ପ୍ରଦାନ କରିଛନ୍ତି । ସାଂସଦ ପ୍ରଦୀପ ପୁରୋହିତ ଏହି ଦାବିପତ୍ରରେ
Read More...

ପଦ୍ମପୁର ଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ରାଜ୍ୟର ଉନ୍ନତ ଯାତ୍ରୀସେବା ଯୋଗାଇଦେବା ଜନସାଧାରଣଙ୍କୁ ପଦ୍ମପୁର ଉପଖଣ୍ଡ ମୂଖ୍ୟାଳୟ ଠାରେ ବସ୍‌ଷ୍ଟାଣ୍ଡ ସମସ୍ୟା ରହିଛି । ପଦ୍ମପୁର ଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ
Read More...

ମାଲପଡା ଖଦ୍ୟୋତ ଅନୁଷ୍ଠାନର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଖଦ୍ୟୋତର ମାସିକିଆ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆକୁଳ ବେହେରା ବିବରଣୀ ପାଠ କରିଥିଲେ । ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ, ସହରର ବିଭିନ୍ନ
Read More...

କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ କୋଶଲୀ ଲେଖକ, ଗବେଷକ ଓ ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅମର ଆତ୍ମାର
Read More...

ସିଆଇଟିୟୁ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ଓ ଅହୋରାତ୍ରଶ ଜାଗରଣ କାର୍ଯ୍ୟକ୍ରମ ଆସନ୍ତା ୧୪ ଓ ୧୫ ଅଗଷ୍ଟ ୨ ଦିନ ଧରି ଭଞ୍ଜ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହେଇଥିଲା ବେଳେ ଏହି ଅବସରରେ ବିଦ୍ୟାଳୟ ଓ
Read More...

ଉପାନ୍ତ ଅଞ୍ଚଳରେ କାଦୁଅ ପଚ ପଚ ଗ୍ରାମ୍ୟ ରାସ୍ତା

ତୁରେକେଲା, (ମୀନକେତନ ନିଆଲ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତୁରେକେଲା ବ୍ଲକରେ ଥିବା କନ୍ଦେଇ ପଞ୍ଚାୟତର ଯୁବାମାଲ ଗ୍ରାମରେ ଥିବା ଖଡଖଡିଜୋର୍‌ରୁ ମାଝିପଡା ରାସ୍ତା ବର୍ଷାରେ କାଦୁଅ ପାଇଁ ଚାଲିବା କଷ୍ଟକର ହୋଇପଡୁଛି । ଲଗାଣ ବର୍ଷା ଯୋଗୁଁ ଯୁବାମାଲ୍ ଗ୍ରାମ୍ୟରାସ୍ତା
Read More...

ନୃସିଂହନାଥ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ସମାଗମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ସୋମବାର ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭକ୍ତମାନେ ଶନିବାର, ରବିବାର, ସୋମବାର, ୩ ଦିନ ଯାକ ମହାଆନନ୍ଦରେ ଭାର ବୋହି ନାନା ବେଶରେ ମା' ଭଉଣୀଭାଇ ଛୋଟ
Read More...

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ଅଧୀନରେ ‘ଆଦର୍ଶ ସୌର ଗ୍ରାମ : ମୁକ୍ତ ବିଜୁଳି ଯୋଜନା’ କାର୍ଯ୍ୟକାରିତା…

ପ୍ରତ୍ୟେକ ଜିଲ୍ଲାର ବିଜେତା ଗ୍ରାମକୁ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁଦାନ ମିଳିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର : ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ
Read More...

ବରଗଛ ଓହଳରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ବଳିଆବାହାଲ ଗ୍ରାମର ଅଷାଡୁ ମାଝୀ ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଦଦେଶରେ ଏକ ବରଗଛର ଓହଳରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଖପ୍ରାଖୋଲ ଥାନା
Read More...

ସାପ କାମୁଡାରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ନିଲେନ୍ଦ୍ରି ବିଭାର ବୟସ (୨୪) ସେ ଶୋଇଥିବା ସମୟରେ ବିଳମ୍ବିତ
Read More...