Monthly Archives

August 2024

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁବ-ରେଡ୍‌କ୍ରସ୍‌ ଓ ବ୍ରହ୍ମପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅରୁଣା’ର ମିଳିତ ଆନୁକୁଲ୍ୟରେ ‘ଆନ୍ତର୍ଜାତୀୟ ଯୁବ ଦିବସ’ ସୋମବାର ମହାବିଦ୍ୟାଳୟସ୍ଥ ସଭାଗୃହରେ ବେଶ୍‌ ଉତ୍ସାହର ସହିତ ପାଳିତ ହୋଇଯାଇଛି
Read More...

ଛତ୍ରପୁର ଏନ୍. ଏ. ସି. ବୈଠକରେ ତାତିଲେ କାଉନ୍‌ସିଲର୍‌

ନିର୍ବାହୀ ଅଧିକାରୀଙ୍କୁ କଡା-ସମାଲୋଚନା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍. ଏ. ସି.ର ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି । ବର୍ତ୍ତମାନ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଫିସରେ ଠିକ୍ ଭାବେ ରହୁନାହାନ୍ତି
Read More...

ଟ୍ରାକ୍ଟର ଓଲଟି ଡ୍ରାଇଭର୍‌ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲିରେ ଟ୍ରାକ୍ଟର ଡ୍ରାଇଭର୍‌ କ୍ଷେତରେ କାମ କରୁଥିବା ବେଳେ ଗାଡି ଓଲଟି ମୃତ୍ୟୁ ବରଣ କରିଛି । ମୃତକ ହେଲେ ଜୀବନ ଲାଲ ସିଦାର (୫୨) ପ୍ରକାଶ ଥାଉକି ଜୀବନ ଲାଲ ତାର ମାଲିକ
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳ ଶିକ୍ଷାନୁଷ୍ଠାନ ପକ୍ଷରୁ ପବିତ୍ର ଶ୍ରାବଣ ସୋମବାରକୁ ନିଆରା ଢଙ୍ଗରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେନିଥ୍‌ ଲାୟନ୍ସ ଗୁରୁକୁଳର (ଜୁନିଅର୍ୱିଙ୍ଗ)ରେ ପବିତ୍ର ଶ୍ରାବଣ ସୋମବାର ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କାଉଡ଼ିଆ
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଆସନ୍ତା ୩୧ ତାରିଖ ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥି ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟକେତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ପ୍ରତିଷ୍ଠା ଦିବସ
Read More...

ବଲାଙ୍ଗିରରେ ପୁଣି ଦୁର୍ଘଟଣା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଗଲା ଶଙ୍କରଭୁଜି ଗ୍ରାମର ଚତୁର୍ଭୁଜ ଯୁବକଙ୍କ ଜୀବନ

ବଲାଙ୍ଗିର : ବଲାଙ୍ଗିରରେ ପୁଣି ଦୁର୍ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଗଲା ଶଙ୍କରଭୁଜି ଗ୍ରାମର ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ଥାନା ଶଙ୍କରଭୁଜି ଗ୍ରାମର ଚତୁର୍ଭୁଜ ନନ୍ଦ ହୋଇଥିବା ଜଣାପଡ଼ିଛି । ଚତୁର୍ଭୁଜ ରାସ୍ତା ପାର ହେଉଥିବା ବେଳେ ଗାଡ଼ି
Read More...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୁରିବାହାଲ ବ୍ଲକସ୍ତରୀୟ ହିନ୍ଦୁ ସଚେତନତା ଓ ସୁରକ୍ଷା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାଂଲାଦେଶରେ ସୃଷ୍ଟି ହୋଇଥିବା ଅରାଜକତା ଓ ଏହାର ପ୍ରଭାବରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ ତଥା ମୁରିବାହାଲ ବ୍ଲକ ଅଞ୍ଚଳରେ ଅନଧିକାର ଭାବେ ବସବାସ କରୁଥିବା ବାହାର ଅନୁପ୍ରବେଶକାରୀଙ୍କୁ ତୁରନ୍ତ
Read More...

ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ ଘଟଣା : ମଧ୍ୟରାତ୍ରୀରେ ହଟିଲା ରାସ୍ତାରୋକ୍, ଟ୍ରାକ୍ଟର ଅଟକ, ଡ୍ରାଇଭରଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ କ୍ଷତିପୂରଣ ଦାବୀରେ ଚାଲିଥିବା ରାସ୍ତା ଅବରୋଧ ମଧ୍ୟରାତ୍ରୀରେ
Read More...

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସରେ ପାଠଶାଳା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ବରଗଡ଼ ଠାରେ ଗଣଦୃଷ୍ଟି ମିଡ଼ିଆ ଏବଂ ଯୁବ ରେଡ୍‌କ୍ରସ୍‌ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ପାଠଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ବିଶ୍ୱ ବିମ୍ବିତା ରାଉତରାୟଙ୍କ ଅଧ୍ୟକ୍ଷତାରେ ମାନସିକ
Read More...

ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ଗ୍ରାମପଞ୍ଚାୟତକୁ ଏଚ୍. ଆଇ. ଭି. ଏଡ଼ସ୍‌ ମୁକ୍ତ ଘୋଷଣା ନିମନ୍ତେ ସ୍ଵତନ୍ତ୍ର ଅଭିଯାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ଓ ଓଡିଶା ରାଜ୍ୟ ଏଡ଼ସ୍‌ ନିୟନ୍ତ୍ରଣ ସମିତି ଭୁବନେଶ୍ୱରର ମିଳିତ ଉଦ୍ୟମରେ ଖଲ୍ଲିକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ତା ୧୨.୦୮.୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ
Read More...