Daily Archives

ମହିମା ମଠ ଗୃହ ନିର୍ମାଣ ଅନୁଦାନ ମିଳିନି : ସାଧାରଣରେ ଅସନ୍ତୋଷ

କେସିଙ୍ଗା, (ପ୍ରୀତେଶ ପଟେଲ) : ମହିମା ମଠ ନିର୍ମାଣ ଅନୁଦାନ ମିଳିନଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ପଂଚାୟତ ଅଂଚଳରେ ନିର୍ମାଣାଧୀନ ଏକ ଘର ଚର୍‌ଚାର ପରିସରକୁ ଆସିଛି । ଗ୍ରାମର ଜଣେ ଅଲେଖ ମହିମା ବାବାଙ୍କ ମଠରେ
Read More...

ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀରେ ‘ସମାଜ ଓ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ର

ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ : ତନୟା ପଟ୍ଟନାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଯାହା ଅବସ୍ଥା ଅଛି ସେଥିରେ ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି କି ଗଣମାଧ୍ୟମ ମଧ୍ୟ ସୁରକ୍ଷିତ ନାହିଁ । ସମସ୍ତ ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ ବୋଲି
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉତ୍ସବରେ ମାନନୀୟ ଗୋକୁଳାନନ୍ଦ ସାହୁ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ କୃଷ୍ଣ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ଦହିହାଣ୍ଡି ଉତ୍ସବ ଟିଟିଲାଗଡ଼ ପିପଲପଦର ସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ନର୍ସରୀ ରୁ ଚତୁର୍ଥ
Read More...

କପିଳାଭଟାରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚନା କରାଯାଇଛି । ଏଥିରେ କର୍ତ୍ତା ଭାବେ ସରୋଜ ପୁଞ୍ଜି ଓ ତାଙ୍କ ସହ ଧର୍ମିଣୀ ସୁମୁଖୀ ପୁଞ୍ଜି
Read More...

ରାଣୀପୁର ଝରିଆଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ୍ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ଅଖିଳ ମେହେର ଭୁଲିଆ ଯୁବ ସମାଜ ତରଫରୁ ପାଳିତ ହୋଇଯାଇଛି । ଭୁଲିଆ ଯୁବ ସମାଜ କିପରି ଏକାଠି ହୋଇପାରିବ ଏବଂ ଭୁଲିଆ ପରିବାର ଥିବା ଗାଁରେ
Read More...

ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ମିଳିବ ଅନ୍ତରାଷ୍ଟ୍ରିୟ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁରର ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ୟୁନାଇଟେଡ ଷ୍ଟେଟ ଫୋଟୋଗ୍ରାଫି ଏଲାୟଂସ ୟୁ.ଏସ.ଏ ଦ୍ଵାରା ଫଟୋଗ୍ରାଫିରେ ଅନରାରି ଫେଲୋ (ଏଫ୍ ଆଇ ସି ଏସ୍) ମିଳିଛି । ଏହି ସମ୍ମାନ ଶ୍ରୀ ଶତପଥିଙ୍କୁ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ
Read More...

ବ୍ରହ୍ମାକୁମାରୀ ଈଶ୍ୱରୀୟ ସଂସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି । କୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରରେ ସୋମବାର ପୂର୍ବାହ୍ନରୁ ବିଧିବଦ୍ଧ
Read More...

ଆମ ଭାଷା ସାହିତ୍ୟ ଆମ ପିଲାଙ୍କ ରକ୍ଷା କବଚ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ବଞ୍ଚିଲେ ଆମ ସାହିତ୍ୟ ବଞ୍ଚିବ, ସାହିତ୍ୟ ବଞ୍ଚିଲେ ଆମ ସଂସ୍କୃତି ସମୃଦ୍ଧ ହେବ, ସଂସ୍କୃତି ରୁଦ୍ଧିମନ୍ତ ହେଲେ ଆମ ପିଲାଙ୍କ ରକ୍ଷା କବଚ ବନିବା । ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ୟ ସଂସଦର ଶିଶୁ ମହୋତ୍ସବ ଓ
Read More...