shyamal
Daily Archives

ବୈପାରିଗୁଡା ରାଜରାସ୍ତା ଉପରେ ବିଭିନ୍ନ ଦାବିକୁ ନେଇ ଗର୍ଜିିଲେ ଆଦିବାସୀ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବିଶ୍ୱ ଆଦିବାସୀ ଦିବସ ଅବସରରେ ବୈପାରିଗୁଡା ବ୍ଲକରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ମାନେ ସେମାନଙ୍କ ହକ୍‌କୁ ଅଣଆଦିବାସୀ ମାନେ ଛଡାଇ ନେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ବିରାଟ ରାଲି କରି ବୈପାରିଗୁଡା ମୁଖ୍ୟ ରାଜରାସ୍ତା
Read More...

ଥୁଆମୂଳ ରାମପୁର ସରକାରୀ ଡିଗ୍ରୀ କଲେଜ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସରକାର ରାଜ୍ୟର ୧୮ଟି ବ୍ଲକରେ ନୂତନ ସରକାରୀ +୩(ଡିଗ୍ରୀ )କଲେଜ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ଭର୍ଚୁଆଲ ମୋଡରେ ୧୪ଟି ମହାବିଦ୍ୟାଳୟର
Read More...

ଗରଗଡବାହାଲରେ ଲଘୁଚାପ ବର୍ଷାରେ ଘର ଭାଙ୍ଗିଲା : ଆବାସ ଯୋଜନାରେ ସାମିଲ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡବାହାଲ ପଞ୍ଚାୟତ ସଦର ଗ୍ରାମର ଇନ୍ଦ୍ରମଣି ବାଗ(୪୦)ନାମକ ଜଣେ ବ୍ୟକ୍ତିଙ୍କ ଇଟାରେ ତିଆରି ଏକ ଘର ଗତ ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବାରୁ ଅଳ୍ପକେ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ।
Read More...

ଇଚ୍ଛାପଡ଼ା, ରେଙ୍ଗାଲିରେ ବିଧବା ମହିଳାଙ୍କ ଘର ଭାଙ୍ଗିଲା : ସହାୟତା ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ପୂର୍ଣ୍ଣମୀ ମୁଗ୍ରୀ ନାମକ ଜଣେ ବିଧବା ମହିଳାଙ୍କ ଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି । ବିଧବା ମହିଳାଙ୍କୁ ବହୁ ବର୍ଷ ପୂର୍ବରୁ ୨୨ ହଜାର ଟଙ୍କାର ଏକ ଆବାସ ଗୃହ
Read More...

ଡଙ୍ଗରପଡ଼ା, କୋକଡୁଙ୍ଗୁରୀରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗୁରିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦି କନ୍ଧ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ବ୍ଲକ ଡ଼ଙ୍ଗରପଡା ଶାଖା ଆନୁକୂଲ୍ୟରେ ପ୍ରଗଣା ସଭାପତି ଲଳିତ ଯାନୀଙ୍କ ଅଧ୍ୟକ୍ଷତାରେ
Read More...

ବିନା ମୂଲ୍ୟରେ ୫୦ ହଜାର ଫଳବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ଜନମୁକ୍ତି ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବସୁଦେବ ପଣ୍ଡା ଫାଉଣ୍ଡେସନ୍‌, ସଷ୍ଟେନେବଲ୍ ଇନିସିଏଟିଭ୍ ଓ ଜନମୁକ୍ତି ଅନୁଷ୍ଠାନ ସହାୟତାରେ ପରିଚାଳିତ ମେଗା ଫଳ ଚାରା ବଣ୍ଟନ ଅଭିଯାନକୁ ଶୁକ୍ରବାର ମୁଖ୍ୟ
Read More...

ସିଏସ୍‌ଡି ଅନୁଷ୍ଠାନ ପକ୍ଷରୁ କୁରସୁଡ ଠାରେ ଏକ ଦିବସୀୟ କୋଶଳ ଭିତ୍ତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୁରସୁଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ କୁରସୁଡ଼ ଠାରେ ପୃଥକ ପୃଥକ ଭାବରେ ସିଏସ୍‌ଡି ନୈତିକ ଜିବନ ଅନୁଷ୍ଠାନ ସହାୟତାରେ ଏବଂ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର ଅନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ
Read More...

ଧର୍ମପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟାକଲା ନୃଶଂସ ସ୍ୱାମୀ : ପୁଇଁତଲା ଥାନାରେ ଅଭିଯୋଗ

ପୁଇଁତଲା, (କେପିଏନ୍‌ଏସ୍‌) : ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ହାତ ଧରିଥିଲା । ଶେଷରେ ସୈତାନ ସାଜିଲା । ଏମିତି ଏକ ଘଟଣା ଆଜି ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି ନୃଶଂସ ସ୍ୱାମୀ । ବୈଦିକ ରୀତିରେ ବାହା ହୋଇ ଶଂଖା ସିନ୍ଦୁର ଦେଇ ଘରକୁ
Read More...

ଆଦିବାସୀଙ୍କ ଅଧିକାର ଓ ସୁରକ୍ଷା ପାଇଁ ଏକତା ହିଁ ବଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ମୋହନଗିରୀ ହାଟପଦା ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ ହେଇଯାଇଛି, ମୋହନଗିରି, ମାଣିକେରା, ସିଙ୍ଗପୁର, ଦେଢ଼ଶୁଲି ଓ ଲୁବେନଗଡ ଏଭଳି ପାଞ୍ଚଟି ପଞ୍ଚାୟତର ଶତାଧିକ ଆଦିବାସୀ ନିଜସ୍ଵ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ବଦ୍ୟରେ ବିଶ୍ଵ ଆଦିବାସୀ ଦିବସ
Read More...

ଲୋଇସିଂହାରେ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘର ମିଳିତ ଆନୁକୁଲ୍ୟରେ ଲୋଇସିଂହା ଠାରେ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ୍ ଭବନ ଠାରୁ ଶତାଧିକ ଆଦିବାସୀ ପାରମ୍ପରିକ
Read More...