shyamal
Daily Archives

ଘସିଏନ ହତ୍ୟା ଘଟଣାର ଆସାମୀ ଜଙ୍ଗଲରୁ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଘସିଏନ ହତ୍ୟା ଘଟଣାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗତ ୩୦ ତାରିଖ ଘସିଏନରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା ପଞ୍ଚି ମାଝୀ । ଘଟଣା ଘଟିବା ପରେ ଅଜୁ ତାଣ୍ଡିଙ୍କ ମୃତ୍ୟ ହୋଇଥିବା ବେଳେ ଉଜଲ ତାଣ୍ଡି ଗୁରୁତର ହୋଇ ବଲାଙ୍ଗିରରେ
Read More...

ହଳଦୀ ଗ୍ରାମରୁ ଜଣେ ବିବାହିତା ମହିଳା ଓ ଦୁଇ ସନ୍ତାନର ଜନନୀ ୩ ଦିନ ହେବ ୧ଭରି ସୁନା ଧରି ଘରୁ ଫେରାର

ଥାନାରେ ନିଖୋଜ ମାମଲା ରୁଜୁ, ପ୍ରେମ ସମ୍ପର୍କ ଚର୍ଚ୍ଚା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ହଳଦୀ ଗ୍ରାମର ଜଣେ ବିବାହିତା ମହିଳା ତଥା ୨ ସନ୍ତାନର ଜନନୀ ଗତ ୩ ଦିନ ହେବ ଘରୁ ସୁନା ୧ ଭରି ଧରି ଫେରାର ହୋଇଯାଇଥିବା ନେଇ ତାଙ୍କ
Read More...

ପଦ୍ମପୁର ଅନ୍ଵେଷା ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା

୧୨ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ହଟିଲାଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅବହେଳାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଙ୍କ ହଷ୍ଟେଲରେ
Read More...

ଜୟପାଟଣାରେ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣାର ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ଦିବସ ପାଳନ କମିଟି ଆନୁକୁଲ୍ୟରେ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି । ଏନ୍‌. ଡି. ସି. ସି. ଅଧ୍ୟକ୍ଷ ତଥା ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆରମ୍ଭ କରାଯାଇ
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ସମ୍ବଲପୁରୀ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସର ୧ ତାରିଖକୁ ସମ୍ବଲପୁରୀ ଦିବସ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ଜୁନିଅର୍‌ ଓ ସିନିଅର୍‌ ୱିଂସରେ ମଧ୍ୟ ପାଳନ
Read More...

ମହମ୍ମଦ ରଫିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ହମ୍ ନୌସାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୀ ଚଳଚ୍ଚିତ୍ରର ସୁନାମଧନ୍ୟ ଗାୟକ ସ୍ୱର୍ଗତ ମହମ୍ମଦ ରଫିଙ୍କ ୪୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ହମ୍ ନୌସାଦ ତରଫରୁ ରାଉରକେଲା କ୍ଲବ୍ ଠାରେ ଶାମ୍ ଇ ରଫି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମଞ୍ଚ ସଂଯୋଜକ ସାଗର
Read More...

ଗୋପାଳଜୀ ମନ୍ଦିରରେ ପଶିଲା ବର୍ଷା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇଦିନ ହେଲା ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଗତକାଲି ରାତିରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ବଲାଙ୍ଗିର ସହରର ବିଭିନ୍ନ ମନ୍ଦିର, ଦେବାଳୟରେ ପାଣି ପଶିଛି । ବଲାଙ୍ଗିର ସହରର ପୁରାତନ ଗୋପାଳଜୀ ମନ୍ଦିରରେ ପାଣି ପଶିଥିବା
Read More...

ଆସିଲେନି ନିର୍ବାଚନ ଅଧିକାରୀ ସ୍ଥଗିତ ରହିଲା ଜୁନାଗଡ଼ ଏନ୍‌ଏସି ଅନାସ୍ଥା ଭୋଟ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷଙ୍କ ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଛି । ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଅନାସ୍ଥା ଭୋଟ୍‌ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ
Read More...

ଝାରବନ୍ଧ କଲେଜରେ ନିଆରା ଢଙ୍ଗରେ ସମ୍ବଲପୁରୀ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଏବର୍ଷ ନିଆରା ଢଙ୍ଗରେ ସମ୍ବଲପୁରୀ ଦିବସ ପାଳନ କରିଛି । ସମ୍ବଲପୁରୀ ଭାଷା ସଂସ୍କୃତି ଓ ପରିବେଶର ନିବିଡ଼ ସମ୍ପର୍କର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଏବର୍ଷ ବୃକ୍ଷରୋପଣ ପୂର୍ବକ ମହାବିଦ୍ୟାଳୟରେ
Read More...

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହା ବିଦ୍ୟାଳୟରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ସମ୍ବଲପୁରୀ ଦିନ ପାଳନ (ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ମିଳନୀ) ଭିତ୍ତିକ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର
Read More...