ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିକାଲି ଲୋକେ ଜନ୍ମଦିନରେ କେକ୍ କାଟି, ନୃତ୍ୟ, ସଙ୍ଗୀତର ଆସର କରୁଥିବା ବେଳେ ନିଜ ପୁଅ ଦିବ୍ୟାଂଶୁର ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି ଯୁବକବି ସତ୍ୟ ଭୂଷଣ ସାହୁ । ଶ୍ରୀ ସାହୁ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟ ଅନକୀ!-->…
Read More...
Read More...